6

ଉପବାସ କରିବାର ୩ ଟି ଉପକାର |

NEWS

ଆପଣମାନେ ଜୀବନରେ କେବେ ନା କେବେ ଉପବାସ କରୁଥିବେ ଭାରତରେ ମୁଖ୍ୟତଃ ପୂଜା ପର୍ବ ଗୁଡିକରେ ଉପବାସ କରିବାର ପରମ୍ପରା ରହିଛି କିନ୍ତୁ କଣ ଆପଣ ଜାଣିଛନ୍ତି କି ଉପବାସ କରିବା ଦ୍ଵାରା ଏହାର ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ ଯାହାକି ବୈଜ୍ଞାନିକ ପରୀକ୍ଷା ଦ୍ଵାରା ମଧ୍ୟ ସିଦ୍ଧ ହୋଇଛି ଆସନ୍ତୁ ଜାଣିବା ଏହି ବିଷୟରେ କିଛି କଥା ।

ଭାରତରେ ବିଭିନ୍ନ ପର୍ବରେ ଉପବାସ କରାଯାଏ କିନ୍ତୁ ଏହା ସମ୍ପୂର୍ଣ୍ଣ ଦିନ ସମୟରେ କରି ରାତି ସମୟରେ ପୁରୀ ,ଲହୁଣୀ ଇତ୍ୟାଦି ତେଲ ପଦାର୍ଥ ଖାଇଥାନ୍ତି ଯାହା ଦ୍ଵାରା ଉପବାସ ର କୌଣସି ବି ପ୍ରଭାବ ଶରୀର ଉପରେ ପଡ଼ି ନଥାଏ ତେଣୁ ସର୍ବଦା ସମ୍ପୂର୍ଣ୍ଣ ଉପବାସ କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଏକ ଦିନରେ ପୁରା ପୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ କରିବାର ନାହିଁ ପ୍ରଥମେ ୬ ଘଣ୍ଟା ପରେ ୭ ଏବଂ ଆପଣ

frut

ଏହି ପରି ଭାବରେ ନିଜର ଉପବାସ କରିବାର ସମୟ ବଢ଼ାଇ ପାରିବେ କିନ୍ତୁ ଧ୍ୟାନ ରଖିବେ କି ଏହି ସମୟ ମଧ୍ୟରେ ଆପଣଙ୍କୁ ନିୟମିତ ଭାବରେ ପାଣି ପିଇବାକୁ ପଡିବ ନଚେତ୍ ଆପଣଙ୍କ ଶରୀର ଦୁର୍ବଳ ହୋଇଯିବ । ଆପଣ ଉପବାସ ସମୟରେ ୬ ଘଣ୍ଟା ବ୍ୟବଧାନରେ ଖାଦ୍ୟ ଖାଇ ପାରିବେ କିମ୍ବା ଥରେ ଖାଦ୍ୟ ଖାଇ ସାରିଲା ପରେ ଆଉ ଥରେ ଖାଦ୍ୟ ଖାଇଲା ବେଳକୁ ବ୍ୟବଧାନ ୭ ରୁ ୮ ଘଣ୍ଟା ହେଲେ ମଧ୍ୟ ଭଲ । ଉପବାସ କେବଳ ଦିବା ସମୟରେ କରିବା ଭଲ ହୋଇଥାଏ ।

fruit
୧ – ଉପବାସ କରିବା ଦ୍ଵାରା ଏହା ଆପଣଙ୍କ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ କାରଣ ଉପବାସ ଦ୍ଵାରା ପେଟର କୌଣସି କାର୍ଯ୍ୟ ନଥାଏ ଯାହା ବି ହୁଏ ଅଗ୍ନାଶୟ କରିଥାଏ ତେଣୁ ଏହି ସମୟରେ ଆପଣଙ୍କ ଶରୀରର ମେଟାବୋଲିଯିମ୍ ବଢ଼ିଥାଏ ଯାହାକି ଆପଣଙ୍କର ଓଜନ କମାଇବା ପାଇଁ ସାହାଯ୍ୟ କରେ ।
୨- ଉପବାସ କରିବା ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ କାରଣ ଆପଣ ସନ୍ଧ୍ୟାରେ ଖାଦ୍ୟ ଖାଇ କରି ଯେଉଁ ୧୨ ଘଣ୍ଟା ପର୍ଯ୍ୟନ୍ତ ଉପବାସ ରୁହନ୍ତି ସେହି ସମୟରେ ୫ ଘଣ୍ଟା ଆପଣଙ୍କ ଖାଦ୍ୟ ହଜମ କାଟିବା ଇତ୍ୟାଦି ଅନ୍ୟ ପ୍ରକ୍ରିୟା ରେ ସରିଯାଏ କିନ୍ତୁ ଆଉ ବଳକା ସମୟରେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

୩- ଉପବାସ କରିବା ଆପଣଙ୍କ ଶରୀରରେ ଥିବା ସମସ୍ତ ବାର୍ଯ୍ୟ ଏବଂ ହାନିକାରକ ବସ୍ତୁ ଗୁଡ଼ିକ ବାହାରି ଯାଇଥାଏ କାରଣ ଆପଣ ଉପବାସ ସମୟରେ ଯେଉଁ ପାଣି ପିଅନ୍ତି ସେହି ପାଣି ଦ୍ଵାରା ଶରୀରରେ ଥିବା ସମସ୍ତ ବର୍ଜ୍ୟ ବସ୍ତୁ ପରିସ୍ରା ଦ୍ଵାରା ବାହାରି ଯାଇଥାଏ ଏବଂ ଆପଣଙ୍କ ଶରୀର ସୁସ୍ଥ ରହିଥାଏ ।
ସେଥିପାଇଁ ଆପଣଙ୍କୁ ସପ୍ତାହକୁ ୨ ଥର ଉପବାସ କରିବା ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *