3

କୁମ୍ଭ ରାଶିର ୨୦୨୨ ମସିହାର ବାର୍ଷିକ ରାଶିଫଳ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଆଜି ଆମେ ଜାଣିବା ୨୦୨୨ ମସିହାର ଏପ୍ରିଲ ମାସ ଆପଣଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ଆପଣଙ୍କ ଶିକ୍ଷା କ୍ଷେତ୍ର , ପାରିବାରିକ ଜୀଵନ , ଦାମ୍ପତ୍ୟ ଜୀବନ , ବ୍ୟବସାୟରେ ଆପଣଙ୍କର କିପରି ଵିତିଵ , ବା ଵର୍ଷଟି କେମିତି ରହିବ ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ବର୍ଷଟି କିପରି ରହିବ , ନିଶ୍ଚିତ ଜାଣନ୍ତୁ ,

କୁମ୍ଭ ରାଶିର ଲୋକେ ଟିକେ ଖୋଲି ମିଜାଜର ଲୋକ ଏମାନେ ସମସ୍ତଙ୍କ ସହ ସହଜରେ ମିଶି ଯାଇଥାନ୍ତି , ସମସ୍ତଙ୍କୁ ଆଗ୍ରହ କରିବାର କଳା ଏହି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଖରେ ରହିଥାଏ , ଏମାନେ ଟିକେ ମନୁଆ ବା ମନୋଇ ସ୍ଵଭାବର ହୋଇଥାନ୍ତି , ତେବେ ଆପଣଙ୍କ ପାଇଁ ୨୦୨୨ ମସିହାର ଏପ୍ରିଲ ମାସ ଶୁଭ ଫଳ ଦାୟକ ହେବ , ଏହି ମାସ ଆପଣଙ୍କ ପାଇଁ ମଙ୍ଗଳକାରୀ ହେଉ , ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ ଭାବେ ଫଳ ପ୍ରଦ ହେଉ , ତେବେ ଆଜି ଆମେ ଜାଣିବା ନୂତନ ବର୍ଷ ୨୦୨୨ ମସିହା ଏପ୍ରିଲ ମାସ କୁମ୍ଭ ରାଶି ବିଷୟରେ ,

rasi4

କୁମ୍ଭ ରାଶିର ଵ୍ୟକ୍ତି ବିଶେଷଙ୍କର ମାସ ଆରମ୍ଭରେ ଜନ୍ମରେ ବୃହସ୍ପତି ଅଛନ୍ତି , କୁହାଯାଏ ଜନ୍ମ ରାଶି ସ୍ଵରାଚାର୍ଜ୍ୟ ରାମ ରାଜା ବନ ଗତ୍ବା , ତୃତୀୟଚ ଅଳେଇଵତ୍ବ ଚତୁର୍ଥ ଵିଂଶ ଲୋଚନ ଅଷ୍ଟମେ କ୍ରୁଳା ଦର୍ଶ ଷଷ୍ଠେ କର୍ଣ ନିର୍ବାତିତ , ଆପଣଙ୍କର ଜନ୍ମରେ ବୃହସ୍ପତି ଥିବାରୁ କିଛି ପୀଡ଼ା ଆସିପାରେ , କଷ୍ଟ ଆସିପାରେ ଦୁଃଖ ଆସିପାରେ , ବିଦ୍ୟାର୍ଥୀ ମାନଙ୍କର ବିଦ୍ୟାରେ ଟିକେ ବାଧାପ୍ରାପ୍ତି ହେବ , ବ୍ୟବସାୟୀ ମାନଙ୍କର ବ୍ୟବସାୟ କାର୍ଯ୍ୟରେ ଟିକେ ବାଧାପ୍ରାପ୍ତ ହେବ , କୁମ୍ଭ ରାଶିର ପ୍ରତ୍ୟେକ ରାଶିଙ୍କୁ ସଂକ୍ଷିପ୍ତରେ କିଛି କିଛି କଷ୍ଟ ଆପଣଙ୍କ ସମସ୍ଯାକୁ ଆପଣଙ୍କ ଜୀବନରେ ଆସିପାରେ , ଏ ସମସ୍ତ କଷ୍ଟ ଦୁଃଖକୁ ଦୂର କରିବା ପାଇଁ ଗୁରୁବାର ଦିନ ଗୋଟିଏ ବ୍ରହ୍ମ ଦଷ୍ଟି ଚେର ଆଣନ୍ତୁ ବ୍ରହ୍ମ ଦ୍ରଷ୍ଟି ଚେରରେ ଟିକେ ହଳଦୀ ଲଗାଇ ଦିଅନ୍ତୁ ,

haladiii

ହଳଦୀ ରଙ୍ଗ ସୂତାରେ ବାନ୍ଧି ଆପଣ ଦକ୍ଷିଣ ହସ୍ତରେ ବାନ୍ଧି ଆପଣ ରାତିରେ ଧାରଣ କରନ୍ତୁ ଏବଂ ଗୁରୁଵାର ଦିନ ଆପଣ ଏକ ତାମ୍ର ପାତ୍ରରେ ବା କଂସା ପାତ୍ରରେ ସଂପୁର୍ଣ୍ଣ ଗହମ ଭର୍ତ୍ତି କରିଦିଅନ୍ତୁ , ହଳଦୀଆ ରଙ୍ଗର ବସ୍ତ୍ର ରଖନ୍ତୁ , ହଳଦୀ ସାତୋଟି ରଖନ୍ତୁ କନ୍ଚି କଉଡ଼ି ରଖନ୍ତୁ , କିଛି ଦକ୍ଷିଣା ରଖନ୍ତୁ ଆପଣଙ୍କ କୂଳ ପୁରୋହିତ ବ୍ରାହ୍ମଣକୁ ଦାନ କରିଦିଅନ୍ତୁ , ଆପଣଙ୍କ ସମସ୍ତ ବୃହସ୍ପତି ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ , ଶୁଭତ୍ଵ ପ୍ରାପ୍ତି ହେବ , ବୃହସ୍ପତି ହେଉଛନ୍ତି ଗୁରୁ , ଗୁରୁ ଗୁରୁଜନଙ୍କୁ ମାନନ୍ତୁ , କିଏ ଗୁରୁ ନା ପ୍ରଥମ ଗୁରୁ ପିତାମାତା ତହୁଁ ଅଧିକ ଶିକ୍ଷାଦାତା ,

ତା ତହୁଁ ଶ୍ରେଷ୍ଠ ଜ୍ଞାନ ଗୁରୁ ମହିମା କିଏବା ଅନ୍ତ କରୁ , ଆପଣ ସବୁବେଳେ ସକାଳୁ ଉଠିଲେ ମନେ ମନେ ହେଉ ବା ପ୍ରତ୍ୟକ୍ଷରେ ହେଉ ବାପା ମାଆଙ୍କୁ ପ୍ରଣାମ କରନ୍ତୁ , ଆପଣ ଯେଉଁ ଗୁରୁ ପାଖରୁ ଶିକ୍ଷା ଗ୍ରହଣ କରିଥିଲେ ଶିକ୍ଷା ଗୁରୁଙ୍କୁ ପ୍ରଣାମ କରନ୍ତୁ , ସଦଗୁରୁଙ୍କୁ ପ୍ରଣାମ କରନ୍ତୁ ନିଶ୍ଚିତ ଭାବେ ଆପଣଙ୍କର ଅଶୁଭତ୍ଵ ଦୂର ହେବ , ଶୁଭତ୍ଵ ପ୍ରାପ୍ତି ହେବ , ଏହା ହିଁ ମାଳିକାର ଵିଚାର , ତେବେ ଏହା ଥିଲା କିଛି ଚିନ୍ତା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *