ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ମାର୍ଚ୍ଚ ଠାରୁ ଆରମ୍ଭ କରି ଅଗଷ୍ଟ ପର୍ଯ୍ୟନ୍ତ କେଉଁ ରାଶି ଉପରେ ସନ୍ତାନ ସୁଖ ପ୍ରାପ୍ତି ପାଇଁ ଶୁଭ ଯୋଗ ଵନିଵାକୁ ଯାଉଛି ଏବଂ ଏହା ସହିତ ଜାଣନ୍ତୁ ଏହି ରାଶିର ଜାତକରେ ଥିବା ଗର୍ଭବତୀ ମହିଳାଙ୍କର ନିଶ୍ଚିତ ଭାବେ ପୁତ୍ର ସନ୍ତାନ ପ୍ରାପ୍ତି ହେବ || ବନ୍ଧୁଗଣ ମାର୍ଚ୍ଚ ମାସରେ ବିଶେଷ ଫଳ ମିଳିବାକୁ ଯାଉଛି କାରଣ ମାର୍ଚ୍ଚ ମାସରେ କେତେ ବଡ଼ ବଡ଼ ଗ୍ରହ ପରିବର୍ତ୍ତନ ହୋଇସାରିଛି ,
ଏପ୍ରିଲ ମାସରେ ବି ଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି , ଯେଉଁ କାରଣରୁ ଏହି ରାଶି ଉପରେ ସନ୍ତାନ ସୁଖର ଯୋଗ ଵନିଵାକୁ ଯାଉଛି , ଏହି ରାଶିର ଵ୍ୟକ୍ତି , ବା ଦମ୍ପତି ବା ସନ୍ତାନ ସୁଖ ପ୍ରାପ୍ତି କରିବାକୁ ଯାଉଛନ୍ତି ସେମାନେ ଏହି ମାର୍ଚ୍ଚ ଠାରୁ ଏପ୍ରିଲ ମାସ ଭିତରେ ଯଦି ଶୟନ କରନ୍ତି ସେମାନେ ନିଶ୍ଚିତ ଭାବେ ସନ୍ତାନ ସୁଖ ପ୍ରାପ୍ତି କରିବାକୁ ଯାଉଛନ୍ତି , ଯେଉଁ ମହିଳାମାନେ ବର୍ତମାନ ସମୟରେ ଗର୍ଭବତୀ ଅଛନ୍ତି ସେମାନେ ନିଶ୍ଚିତ ଭାବେ ପୁତ୍ର ସନ୍ତାନ ପ୍ରାପ୍ତି କରିବେ ,
କହିବାକୁ ଗଲେ ସନ୍ତାନ ସୁଖ ପାଇଁ ପଞ୍ଚମ ଭାଗକୁ ଦେଖାଯାାଏ ଯାହା ବୃହସ୍ପତିଙ୍କ ସ୍ଥାନ ଅଟେ , ଅନ୍ୟ ଗ୍ରହର ପ୍ରଭାବ ମଧ୍ୟ ଦେଖାଯାଏ ଏବଂ ବହୁତ ଅଧିକ ସମ୍ଭାବନା ରହିଥାଏ ଯେ ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇପାରେ , ସେଥିପାଇଁ ନିଶ୍ଚିତ ଭାବରେ ଆପଣ ନିଜ ରାଶି ଫଳ ଦେଖନ୍ତୁ ଏବଂ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ନିଶ୍ଚିତ ଭାବେ ନିଜ ରାଶି ଫଳ ଦେଖନ୍ତୁ , ଦେଖିବାକୁ ଗଲେ ମାର୍ଚ୍ଚ ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଗ୍ରହମାନଙ୍କର ଏକ ଶ୍ରେଷ୍ଠ ଯୋଗ ଵନିଵାକୁ ଯାଉଛି ଯାହାର ପ୍ରଭାବ ବହୁତ ଶ୍ରେଷ୍ଠ ରହିବାକୁ ଯାଉଛି ଏହି ରାଶି ଉପରେ ,
ବନ୍ଧୁଗଣ ଦେଖିବାକୁ ଗଲେ ଯେତେବେଳେ ଗ୍ରହ ପରିବର୍ତ୍ତନ ହୋଇଥାଏ ରାଶି ମାନଙ୍କ ଉପରେ ପ୍ରଥମେ ଗଭୀର ପ୍ରଭାବ ପଡିଥାଏ , କେତେକ ଗ୍ରହ ମାନଙ୍କର ଯୋଗ ସୃଷ୍ଟି ହେବା ପରେ ସର୍ଵାସିଦ୍ଧ ଯୋଗ ସୃଷ୍ଟି ହୋଇଥାଏ , ଯେଉଁ କାରଣରୁ ରାଶିମାନଙ୍କରେ ସନ୍ତାନ ସୁଖର ପ୍ରାପ୍ତି କରିବାର ଯୋଗ ଵନୁଛି , ଏମାନଙ୍କର ଅଧିକ ଚାନ୍ସ ଅଛି ଯେ ଏମାନଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ହେବ , ତେବେ ଏହି ଭାଗ୍ୟଶାଳୀ ରାଶି ମଧ୍ୟରୁ ସର୍ବପ୍ରଥମେ ରାଶି ହେଲା ମେଷ ,
କର୍କଟ , ବୃଷ, ମିଥୁନ , କୁମ୍ଭ , ମୀନ ଏବଂ ବିଛା ଯେଉଁମାନଙ୍କ ଉପରୈ ଏକ ସର୍ଵସିଦ୍ଧ ଯୋଗ ଵନିଵାକୁ ଯାଉଛି , ଏମାନଙ୍କର ଅଧିକ ସମ୍ଭାବନା ରହୁଛି ଯେ ଏମାନେ ସନ୍ତାନ ସୁଖ ପ୍ରାପ୍ତି କରିବେ ଯଦି ଆପଣ ଏହି ମାସରେ ଶୟନ କରନ୍ତି , ଏବଂ ଆପଣଙ୍କୁ ବହୁତ ବଡ଼ ସମ୍ଭାବନା ରହୁଛି ଯେ ଆପଣଙ୍କୁ ପୁତ୍ର ସନ୍ତାନ ମଧ୍ୟ ପ୍ରାପ୍ତି ହୋଇପାରେ , ଏବଂ ଯେଉଁମାନେ ଗର୍ଭବତୀ ଅଛନ୍ତି ସେମାନେ ନିଶ୍ଚିତ ଭାବେ ପୁତ୍ର ସନ୍ତାନ କରିବେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।