ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,
ଓଲିଉଡର ଏପରି କେତେକ ହିରୋ ହିରୋଇନ୍ ଅଛନ୍ତି ଯେଉଁମାନେ କି ଆଜି କାଲିର ଟ୍ରେଣ୍ଡରେ ବହୁତ ଭାଇରାଲ ହେଉଛନ୍ତି , ଓଲିଉଡର ହିରୋ ହିରୋଇନ୍ ଦେଖିବାକୁ ଯେତେ ସୁନ୍ଦର ଓ ଷ୍ଟାଇଲିସ ତାଙ୍କ ଅଭିନୟ ମଧ୍ୟ ସେତେ ଭଲ ହୋଇଥାଏ , ନିକଟରେ ଯାଇଥିବା ହୋଲିରେ ତ ଆପଣ ମାନେ ନିଶ୍ଚିତ ମଜା କରିଥିବେ ସେହିପରି କେତେକ ଅଭିନେତା ଅଭିନେତ୍ରୀ ମଧ୍ୟ ମଜା କରିଛନ୍ତି , ତେବେ ଆଜି ଆମେ କଥା ହେବା କେତେକ ଅଭିନେତା ଅଭିନେତ୍ରୀ ବିଷୟରେ ଯେଉଁମାନେ କି ଏହି ହୋଲରେ ବହୁତ ମଜା ନେଇଛନ୍ତି ।
୧.ଅନୁଭବ ମହାନ୍ତି ବିଷୟରେ ଯିଏକି ସାରା ଓଡ଼ିଶାରେ ପ୍ରସିଦ୍ଧ ଅଭିନେତା ଅଟନ୍ତି , ବର୍ତମାନ ସମୟରେ ସେ ଵିଜେଡି ଅଧ୍ୟକ୍ଷକ ଅଛନ୍ତି , ସେ ବର୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ରାଜ୍ୟ ସଭା ଭାବେ ବିବେଚିତ ହୋଇଛନ୍ତି , ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ତେବେ ଏହି ହୋଲି ରେ ତାଙ୍କୁ ରଙ୍ଗ ଖେଳିବାର ଦେଖା ଯାଇଥିଲା , ଯେଉଁଥିରେ ସେ ଭାଙ୍ଗ ପିଇ ନାଚିଛନ୍ତି ଓ ବହୁତ ଏଞ୍ଜୟ ମଧ୍ୟ କରିଛନ୍ତି ,
୨. ସବ୍ୟସାଚୀ :-
ସବ୍ୟସାଚୀ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ନାମୀ ଦାମୀ ଅଭିନେତା ଭାବେ ପରିଚିତ , ତାଙ୍କର ଅନେକ ଚଳଚିତ୍ର ସେଥିମଧ୍ୟରୁ ପାଗଳ ପ୍ରେମୀରେ ସେ ଦମଦାର ଅଭିନୟ କରି ଫିଲ୍ମ ଆୱାର୍ଡ଼ ମଧ୍ୟ ଜିତିଛନ୍ତି ,
୩. ବର୍ଷା :-
ବର୍ଷା ମଧ୍ୟ ନିଜ ଫ୍ୟାନ ମାନଙ୍କ ସହ ହୋଲି ଖେଳିବାର ଦେଖା ଦେଇଥିଲେ , ନିକଟରେ ଶୁଭାଯାଇଛି ସେ ଆଉ ଏକ ଫିଲ୍ମ୍ ରେ ଅଭିନୟ ମଧ୍ୟ କରିବେ , ବର୍ଷା ମଧ୍ୟ ଓଡ଼ିଆ ସିନେମା ଜଗତରେ ବହୁ ପରିଚିତ ଓଡ଼ିଶାରେ ପ୍ରତ୍ୟେକଙ୍କ ହୃଦୟରେ ବର୍ଷା ଏପର୍ଯ୍ୟନ୍ତ ବି ରାଜ କରୁଛନ୍ତି , ତେବେ ତାଙ୍କର ହୋଲିରେ ଘର ପରିବାର ସମେତ ଫ୍ୟାନଙ୍କ ସହ ମଧ୍ୟ ହୋଲି ଖେଳିଛନ୍ତି ,
୪. ଅନିଶା ଓ ସୁବାସିସ :-
ଅନିଶା ଓ ସୁବାସିସଙ୍କ ଯୋଡ଼ି ମଧ୍ୟ ବହୁତ ଫେମ୍ସ ହେବାରେ ଲାଗିଲାଣି , ଦୁହିଁଙ୍କ ଯୋଡ଼ିକୁ ଓଡ଼ିଶା ବାସୀ ଅନେକ ପସନ୍ଦ କରିବାରେ ଲାଗିଲେଣି , ତେବେ ସେମାନେ ମଧ୍ୟ ହୋଲି ରେ ବହୁତ ମଜା କରିଛନ୍ତି ନିଜ ପୁଅ ସହ ହୋଲି ଖେଳି ବହୁତ ମଜା ନେଇଛନ୍ତି ଯାହାର କିଛି ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି , ତେବେ ଏମାନେ ଥିଲୈ କେତେକ ଅଭିନେତା ଅଭିନେତ୍ରୀ ଯେଉଁମାନେ କି ଏହି ହୋଲି ରେ ବହୁତ ମଜା ନେଇଛନ୍ତି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ॥
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।