5

ବାଦାମ କେତେବେଳେ କେବେ ଏବଂ କେମିତି ଖାଇବେ – ଜାଣି ରଖନ୍ତୁ ।

HEALTH

ବନ୍ଧୁ ବାଦାମ କୁ ବହୁତ ଭଲ ଡ୍ରାଏ ଫଳ ବୋଲି କୁହାଯାଏ। ଏବଂ ସ୍ୱାସ୍ଥ୍ୟ କୁ ସଠିକ ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଏ।ଏବଂ ଏଥିରେ ବହୁତ ଫାଇବର ଥାଏ।ତେଣୁ ଯଦି ଆମେ ଦରକାର ରୁ ଅଧିକ ବାଦାମ ଖାଇବା ତେବେ ଆମ ଶରୀର ରେ ଫାଇବର ର ମାତ୍ରା ଅଧିକ ହୋଇଯିବ।ଏବଂ ଯଦି ଆପଣ ପେଟ କମ କରିବାକୁ ଚାଁହୁଚନ୍ତି ତେବେ ଆପଣ ବାଦାମ କୁ ମଧ୍ୟ ଖାଇ ପାରିବେ।ଆମେ ବେଶୀ ରୁ ବେଶୀ ଗୋଟେ ଦିନ ରେ ୮-୧୦ ଟି ବାଦାମ ଖାଇପାରିବା ।

ଏବଂ ଆପଣ ଙ୍କୁ ଆରମ୍ଭ ରୁ ୩-୪ ଟି ବାଦାମ ଖାଇବାକୁ ହେବ ।ଏବଂ କ୍ଷୀର ରେ ୫-୬ ଟି ବାଦାମ କୁ ଗୁଣ୍ଡ କରି ମିଲକ ସେକ ବନାନ୍ତୁ ଏବଂ ଏହାକୁ ପିଅନ୍ତୁ ।ଏହାକୁ ପିଇବା ଦ୍ୱାରା ଆପଣ ଙ୍କର ଶରୀର ର ଶକ୍ତି ବୃଦ୍ଧି ହେବ ଏବଂ ଆପଣ ଯଦି ବ୍ୟାୟାମ କରୁଛନ୍ତି ତେବେ ଆପଣ ସଠିକ ଭାବରେ କରିପାରିବେ।ଏବଂ ଆପଣ ଜିମ ଯିବାର ୩୦ ମିନିଟ ପୂର୍ବରୁ ଏହାକୁ ପିଅନ୍ତୁ ଏହା ଆପଣ ଙ୍କୁ ବହୁତ ଫାଇଦାବାନ ଲାଗିବ।

badam 1

ଏବଂ ଗରମ କ୍ଷୀର ରେ ବାଦାମ କୁ ପିସ ପିସ କରି କାଟି କରି ପକାଇ ଖାନ୍ତୁ ଏହା ମଧ୍ୟ ଆପଣ ଙ୍କ ପାଇଁ ଫାଇଦାବାନ ହେବ। ଏବଂ ଯେଉଁ ଲୋକ ମାନଙ୍କର ପିତ ବାନ୍ତି ହୁଏ ସେମାନଙ୍କୁ ବାଦାମ ଖାଇବା ଉଚିତ ନୁହେଁ।ଯଦି ଆପଣ ଏହା କୁ ଓଜନ ବଢାଇବା ପାଇଁ ନଚେତ ଶକ୍ତି ପାଇଁ ପିଇବାକୁ ଚାଁହୁଛନ୍ତି ତେବେ ଆପଣ ଏହା କୁ ମିଲକ ସେକ ବନାଇ କରି ପିଅନ୍ତୁ ଏହା କୁ ବନାଇବା ପାଇଁ ଆପଣ ଙ୍କୁ

milk

ବାଦାମ କୁ ରାତିରେ ପାଣି ରେ ଭିଜେଇ ଦେବାକୁ ହେବ ଏବଂ ସକାଳୁ ଏହାର ଚୋପା ଛଡାଇ ଗ୍ରାଇଣ୍ଡର ରେ ପକାଇ ପିଇଦିଅନ୍ତୁ ଯଦି ଆପଣ ଙ୍କୁ ଓଜନ ବଢାଇବାର ଅଛି ତେବେ ଆପଣ ଏଥିରେ କିଛି ଚିନି ମଧ୍ୟ ମିଶାନ୍ତୁ।ଏହାକୁ ଆପଣ ଦିନ ର ସବୁ ସମୟ ରେ ଖାଇପାରିବେ ଯଦି ଆପଣ ଓଜନ କମାଇବା ପାଇଁ ଚାଁହୁଛନ୍ତି ତେବେ ଆପଣ ସଖାଳୁ ଏବଂ ଶକ୍ତି ପାଇବା ପାଇଁ ଜିମ ଯିବାର ୩୦ ମିନିଟ ପୂର୍ବରୁ ଏହି ସେକ ବନାଇକରି ପିଅନ୍ତୁ।

ଏବଂ ରାତିରେ ବାଦାମ ଖାନ୍ତୁ ନାହିଁ କାରଣ ଏହା ଦ୍ୱାରା ଆପଣ ଙ୍କର ଖାଦ୍ୟ ହଜମ ରେ ଅସୁବିଧା ହୋଇଥାଏ।ଆପଣ ନ୍ମ ତ୍ଵଚା ରେ ମଧ୍ୟ ଯଦି କିଛି ବି ଦାଗ ରହିଛି ତେବେ ଆପଣ ବାଦାମ ତେଲ କୁ ଲଗାନ୍ତୁ ଯାହା ଦ୍ୱାରା ଏହି ଦାଗ ଦୂର ହୋଇଯିବ।ବାଦାମ ର ସେବନ ତ ଆପଣ ସବୁବେଳେ କରିପାରିବେ କିନ୍ତୁ ଲଗାତାର ୩ ମାସ ସେବନ ପରେ ଆପଣ ୧୫ ଦିନ ର ଅନ୍ତର ଦିଅନ୍ତୁ କାରଣ ଆପଣ ଙ୍କ ଶରୀର କୁ କିଛି ଅଲଗା ଜିନିଷ ର ଆବଶ୍ୟକତା ହୋଇଯାଏ।ଏବଂ ଯଦି ଆପଣ ସବୁବେଳେ ଗୋଟିଏ ପ୍ରକାର ର ଖାଦ୍ୟ ଖାଇବେ ତେବେ ଆପଣ ଙ୍କ ଶରୀର ସେହି ଗୋଟିଏ ପ୍ରକାର ଖାଦ୍ୟ କୁ ହଜମ କରିବା ର ଅଭ୍ୟାସ ହୋଇଯିବ।

Leave a Reply

Your email address will not be published. Required fields are marked *