4

ତିଥି ଅନୁସାରେ ଆମେ କ’ଣ ଖାଇବା ଉଚିତ୍ ଏବଂ କଣ ଖାଇବା ଅନୁଚିତ ଜାଣନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ଵାସ୍ଥ୍ୟ ରକ୍ଷା ପାଇ ନିଷିଦ୍ଧ ଖାଦ୍ୟ , ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଯେ ପ୍ରାଚୀନ କାଳରୁ ରହି ଆସିଥିବା ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି କେଉଁ ତିଥିରେ କେଉଁ ପ୍ରକାରର ଖାଦ୍ୟ ଖାଇଲେ ଆମେ ରୋଗାଗ୍ରାସ୍ଥ ହୋଇଯିବା , କେଉଁ ତିଥିରେ ଆମେ କେଉଁ ଖାଦ୍ୟ ଖାଇଵା ନାହିଁ ଏହି ପ୍ରସଙ୍ଗରେ ଆମେ ଆଜି ଆଲୋଚନା କରିବା ,

୧.ଦର୍ଶକ ବନ୍ଧୁ ସାଧାରଣତଃ ପ୍ରତିପଦା ତିଥିରେ ଯଦି ଆମେ ପାଣି କଖାରୁ ଖାଇବା ତେବେ ଆମର ବ୍ରଣ ରୋଗ ହେବ , ଏହା ପ୍ରାଚୀନ କାଳରୁ ଜ୍ୟୋତିଷ ଶାସ୍ତ୍ରରେ ଲେଖାଯାଇଛି ,
ପ୍ରାଚୀନ ମୁନୀ ଋଷିମାନେ କହିଛନ୍ତି ଏହା ଆମେ ମାନିବା ଉଚିତ ଏହା ପଛରେ ମଧ୍ୟ ଅନେକ ବୈଜ୍ଞାନିକ ମହତ୍ତ୍ଵ ରହିଛି ,
୨.ଆମେ ଯଦି ଦ୍ଵିତିୟା ତିଥିରେ ବୋଇତି କଖାରୁ ଖାଇବା ତେବେ ଆମର ଆଵୁ ବା ଟୁ୍ୟମର ରୋଗ ହେବ ବୋଲି ଶାସ୍ତ୍ର ପ୍ରମାଣ ଦେଇଛି ,
୩. ତୃତୀୟ ତିଥିରେ ଯଦି ଆମେ ପୋଟଳ ଖାଇବା ତେବେ ଆମର ଶରୀରରେ ଵାତ ରୋଗ ସୃଷ୍ଟି ହେବ ,

food 2

୪. ଚତୁର୍ଥୀ ତିଥିରେ ଆମେ କେବେ ହେଲେ ମୂଳା ଖାଇବା ନାହିଁ ଯଦି ଆମେ ମୂଳା ଖାଇବା ତେବେ ଵାତ ରୋଗ ହେବାର ସମ୍ଭାବନା ରହିଛି ,
୫. ଯଦି ଆମେ ପଞ୍ଚମୀ ତିଥିରେ ବେଲ ଖାଇବା ତେବେ ପିତ୍ତ ରୋଗ ସୃଷ୍ଟି ହେବା , ଏହା ଦ୍ଵାରା ତତଜନିତ ସମସ୍ୟା ଦେଖା ଦେବ ,
୬. ଷଷ୍ଠୀ ତିଥିରେ ଆମେ କେବେ ହେଲେ ନିମ୍ବ ଖାଇବା ନାହିଁ , ଏହା ଦ୍ଵାରା ଆମକୁ ଗଣ୍ଡମାଳା ରୋଗ ହେବ , ଆମର ଥାଇରେଡ ପରି ଗ୍ରନ୍ଥିରେ ରୋଗ ସୃଷ୍ଟି ହୋଇଥାଏ ,
୭. ସପ୍ତମୀ ତିଥିରେ ଯଦି ଆମେ ତାଳ ଖାଇବା ତେବେ ରକ୍ତ ପିତ୍ତ ରୋଗ ହେବ ,

firstfood
୮. ଅଷ୍ଟମୀ ତିଥିରେ ଯଦି ଆମେ ନଡ଼ିଆ ଖାଇବା ତେବେ ଅଜିର୍ଣ ରୋଗ ହୋଇଥାଏ ତେଣୁ ଏହି ଦିନ ନଡ଼ିଆ ଖାଇବା ନାହିଁ ,
୯. ନବମୀ ତିଥିରେ ଆମେ କେବେ ହେଲେ ଲାଉ ଖାଇବା ନାହିଁ , ଯଦି ନଵମୀ ତିଥିରେ ଆମେ ଲାଉ ଖାଇବା ତେବେ ଆମର ଶରୀରରେ ଶ୍ଳେଶମା ବଢିଯିବ ,
୧୦. ଦଶମୀ ତିଥିରେ ଆମେ କଲୋମ୍ଵି ଶାଗ ଖାଇବା ତେବେ ଅମ୍ଳପିତ୍ତ ରୋଗ ବଢିଯିବ ,
୧୧. ଏକାଦଶୀ ତିଥିରେ ଯଦି ଆମେ ଶିମ୍ବ ଖାଇବା ତେବେ ଜ୍ଵର ରୋଗ ହେବ ବୋଲି ଶାସ୍ତ୍ର କହେ ,

୧୨. ଦ୍ଵାଦଶ ତିଥିରେ ଯଦି ଆମେ ପୋଇ ଖାଇବା ତେବେ ବିଭିନ୍ନ ପ୍ରକାରର ଚର୍ମରୋଗ ହୋଇଥାଏ ,
୧୩. ତ୍ରୟୋଦଶୀ ତିଥିରେ ଆମେ କେବେ ହେଲେ ବାଇଗଣ ଖାଇବା ନାହିଁ ଯଦି ଆମେ ବାଇଗଣ ଖାଇବା ତେବେ ଆମକୁ ଚର୍ମ ରୋଗ ହେବ ବୋଲି ଶାସ୍ତ୍ର କହେ ,
୧୪. ଚତୁର୍ଦଶି ତିଥିରେ ଯଦି ଆମେ ବିରି ଖାଇବା ତେବେ ଓଦର ରୋଗ ହେବ ,
ପୁର୍ଣିମାରୈ ଯଦି ଆମେ ଆଇଁଷ ଖାଇବା ତେବେ ଶ୍ଳେଶ ରୋଗ ହୋଇଥାଏ , ତେବେ ଜାଣିଲେ ତିଥି ଅନୁସାରେ ଆମେ କ’ଣ ଖାଇବା ଉଚିତ୍ ଏବଂ କଣ ଖାଇବା ଅନୁଚିତ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *