unnamed (52)

ଝିଅ ମାନଙ୍କୁ କେତେବେଳେ ପ୍ରପୋଜ କରିବା ଦରକାର।

Uncategorized

ଆପଣ ମାନେ ଜାଣିଛନ୍ତି କୌଣସି ଝିଅକୁ ପଟାଇବା ପାଇଁ ହେଲେ ଯେଉଁ ସବୁ କ୍ଵଲିଟି ଜଣେ ପୁଅ ପାଖରେ ଥାଏ ତାହାକୁ ଆମେ କହିଥାଉ ବଏ ଫ୍ରେଣ୍ଡ ମ୍ୟାଟରିଆଲ କ୍ଵଲିଟି।ଏହି କ୍ବାଲିଟି ଏପରି ହୋଇଥାଏ ଆପଣ ଯଦି କୌଣସି ଝିଅ ସହିତ ୩ ରୁ ୪ ଦିନ ମିଶାମିଶି କଲା ପରେ ସେହି ଝିଅଟି ଜାଣି ପାରିଥାଏ କି ଆପଣ ସେହି ଝିଅଟିର ବଏ ଫ୍ରେଣ୍ଡ ହେବା ପାଇଁ ଯୋଗ୍ୟ ନା ନାହିଁ।ଯେଉଁଠି ଝିଅ ମାନେ କହିଥାନ୍ତି ନା ମୁଁ ତମକୁ ସେହି ନଜରରେ ଦେଖେ ନାହିଁ।ମୁଁ ତମକୁ ମୋର ଜଣେ ଭଲ ଫ୍ରେଣ୍ଡ ହିସାବରେ ମାନେ।ଏଠାରେ ଝିଅ ମାନେ ଅଧିକ ବାହାନା କରିଥାନ୍ତି।ସେମାନେ ଆପଣଙ୍କୁ ନିଜର ବଏ ଫ୍ରେଣ୍ଡ କରିବାକୁ ଚାହୁଁ ନାହାନ୍ତି ।ତେଣୁ ସେମାନେ ଏଭଳି କଥାବାର୍ତା କରୁଛନ୍ତି।ଯଦି ଆମ ଭିତରେ ସେପରି କ୍ବାଲିଟି ନାହିଁ ଅର୍ଥାତ ଆମ ଭିତରେ ଯଦି ଝିଅ ମାନଙ୍କୁ ଇଂପ୍ରେସ କଲା ଭଳି କିଛି କ୍ବାଲିଟି ନାହିଁ ତେବେ ସେମାନେ ଆମକୁ ସିଧା ମନା ନକରି ଅନେକ ପ୍ରକାର ବାହାନା ଖୋଜିଥାନ୍ତି।

ଏଠାରେ ଆପଣଙ୍କୁ ନିଜକୁ କିଛି କ୍ବାଲିଟିରେ ଭରପୁର କରିବାର ଅଛି।ନିଜର କିଛି ପରସନାଲିଟି ରଖିବାର ଅଛି।ନିଜକୁ ପ୍ରମାଣ କରିବାର ଅଛି।ଆପଣ ମାନେ ଯେପରି ଅନ୍ୟ ମାନଙ୍କ ତୁଳନାରେ ଭଲ ଦେଖାଯାଉ ଥିବେ।ସେମାନଙ୍କ ଠାରୁ ଆପଣ ଯେପରି ସମ୍ପୂର୍ଣ ଭାବରେ ଭିନ୍ନ ହେଉଥିବେ।ଆପଣ ଏଠାରେ ନିଜର ଉପରେ ଭରସା ରଖିବାର କ୍ବାଲିଟି ରଖିବା ଦରକାର।ଝିଅ ମାନଙ୍କୁ ଏଭଳି ଲାଗିବା ଦରକାର ଯେ ସେ ଯଦି ଆପଣଙ୍କୁ କୋୖଣସି କଥା କହୁଛି ତେବେ ସେ ଜାଣିଛି ଯେ ଏକଥା କେହି ଜାଣିବେ ନାହିଁ।ମାନେ ତାର ଆପଣଙ୍କର ଉପରେ ସମ୍ପୂର୍ଣ ଭାବରେ ବିଶ୍ୱାସ ଅଛି।ଏଠାରେ କଣ ହୁଏ ନା ଅନେକ ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନଙ୍କୁ ସେମାନଙ୍କ ପ୍ରେମିକା ମାନେ ମନା କରିଥାନ୍ତି ଏହି କଥା କାହାରି ଆଗରେ ନକହିବା ପାଇଁ।କିନ୍ତୁ ଏହା ପରେ ବି ସେମାନେ ଯାଇ ସେହି କଥାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଥାନ୍ତି।ଏହା ଦ୍ୱାରା ଝିଅଟିର ବିଶ୍ୱାସ ଆପଣଙ୍କ ଉପରୁ ଉଠି ଯାଇ ଥାଏ।ସେ ଆପଣଙ୍କୁ ଭରସା କରି ନଥାଏ।ଆପଣଙ୍କ ଆଗରେ କୌଣସି କଥା କହି ନଥାଏ।

girllll

ତେଣୁ ଆପଣଙ୍କୁ ଏହା କରିବାର ନାହିଁ।ଝିଅଟି ଯଦି ଭରସା କରି ଆପଣଙ୍କୁ କୌଣସି କଥା କହୁଛି। ତେବେ ଆପଣ ତାର ଭରସାକୁ ଭାଙ୍ଗନ୍ତୁ ନାହିଁ।ଯଦି ଆପଣ ଝିଅଟିକୁ ପଟାଇବାକୁ ଚାହୁଁଛନ୍ତି ତେବେ ଏହି ବିଶ୍ୱାସ ରଖିବା ବହୁତ ଜରୁରୀ।ଯଦି ଝିଅଟି କହୁଛି ମୋର ବାପା ଏଇଆ ,ମୋର ମାଆ ଏଇଆ,ପରିବାର ବିଷୟରେ ତେବେ ଆପଣ ସେହି କଥାକୁ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ।ସେହି ଝିଅଟିକୁ ପଟାଇବାକୁ ହେଲେ ତାର ଭରସାକୁ ଜିତିବା ବହୁତ ଜରୁରୀ।ତାର ମନକୁ ଜିତିବା ଆବଶ୍ୟକ।ତେବେ ଏଠାରେ ଆପଣଙ୍କୁ ବିଶ୍ୱାସ ରଖିବାର କ୍ବାଲିଟିକୁ ନିଜ ଭିତରେ ରଖିବାର ଅଛି।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *