ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଯେଉଁ ସ୍ତ୍ରୀଲୋକ ମାନେ ଅଟାରେ ଏହି ତିନୋଟି ଜିନିଷ ମିଶାଇ ରୋଟି କରନ୍ତି ତାଙ୍କ ଘର ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଯାଏ, ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ। ହିନ୍ଦୁ ଧର୍ମରେ ଅନ୍ନକୁ ଦେଵୀ ବୋଲି ସମ୍ମାନ ଦିଆଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ଅଗ୍ନି କୋଣରେ ହେବା ଉଚିତ୍। ଏହି ଅଗ୍ନିକୋଣରେ ରୋଷେଇ ଘରେ ହେଲେ ଭୋଜନ ବନାଉଥିବା ବ୍ୟକ୍ତି ସ୍ଵାସ୍ଥ୍ୟ ଭଲ ରହିବ।ଆପଣ ଯେତେବେଳେ ରୋଷେଇ କରୁଛନ୍ତି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ୍।
ଦ୍ବିତୀୟ କଥାଟି ହେଲା ଯେତେବେଳେ ଭୋଜନ ତିଆରି କରୁଛନ୍ତି ଶାନ୍ତି ମନରେ ତିଆରି କରିବା ଉଚିତ୍। କେବେବି ରାଗିକି ଭୋଜନ ତିଆରି କର ବା ଉଚିତ୍ ନୁହେଁ କାରଣ ମା ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହେବେ। ଏବଂ ନିଜର କ୍ଷତି ହେବା ସହ ଅନ୍ୟର ମଧ୍ୟ କ୍ଷତି ହୋଇଥାଏ। ତୃତୀୟ କଥାଟି ହେଲା ରୋଷେଇ ଘର ସବୁବେଳେ ସଫା ରଖିବା ଉଚିତ୍। ଭୁଲରେ ବି ଚପଲ ପିନ୍ଧି ରୋଷେଇ କରନ୍ତୁ ନାହିଁ, କାରଣ ଭଗବାନ ଅସନା ଜାଗାରୁ ଭୋଜନ ଗ୍ରହଣ କରନ୍ତି ନାହିଁ। ଚତୁର୍ଥ କଥାଟି ହେଲା ରାଗିକି କିମ୍ବା ଅଶାନ୍ତି ମନରେ ତିଆରି କରିଥିବା ଭୋଜନ ଭଗବାନ ଗ୍ରହଣ କରନ୍ତି ନାହିଁ।
ରୋଷେଇ କରିବା ସମୟରେ ପାଟିରେ ଅପ ଶଦ୍ଧ ଧରନ୍ତୁନାହିଁ,କାରଣ ଏହାର ଖରାପ ପ୍ରଭାବ ମନ ଓ ଶରୀର ଉପରେ ପଡ଼ିଥାଏ। ପଞ୍ଚମ କଥାଟି ହେଲା ଭୋଜନ ତିଆରି କରିବା ସମୟରେ ବାରମ୍ବାର ଖାଦ୍ୟକୁ ଖାଆନ୍ତୁ ନାହିଁ। କାରଣ ନିଜର କ୍ଷତି ହୋଇଥାଏ। ଯଦି ଆପଣ ଏହି ଖାଦ୍ୟକୁ ଭଗବାନ କୁ ଅର୍ପଣ କରନ୍ତି ତେବେ ଆପଣଙ୍କର ମ଼଼ହାପାପ ହୋଇଥାଏ। ଷଷ୍ଠ କଥାଟି ହେଲା ସକାଳୁ ଗାଧେଇ ସାରି ରୋଷେଇ ତିଆରି କରିବା ଉଚିତ୍। ରୋଷେଇ କରିବା ପୂର୍ବରୁ ମା ଅନ୍ନପୂର୍ଣ୍ଣା ଙ୍କୁ ସ୍ମରଣ କରିଵା ଉଚିତ୍ ଏବଂ ଅଗ୍ନି ଦେବଙ୍କୁ ସ୍ମରଣ କରିବା ଉଚିତ୍। ଏହି ସବୁ କଲେ ଆପଣଙ୍କ ଘରେ ଅନ୍ନର ଅଭାବ ହେବନାହିଁ। ଏବଂ ସୁଖ, ଶାନ୍ତି ସବୁଦିନ ପାଇଁ ରହିଥାଏ। ସପ୍ତମ କଥାଟି ହେଲା କେବେବି ଘରେ ଭଙ୍ଗା ଜିନିଷରେ ଖାଦ୍ୟ ରାନ୍ଧନ୍ତୁ ନାହିଁ ଏବଂ ଭଙ୍ଗା ଜିନିଷରେ ଖାଦ୍ୟ ଖାଆନ୍ତୁ ନାହିଁ।
ଏହି ସବୁ କରିବା ଦ୍ୱାରା ଘରେ ରାହୁ ଦୋଷ ଲାଗିଥାଏ।ଅଟା ତିଆରି କରିବାର ତିନୋଟି ଜିନିଷ ହେଲା ପ୍ରଥମ ଜିନିଷ ଟି ହେଲା କେବେବି ଆବଶ୍ୟକ ଠାରୁ ଅଧିକ ଅଟା ଚକୁଟିବା ଉଚିତ୍ ନୁହେଁ, କାରଣ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଏଵଂ ରୋଗରେ ମଧ୍ୟ ପଡ଼ିଥାନ୍ତି। ସେହି ରୋଟିକୁ ଖାଇଲେ ମାନସିକ ସ୍ଥିତି ଭଲ ରହିବ ନାହିଁ। ଦ୍ବିତୀୟ କଥାଟି ହେଲା ହିନ୍ଦୁ ଧର୍ମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ଅଟାର ଛୋଟ ଛୋଟ ଗୁଳା କରି ପାଣିରେ ଭସାଇ ଦିଅନ୍ତି ଏହାକୁ ପିଣ୍ଡ କୁହାଯାଏ। ମହିଳା ମାନେ ଘରେ ଅଟା ତିଆରି କରିବା ସମୟରେ ଅଟା ଉପରେ ଆଙ୍ଗୁଳିର ଚିହ୍ନ ରଖନ୍ତି।
କାରଣ ଏହା ସୂଚାଇଦିଏ ଘରର ବ୍ୟକ୍ତି ମାନଙ୍କ ପାଇଁ ହୋଇଛି। ତୃତୀୟ କଥାଟି ହେଲା ପ୍ରଥମେ ରୋଟିଗାଈ ମାତାଙ୍କ ପାଇଁ ତିଆରି କରିବା ଉଚିତ୍। ଦ୍ବିତୀୟରୋଟି କୁକୁର ପାଇଁ ତିଆରି କରିବା ଉଚିତ୍। ଚତୁର୍ଥ କଥାଟି ହେଲା ଆଟା ଚଗୋଟିବା ସମୟରେ ସେଥିରେ ଲୁଣ ସହ ଘିଅ ଏବଂ ଶାକର ମିଶିଵାଉଚିତ୍ , କାରଣ ଏହା ବହୁତ ଶୁଭ ହୋଇଥାଏ। ଅଟା,ଲୁଣ,ଘିଅ, ଶାକର ଗୋଟିଏ ରଙ୍ଗର ହୋଇଥିବାରୁ ଏହାର ସମ୍ବନ୍ଧ ଶୁକ୍ର ଗ୍ରହ ଏବଂ ଚନ୍ଦ୍ରମା ସହ ହୋଇଥାଏ। ଏହି ଦୁଇଟି ଗ୍ରହର ଶୁଭ ଫଳ ଆମକୁ ମିଳିଥାଏ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।