2

ମକର ରାଶିରେ ବାର୍ଷିକ ରାଶିଫଳ ଶନି ଦେବ କରିବେ କୃପା ଜାଣନ୍ତୁ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଵର୍ଷଟି କିପରି କଟିବ , ଏହି ବର୍ଷ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ , ପ୍ରଥମେ ଜାଣିବା ଶନିଙ୍କ ସ୍ଥିତି ବିଷୟରେ ବର୍ତମାନ ଶନି ଦେବ ମକର ରାଶିରେ ଗୋଚର କରୁଛନ୍ତି , ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ କର୍ମର ଦାତା ତଥା ଆୟୁ ପ୍ରଦାନକାରୀ

ଶନି ଦେବଙ୍କ ଗମନାଗମନ ଏବଂ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଆହୁରି ମଧ୍ୟ ଶନିଙ୍କ ଗତିବିଧି ବହୁତ ଧୀର ବୋଲି ଧରାଯାଏ | ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇ ଶନି ଦେବଙ୍କୁ ପ୍ରାୟ ଦେଢ ବର୍ଷ ସମୟ ଲାଗେ | ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ମସିହାରେ ଶନିଙ୍କ ରାଶି ଗତିରେ ମଧ୍ୟ ପରିବର୍ତ୍ତନ ଆସିଛି | କିନ୍ତୁ ଏହାପୂର୍ବରୁ ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହା ସମସ୍ତ ରାଶିକୁ ପ୍ରଭାବିତ କରିବ, କିନ୍ତୁ ସେଠାରେ ୯ ଟି ରାଶି ଅଛି ଯାହାକୁ ଅଧିକ ପ୍ରଭାବିତ କରିବ , ଯାହା ବିଶେଷ ଲାଭଦାୟକ ହୋଇପାରେ | ସେହିପରି ଦେଵଗୁରୁ ବୃହସ୍ପତିଙ୍କ ଚଳନ ହେଉଛି ଏହି ଏପ୍ରିଲ ମାସରେ ଏପ୍ରିଲ ମାସ ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୁର୍ଣ, ଆପଣ ଜାଣିଲେ ଏପ୍ରିଲ ମାସରେ ଦେଵ ଗୁରୁ ବୃହସ୍ପତି ଚଳିବା

rasi4

ଠାରୁ ଆରମ୍ଭ କରି ଶନିଙ୍କ ଗୋଚର ମଧ୍ୟ ହେଉଚି , ବର୍ତମାନ ବୃହସ୍ପତି ରହିଛନ୍ତି କୁମ୍ଭ ରାଶିରେ , ଏଠି ଵଳଵତ ହୋଇ ରହି ଏହା ପରେ ମୀନ ରାଶିକୁ ଚଳନ କରିବେ , ଯଦି ଆମେ ରାହୁ କଥା ବିଚାର କରିବା ତେବେ ଏହା ରହିଛି ବର୍ତମାନ ବୃଷ ରାଶିରେ , ଏହା ୧୩ ଏପ୍ରିଲ ରେ ମେଷ ରାଶିରେ ଗୋଚର କରିବେ। କେତୁ ମଧ୍ୟ ବିଛା ରାଶିରେ ରହିଛନ୍ତି ଏପ୍ରିଲ ମାସ ଶଏଷ ସୁଧା କେତୁ ତୁଳା ରାଶିରେ ଯିବେ , ମକର ରାଶି :- ମକର ରାଶିରେ ଵ୍ୟକ୍ତି ବିଶେଷଙ୍କ ପାଇଁ ଯଦି ଆମେ ବିଚାରକୁ ନେବା ତେବେ ଶନି ଆପଣଙ୍କ ରାଶି ଦେଇ ଗତି କରୁଛନ୍ତି , ୨୯ ଏପ୍ରିଲ ୨୦୨୨ ପର ଠାରୁ ରାଶି ଠାରୁ ଦ୍ଵିତୀୟ ସ୍ଥାନ ଧନ ସ୍ଥାନରେ ରହିବେ। ମକର ରାଶି ପାଇଁ ଶନି ଆପଣଙ୍କୁଶୁଭ ଫଳ ପ୍ରଦାନ କରିବେ , ଆପଣ ସ୍ପଷ୍ଟ ବାଦ , ପର ଉପକାରୀ , ବହୁତ ପରିଶ୍ରମୀ ,

ଏମାନେ ନିଜ ଅସୁବିଧା କୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ କାଳେ ଆପଣ ନିଜ ସମସ୍ୟା କାହାକୁ କହିଲେ ସେ ଆପଣଙ୍କ ଠାରୁ ବଦଲା ନେଇ ପାରେ ଆପଣଙ୍କୁ ହାସ୍ୟ ଉଡେଇପାରେ , ଆପଣ ପରିବାର ପ୍ରିୟ , ଆପଣଙ୍କ ଭିତରେ ସମସ୍ତ କଥା ରହିଛି କିନ୍ତୁ ଆପଣ କାହା ଆଗରେ ପରିପ୍ରକାଶ କରନ୍ତି ନାହିଁ , ଆପଣ ବାହାରକୁ ଯିବା ଠାରୁ ଆରମ୍ଭ କରି ଵୁଲିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଗିଥାଏ , ଆପଣ ସୁନିଶ୍ଚିତ ଫେବୃଆରୀ ଠାରୁ ଆପଣଙ୍କ ଅକ୍ଟୋବର ଆପଣ ଚାକିରି ପାଇ ପାରନ୍ତି , ଯେଉଁ ବିଦ୍ୟାର୍ଥୀ ମାନେ ପୋଲିସ , ଆର୍ମି ହେବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଵର୍ଷଟି ଶୁଭ ହେବ , ଦୂର ଯାତ୍ରା ର ପୁର୍ଣ୍ଣ ଯୋଗ ଥିବାରୁ ଆପଣ ଯାଇପାରିବେ , ଦାମ୍ପତ୍ୟ ଜୀଵନ ସୁଖ ମୟ ହେବ ,

rasi1

ବର୍ଷର ପ୍ରାରମ୍ଭରେ ଆପଣ ନିଜସ୍ଵ ଵିଵାହ ଯୋଇ୍ଗ ଥିଲେ ଵିଵାହ ହେଵେ , ନୂଆ ବ୍ୟବସାୟ ଆରମ୍ଭ କରିବେ , ନୂଆ ଯାନବାହାନ କ୍ରୟ କରିପାରିବେ , ପୂର୍ବ ଶତ୍ରୁତା ଆପଣଙ୍କର ସମାଧାନ ହେବ , ଆପଣ ନେଇଥିଵା ଋଣ ନିଶ୍ଚିତ ଭାବେ ସୁଧ କରିବେ , ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଚନ୍ଦନ , ସିନ୍ଦୂର , ଧୂପ ନୀଳ ଅପରାଜିତା ଫୁଲ ଦେଇ ପୂଜା କରନ୍ତୁ , ପ୍ରତ୍ୟେକ ଶନିବାର ଆପଣ କଳା କୁକୁରକୁ ସୋରିଷ ତେଲର ରୋଟି ଖାଇବାକୁ ଦିଅନ୍ତୁ , ନିଶ୍ଚିତ ଭାବେ ଆପଣଙ୍କର ସମସ୍ତ ମନସ୍କାମନା ପୁରଣ ହେବ , ଆପଣଙ୍କର ଯେଉଁ ଇଚ୍ଛା ଅଛି ତାହା ପୁର୍ଣ ହେବ , ତେବେ ଶନିଙ୍କ କୃପା କାରଣରୁ ଶିକ୍ଷା, ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବ |

ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ହାର ମାନନ୍ତି ନାହିଁ | ଯଦି ତୁମେ ଯଥାସମ୍ଭବ ଚେଷ୍ଟା କର, ତୁମେ ସବୁଠୁ ବଡ ଅସୁବିଧାରେ ମଧ୍ୟ ସଫଳତା ପାଇବ | ସମସ୍ତ ପ୍ରକାର ବିନାଶକାରୀ ଶକ୍ତି ଆପଣଙ୍କ ଜୀବନରେ ଶେଷ ହେବ | ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ | ସମୟ ସମୟରେ ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହେବ | ତୁମ ଜୀବନରେ ନୂଆ ଖୁସି ଖବର ପାଇବାର ସମ୍ଭାବନା ଅଛି | ତେବେ ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *