4

ଏପ୍ରିଲ ମାସର ୩ଟି ରାଶିର ମାସିକ ରାଶିଫଳ ଜାଣନ୍ତୁ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ୨୦୨୨ରେ ମିଥୁନ ,ସିଂହ , କନ୍ୟା ରାଶିର ମାସିକ ଫଳାଫଳ କଣ ରହିବ , ମାସ ଆରମ୍ଭରୁ ରବି ଆପଣଙ୍କ ଗ୍ରହରେ ଚଳାଚଳ କରିବେ , ୧୫ ତାରିଖ ଠାରୁ ଦ୍ଵିତୀୟ ସ୍ଥାନରେ ଚଳନ କରିବେ , ଯାହାଫଳରେ ଆପଣଙ୍କ ଆଗାମୀ ସଫଳତା ପ୍ରାପ୍ତି ହେବ , ଏବଂ ସାହାସ କର୍ମ କ୍ଷେତ୍ର ଘଟାଇ ଯେଉଁ କ୍ଷେତ୍ରରେ ସଫଳ ହୋଇପାରୁନଥିଲେ ବର୍ତମାନ ଆପଣ ସଫଳ ହେବେ , କିଛି ପରିବର୍ତ୍ତନର ସୂଚନା ରହିଛି , ଏହା ସହିତ ଆପଣଙ୍କ ଉନ୍ନତି ପ୍ରଗତି ମଧ୍ୟ ଆଗାମୀ ଦିନରେ ହେବାର ଅଛି ,

କିନ୍ତୁ ଏ ମାସରେ ଶୁଭା ଆପଣଙ୍କ ଅଧିକାଂଶ ଗ୍ରହ ବ୍ୟୟ ଭାବରେ ରହୁଛନ୍ତି , ଏହି ସମୟରେ ଆପଣ ଅନେକ ସମସ୍ୟା ବା ମାନସିକ ଚାପ ମଧ୍ୟ ପରିଲକ୍ଷିତ କରିବେ , ଅନେକ ସମୟରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ଲାଗି ରହିବ , ଆପଣଙ୍କ ଖର୍ଚ୍ଚରେ ନିୟନ୍ତ୍ରଣ ରହିବ ନାହିଁ , ଯେହେତୁ ରବି ବୃହସ୍ପତି ଆପଣଙ୍କ ଗ୍ରହରେ ରହିବ ଆପଣ ମାନସିକ ଚାପ ଅଧିକ ପରିଲକ୍ଷିତ କରିବେ , ମୁଣ୍ଡ ଜନିତ ସମସ୍ୟା ସହିତ ଭୟ ମଧ୍ୟ ସୃଷ୍ଟି ହୋଇପାରେ ,ମାସଟି କେତେକ କ୍ଷେତ୍ରରେ କିଛି ସମସ୍ୟା ବୃଦ୍ଧି କରିବ , ରବି ଆପଣଙ୍କ ଗ୍ରହରେ ଅଶୁଭ ରହିବ ଯଦି ଆପଣ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଶୁଭ ରହିବ ,

rasi4

ମଙ୍ଗଳ ଆପଣଙ୍କ ଦ୍ଵାଦଶ ଓ ଦ୍ଵିତୀୟ ରେ ରହିଥିବାରୁ ଆପଣଙ୍କ ଯାତ୍ରାରେ ଶୁଭ ସମାଚାର ଦେଖିବାକୁ ମିଳୁଛି , ବୃହସ୍ପତି ଆପଣଙ୍କ ଅସ୍ତଗତ ସ୍ଥିତରେ ରହୁଥିବାରୁ ଆପଣଙ୍କ ସମସ୍ୟା ଆହୁରି ବଢିପାରେ , ଆପଣଙ୍କ ରାଶି ଅଶୁଭ ରହିଥିବାରୁ ଆପଣ ଗାଡ଼ି ଚଲାଇବା ସମୟରେ ଟିକେ ସତର୍କ ରୁହନ୍ତୁ , ମାନସିକ ଚାପ ବଢିପାରେ ଓ ବିଭିନ୍ନ କାରଣରୁ ଆପଣ ଚିନ୍ତିତ ରହିପାରନ୍ତି , ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଏହି ମାସ ଏତେ ଶୁଭ ଫଳ ଦାୟକ ରହିବ ନାହିଁ , ମାଁଙ୍କର ସ୍ଵାସ୍ଥ୍ୟ ଟିକେ ସମସ୍ୟା ପୁର୍ଣ ରହିବ , ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ଗଲେ ଆପଣମାନଙ୍କର ପୂର୍ବରୁ ଯେଉଁ ସମସ୍ୟା ଲାଗି ରହିଥିଲା ଏବେ ସେଥିରେ ଉନ୍ନତି ହେବାକୁ ଲାଗିବ ,

rasi1

ଲାଭର ପରିମାଣ ଏ ମାସରେ କମିରହିଥିଵାର ସମ୍ଭାବନା ରହିଛି , ଏବେ ଜାଣିବା ବିଦ୍ୟାର୍ଥୀ ମାନଙ୍କ ପାଇଁ କିପରି ରହିବ ଦେଖିବାକୁ ଗଲେ ଵୁଧ ପଞ୍ଚମ ସ୍ଥାନରେ ରହିଥିବା କାରଣରୁ ଆପଣଙ୍କ ବିଦ୍ୟା ପ୍ରାପ୍ତିରେ ଶୁଭ ସଂକେତ ମିଳିପାରେ , ଦୂର ସ୍ଥାନକୁ ଯାଇ ଆପଣ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାର ମଧ୍ୟ ଯୋଗ ରହିଛି , ଯଦି ଆପଣ କୈାଣସି ପରୀକ୍ଷାରେ ମନୋନୀତ ହେବା ପାଉ ଯାଉଛନ୍ତି ତେବେ ଅଧିକ ପାଠ ପଢିବା ଅପେକ୍ଷା ଲେଖାରେ ମନ ଦିଅନ୍ତୁ ,

ଏହି ମାସ ଆପଣଙ୍କର ଲଭ ଲାଇଫ ଭଲ ଓ ରୋମାନ୍ସର ସହ ଆରମ୍ଭ ହେବ , ଏହି ରାଶିର ଲୋକମାନଙ୍କ ପାଇଁ ପୁର୍ଣ୍ଣ ସତ ପ୍ରେମ ମିଳିବାର ସୂଚନା ମିଳୁଛି , ଏମାନଙ୍କୁ ଏହି ବର୍ଷ ଭଲ ପାଇବାରେ କୈାଣସି ଅଶୁଵିଧା ମଧ୍ୟ ଦେଖା ଦେବ ନାହିଁ , ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ପରିବାର ଲୋକଙ୍କ ସହ ସେୟାର କରିବା ପାଇଁ ଭଲ ସମୟ ରହିଅଛି , କାରଣ ପ୍ରେମ ମାମଲାରେ ଏହି କୁମ୍ଭ ରାଶି ପାଇଁ ଶୁଭ ରହିଛି , ବିଶେଷ କରି ଫେବୃଆରୀ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଭଲ ସମୟ ରହିଛି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *