ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ
ଆଜିର ବିଷୟ ହେଉଛି” ୫” ମିନିଟ୍ ରେ ଭୟଙ୍କର ଦାନ୍ତ ବିନ୍ଧା ଭଲ ହେବାର ଉପାୟ, ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା।ଆପଣ ଦାନ୍ତ ବିନ୍ଧାରୁ ମୁକ୍ତି ପାଇବା ପାଇଁ,
ପ୍ରଥମ ଉପାୟଟି ହେଲା଼ ହେଙ୍ଗୁ ର ବ୍ୟବହାର ,
ଆପଣ ଗୋଟିଏ ପାତ୍ରକୁ ହେଙ୍ଗୁ ଆଣନ୍ତୁ ହେଙ୍ଗୁକୁ ତିନି ଵା ଚାରି ଚାମଚ ପକାନ୍ତୁ ତାପରେ ସେଥିରେ ଏକ ଚାମଚ ଲେମ୍ବୁ ରସ ପକାନ୍ତୁ, ଏହି ଦୁଇଟି ଜିନିଷକୁ ଗୋଳାଇ କିଛି ସମୟ ଏହାକୁ ଗରମ କରନ୍ତୁ। ଆପଣଙ୍କର ଯେଉଁଠି ଦାନ୍ତ ବିନ୍ଧା ହେଉଥିବ ତୁଳାରେ ସେହି ସ୍ଥାନରେ ଏକ ଘଣ୍ଟା ପର୍ଯ୍ୟନ୍ତ
ଏହି ଜିନିଷ ଟିକୁ ଲଗାନ୍ତୁ। ସେହି ଜିନିଷ ଲାଗାଇଥିବା ସମୟ ମଧ୍ୟରେ କୋୖଣସି ଖାଦ୍ୟ ଖାଆନ୍ତୁ ନାହିଁ ଏବଂ ପାଣି ମଧ୍ୟ ପିଅନ୍ତୁ ନାହିଁ।ଛିପ ଵାହାରୁଥିଲେ ତାକୁ ଫିଙ୍ଗି ଦିଅନ୍ତୁ। କିଛି ସମୟ ପରେ ଆପଣଙ୍କ ଦାନ୍ତ ବିନ୍ଧା ଭଲ ହୋଇଯିବ ,
ଦ୍ବିତୀୟ ଉପାୟ ଟି ହେଲା ପିଆଜ ।
ପିଆଜକୁ ନେଇ ଛୋଟ ଛୋଟ ପିସ୍ କରି ଗ୍ରାଣ୍ଡିଙ୍ଗ କରନ୍ତୁ ଭଲ ଭାବରେ ଗ୍ରାଣ୍ଡିଙ୍ଗ ହେବା ପରେ ଏହାକୁ ଗୋଟିଏ ଛାକୁଣୀରେ ଛାକି ଦିଅନ୍ତୁ ତାପରେଏହି ପିଆଜ ରସକୁ ନେଇ ଗୋଟିଏ ତୁଳାରେ ଦାନ୍ତ ବିନ୍ଧା ହେଉଥିବା ସ୍ଥାନରେ ଏକ ଘଣ୍ଟା ପର୍ଯ୍ୟନ୍ତ ଲଗାନ୍ତୁ। ଲଗାଇବା ସମୟରେ କୋୖଣସି ଖାଦ୍ୟ ଖାଆନ୍ତୁ ନାହିଁ ଏଵଂ ପାଣି ପିଅନ୍ତୁ ନାହିଁ। ଏହି ସବୁ କରିବା ଦ୍ବାରା ଆପଣଙ୍କ ଦାନ୍ତ ବିନ୍ଧା ରୁ ମୁକ୍ତି ପାଇଁ ପାରିବେ।
ତୃତୀୟ ଉପାୟ ଟି ହେଲା ପିଜୁଳି ପତ୍ର ।
ପିଜୁଳି ଗଛର ଦୁଇ ବା ତିନୋଟିକଅଁଳ ପତ୍ର କୁ ଦାନ୍ତ ବିନ୍ଧା ହେଉଥିବା ସ୍ଥାନରେଚୋବାନ୍ତୁ , କିଛି ସମୟ ପରେ ଆପଣଙ୍କ ଦାନ୍ତ ବିନ୍ଧା ଭଲ ହୋଇଯିବ। ଯଦି ଆପଣଙ୍କର ଦାନ୍ତରେ ଅଧିକ ବିନ୍ଧା ହେଉଛି ଆପଣ ପିଜୁଳି ପତ୍ର କୁ ଚୋଵାଇ ପାରୁନାହାନ୍ତି, ତେବେ ଏହାକୁ ଛୋଟ ଛୋଟ ପିସ୍ କରି ପାଣିରେ ପକାଇ କିଛି ସମୟ ଏହାକୁ ଗରମ
କରନ୍ତୁ ଏବଂ ସେହି ପାଣିକୁ ଆପଣ କୁଳୁ କୁଳୁ କରନ୍ତୁ କିଛି ଦିନ ପରେ ଆପଣଙ୍କ ଦାନ୍ତ ବିନ୍ଧା ସମ୍ପନ୍ନ ଭଲ ହୋଇଯିବ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।