11

ହୋଲିରେ ଭାଙ୍ଗ ପିଇ ଶାଶୁ ଘରେ ଅର୍ଚ୍ଚିତା କଲେ ତାଣ୍ଡବ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି , ତେବେ ଆମ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନେତା ଅଭିନେତ୍ରୀ ଦେଖିବାକୁ ଯେତେ ସୁନ୍ଦର ତାଠୁ ବେଶି ଭଲ ତାଙ୍କର ଅଭିନୟ ଅଟେ ,

ତେବେ ନିକଟରେ ଯାଇଥିବା ହୋଲିରେ ସମସ୍ତେ ମଜା ନେଇଛନ୍ତି , ତେବେ ଏହି ହୋଲି ରେ ଆମ ଓଡ଼ିଆ ଜଗତରେ କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଵିଵାହ ପରେ ଘରେ ରହି ତାଙ୍କ ଶାଶୁ ଶଶୁର ସହ ହୋଲି ରଙ୍ଗରେ ରଙ୍ଗେଇ ହୋଇଛନ୍ତି , ତେବେ ଆଜି ଆମେ କଥା ହେବାକୁ ଯାଉଛୁ ଓଡ଼ିଶାରେ ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ତାଙ୍କ ହୋଲି ଖେଳ ବିଷୟରେ , ଅର୍କିତା ସାହୁ ଜଣେ ଭାରତୀୟ ଅଭିନେତ୍ରୀ ଯିଏ ମୁଖ୍ୟତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି | ସେ ବାବୁ ଆଇ ଲଭ୍ ୟୁ (୨୦୦୬), ଆକାଶେ କି ରଙ୍ଗା ଲାଗିଲା (୨୦୦୯),

holii

ଚକୋଲେଟ୍ (୨୦୧୧) ଏବଂ ମୁ ଇକା ତୁମାରା (୨୦୧୩) ଚଳଚ୍ଚିତ୍ରରେ ଅଭିନୟ ପାଇଁ ବେଶ୍ ଜଣାଶୁଣା | ପିଲାଦିନରୁ ସେ କଳା ପ୍ରଦର୍ଶନ ପ୍ରତି ଆଗ୍ରହୀ ଥିଲେ ଏବଂ ୬ ବର୍ଷ ବୟସରେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ | ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହୋଇ ସେ ଓଡ଼ିଶୀ ନୃତ୍ୟରେ ଏକ ଜାତୀୟ ବୃତ୍ତି ମଧ୍ୟ ଜିତିଥିଲେ | ଓଡ଼ିଶାରେ ବିଶାରାଦ୍ (ମାଷ୍ଟର୍ସ) ସମାପ୍ତ କରିବା ପରେ ଆର୍ଚିତା ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ | ୨୦୦୪ ରେ, ସେ ‘ମିସ୍ କାଲିଙ୍ଗା’ ଆଖ୍ୟା ଅର୍ଜନ କରିଥିଲେ |

holi

ସେ ଦଶମ ଷ୍ଟାଣ୍ଡାର୍ଡରେ ଥିବାବେଳେ ସେ ମିସ୍ ହଟ୍ ସଟ୍ ମଡେଲ୍ (୨୦୦୫) ଟାଇଟଲ୍ ଜିତିଥିଲେ, ଯାହା ତାଙ୍କ ଓଲିଉଡ ଡେବ୍ୟୁ ପାଇଁ ଏକ ପଥ ପରିଷ୍କାର କରିଥିଲା ​​| ତେବେ ବର୍ତମାନ ସମୟରେ ସେ ନିଜ ଶାଶୁ ଘରେ ହୋଲି ରଙ୍ଗର ମଜା ନେଇଛନ୍ତି ଯାହାର ତାଙ୍କ ପାଇଁ ରୋମାଞ୍ଚକର ହୋଇଛି , ହୋଲି ରେ ଵେଶ ଆନନ୍ଦ ଅନୁଭବ କରିଛନ୍ତି , ହୋଲି ଦିନ ଅର୍ଚ୍ଚିତା ଭାଙ୍ଗ ପିଇ ନିଜ ଶାଶୁ ଘରେ ଶାଶୁଙ୍କ ସହ ଡ଼ୟାନ୍ସ କରିଛନ୍ତି , ହୋଲି ରେ ନିଜ ଶାଶୁ ଘରେ ଖୁବ ଜମିକି ମଜା

ନେବା ସହ ଭାଙ୍ଗ ପିଇ ନିଶାସକ୍ତ ଭାବେ ନିଜ ଶାଶୁ ସହ ନାଚିଛନ୍ତି , ଅନେକ ଗ୍ରୁପ ଫୋଟ ମଧ୍ୟ ଭାଇରାଲ ହୋଇଛି ଯାହା ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି , ଅର୍ଚ୍ଚିତା ନିଜ ଶାଶୁ ଘରେ ବହୁତ ମଜାରେ ଅଛନ୍ତି ବୋଲି ଜଣାପଡ଼ୁଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *