ମେଷ ରାଶି : ବେପାର , ଧନ୍ଧାରେ ଆଜି ଭଲ ଦିନ ଅଛି , କିନ୍ତୁ ଆର୍ଥିକ ଲେଣଦେଣରେ ସାବଧନତା ରଖନ୍ତୁ , ପରିବାର ସହ କେଉଁ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି , ନୁଆ ସକରାତ୍ମକ ଭାବନା ରଖି ପ୍ରଗତି କରିବେ , ଆପଣଙ୍କ ସାମାଜିକ ଗତିବିଧିରେ ଭାଗ ନେଇପାରିବେ , ଆପଣଙ୍କ କିଛି କଥା ଆଜି ଲୋକଲୋଚନଙ୍କ ପାଖରେ ଚାଲିଆସିବ , ଯାହା ଦ୍ୱାରା ଆପଣଙ୍କୁ ଅପମାନିତ ହୋଇପାରନ୍ତି । ସାମାଜିକ ଗତିବିଧିରେ ଭାଗ ନେଇପାରନ୍ତି , ଭୁମି ଭବନ ଇତ୍ୟାଦିରେ ପ୍ରଚୁର ଲାଭ ହେବ , ବିର୍ତ୍ତିୟ ମାମଲାରେ ବୁଝାମଣାରେ କାମ କରନ୍ତୁ ।
ବୃଷ ରାଶି : ଆଜି ପୁରୁଣା ଅର୍ଥ ଫେରି ପାଇବେ । ଆପଣଙ୍କ ସହ ଯୋଡି ହୋଇଥିବା ଲୋକେ କିଏ ଚୁଗୁଲି କରିପାରେ , କ୍ୟାରିୟର ପରିବାରର ବଡ ଫଇସଲା ନେବେ , ଯାହା ଫାଈଦାଦାୟକ ରହିବ , ପ୍ରତିଧ୍ୱନ୍ଧୀ ଓ ପ୍ରତିଯୋଗୀ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟ୍ କରିପାରିବେ ନାହିଁ , ସନ୍ତାନ ସୁଖ ବୃଦ୍ଧି ହେବ , ମିତ୍ରଙ୍କ ସହ କେଉଁ ନୁଆ କାର୍ଯ୍ୟରେ ଆଗଭର ହେବେ , ସମୟ ଅନୁକୁଳ ଅଛି , ପ୍ରସନ୍ନତା ରହୁଛି ।
ମିଥୁନ ରାଶି : ଆଜି ଆପଣଙ୍କ ଦିମାଗ ବହୁତ ବେଗରେ କାମ କରିବ ଯାହା ଦ୍ୱାରା ଭବିଷ୍ୟର ଯୋଜନା ବିଷୟରେ ବେଶୀ ଆଗ୍ରହ କରିବେ , ଆପଣ ଆଜି ମୌସୁମ ଅନୁସାରେ ସିଥିଳ ଅନୁଭବ କରିବେ , ଏଥିପାଇଁ ଆହାର ଉପରେ ଅଧିକା ଧ୍ୟାନ ରଖନ୍ତୁ, ଓ କିଛି ଯୋଗ କରନ୍ତୁ , ବିଦେଶରେ ରହୁଥିବା ଲୋକ ଘରକୁ ଫେରିବେ , ପ୍ରେମୀଙ୍କ ସହ ସମୟ ଅତିବାହିତ କରିବେ , କିଛି ଦାୟିତ୍ୱ ଜରୁରୀ କାମ ନିପଟାଇପାରିବେ ।
କର୍କଟ ରାଶି : ଚିନ୍ତା ଓ ଚିଡଚିଡା ଶିକାର ଲୋକଙ୍କୁ ଆଜି ମାନସିକ ଶାନ୍ତି ମିଳିପାରେ , ଜୀବନସାଥୀଙ୍କ ସହ କେଉଁ ଆଡେ ବୁଲିବାର ଯୋଜନା କରିପାରନ୍ତି । ରାଜନୀତି କିମ୍ବା ସାମାଜିକ କାର୍ଯ୍ୟରେ ଯୋଡି ହୋଇଥିବା ଲୋକ ବୈଠକ ଆଦିରେ ଭାଗ ନେଇପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବେ । ଅଫିସ୍ ରେ ଭାଗ୍ୟର ସାଥ୍ ମିଳିବ ନାହିଁ । ଯେତେ ଆପଣ ଭାବିଛନ୍ତି , କାର୍ଯ୍ୟସ୍ଥଳରେ ସୁଧାର ହୋଇପାରେ ।
ସିଂହ ରାଶି : କେଉଁ ଖାସ୍ ମିତ୍ରଙ୍କ ସହ ଜୀବନରେ ଆସିବା କାରଣରୁ ଜୀବନରେ ଖୁସି ଦୁଇଗୁଣା ବଢିଯିବ । ବିତ୍ତିୟ କ୍ଷେତ୍ରରେ ଉଠାଇଥିବା ପଦକ୍ଷେପ ସଫଳ ହେବ । ଆୟର ଅତିରିକ୍ତ ସ୍ରୋତ ବି ସ୍ଥାପିତ ହୋଇପାରିବ । ନିର୍ଣ୍ଣୟ ନେବାରେ ବ୍ୟସ୍ତତା ରୁହନ୍ତୁ ନାହିଁ । ନିଜ ଯୋଜନା ପାର୍ଟନର ସେୟାର୍ କରନ୍ତୁ ନାହିଁ । ଯିଏ ଏକେଲା ହିଁ କରନ୍ତୁ । ଅପ୍ରୟାସିତ ବଡ ଖର୍ଚ୍ଚ ହୋଇପାରେ । କେଉଁ ବ୍ୟକ୍ତି ବିନା କାରଣରୁ ବିବାଦ ହୋଇପାରେ , ସଂନ୍ଧ୍ୟାରେ ଛୁଆଙ୍କ ସହ ସମୟ ବିତାଇବାରେ ଆଶ୍ୱସ୍ତି ଅନୁଭବ କରିବେ ।
କନ୍ୟା ରାଶି : ଆଜି ଆପଣଙ୍କ ଜୀବନରେ ଖୁସି ଦେଖାଯାଉଛି , ଆୟରେ ବୃଦ୍ଧି ହେବା ତୟ ହୋଇଛି , ଓ ଆପଣଙ୍କୁ ଆୟର ଏକ ଅତିରିକ୍ତ ସ୍ରୋତ ମିଳିପାରିବ । କୁଆଁରା ଙ୍କୁ ବିବାହର ପ୍ରସ୍ତାବ ହୋଇପାରେ , ବେରୋଜଗାର ଦୁର କରିବା ପ୍ରୟାସରେ ସଫଳ ହେବେ । ସମୟର ପ୍ରତିକ୍ଷା କରନ୍ତୁ ନାହିଁ , ଓ କାହା ପ୍ରତି ଗମ୍ଭୀର ରୁପରେ ଭାବିବାକୁ ଲାଗିବେ । କେଉଁ ବ୍ୟକ୍ତି ଆପଣଙ୍କ ନିଜ ନକରାତ୍ମକ ଟିପ୍ପଣୀ ବି କରିପାରେ , କିମ୍ବା ଆଜି ଆପଣଙ୍କ ଆଲୋଚନା ହୋଇପାରେ ।
ତୁଳା ରାଶି : ଆଜି ସମୟ ସମୟରେ ବନ୍ଧୁଙ୍କର ସାହାଯ୍ୟ ମିଳିବ । ଏହି ଦିନ ସଂଘର୍ଷ ଭରା ରହିପାରେ , ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଓ ଏମିତି ଭାଷା ପ୍ରୟୋଗ କରିବାରେ ବଞ୍ଚନ୍ତୁ , ଯାହା ଦ୍ୱାରା ଭାବନାରେ ଆଘାତ ହୋଇପାରେ । ଛୋଟ କଥାରେ ଲୋକଙ୍କ ସହ ଲାଗନ୍ତୁ ନାହିଁ , ପରିବାରରେ ପଇସା ସହ ଯୋଡି ହୋଇଥିବା ଅସୁବିଧା ହୋଇପାରେ , ଘର୍ ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ , ଯାତ୍ରାରେ କାର୍ଯ୍ୟକ୍ରମ ହୋଇପାରେ ।
ବିଛା ରାଶି : ଆପଣଙ୍କ ମନରେ ଯେଉଁ ଇଚ୍ଛା ଚାଲୁଛି ତାହା ସବୁ ଇଚ୍ଛା ଆଜି ପୂର୍ଣ୍ଣ ହେବ । ଆପଣଙ୍କୁ ଆଜି ଏକ ନୁଆ ଦୃଷ୍ଟିକୋଣ ଆପଣାଇବ ହେବ , ବାଞ୍ଚିତ ପରିଣାମ ପାଇଁ କଡା ପରିଶ୍ରମ କରିବାକୁ ହେବ , ପଇସା ସଂବନ୍ଧିତ ଚିନ୍ତା ଦୁର ହୋଇଯିବ । ଇନକମ୍ ଏକ୍ସଟ୍ରା ସୋର୍ସ ପ୍ରାପ୍ତ ହେବ । ଆପଣଙ୍କୁ କେଉଁ ନା କେଉଁ କଥାର ଟେନସନ୍ ଲାଗିପାରେ , ସନ୍ତାନର ସ୍ୱାସ୍ଥ୍ୟର ଚିନ୍ତା ରହିବ , ମନ୍ଦିରରେ ଗୁଡ ଦାନ କରନ୍ତୁ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ ରାଶି : ଆଜି ଆପଣ ରୋମାଞ୍ଚରେ ରହିବେ । ନିଜ ଖାଦ୍ୟପେୟ ଓ ଦିନ ଚର୍ଚ୍ଚା ପ୍ରତି ସଜାଗ ରହିବେ , ବ୍ୟବସାୟରେ ଓ ରାଜନୀତିରେ ଭୁଲ୍ ଦୁର କରିବାରେ ସକ୍ଷମ ହେବେ , ବ୍ୟବସାୟରେ ମହତ୍ତ୍ୱପୁର୍ଣ୍ଣ ସଉଦା କରିପାରନ୍ତି , ଅଫିସ୍ ଫିଲ୍ଡରେ ସାବଧନତା ରହିବାକୁ ହେବ , କେଉଁ ମିତ୍ରଙ୍କର ସହଯୋଗରେ ଆୟର ସ୍ରୋତ ବିକଶିତ ହୋଇପାରେ ।
ମକର ରାଶି : ଆଜି ପ୍ରେମ ସଂବନ୍ଧରେ ମଜବୁତ୍ ଆସିବ , ବିତ୍ତିୟ ମାମଲାରେ ସହଜରେ ଆଗକୁ ବଢିବେ , ଓ ସେୟାର୍ ନିବେଶ କରିବେ , ସାମାଜିକ ଗତିବିଧି ବଢିବ । ଦରକାରରୁ ଅଧିକା ଇଗୋ ରଖନ୍ତୁ ନାହିଁ , ଆପଣଙ୍କ ସମୟ ଖରାପ ହୋଇପାରେ , ଯେଉଁ ଲୋକ ଚାକିରି ଖୋଜୁଛନ୍ତି , ତାଙ୍କୁ ଜବ୍ ମିଳିପାରେ , ଆତ୍ମବିଶ୍ୱାସର ସହ କାର୍ଯ୍ୟପରିପୁର୍ଣ୍ଣ କରିବେ , କିନ୍ତୁ କ୍ରୋଧ ଉପରେ ଅଧିକତା ବଢିବ , ପରିବାର ଲୋକଙ୍କ ସହ କିଛି ସମୟ ବିତାଇବାର ସଂମ୍ପର୍କ ମଧୁରତା ଆସିବ ।
କୁମ୍ଭ ରାଶି : ଏହି ରାଶିର ଲୋକେ ଯେଉଁମାନେ ଚାକିରି ପେଶାରେ ଅଛନ୍ତି ତାଙ୍କର କାର୍ଯ୍ୟକ୍ଷେତ୍ରରେ ସଫଳତା ହାସିଲ୍ ହେବ , ଉଚିତ୍ ବିଚାର ପରେ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ , କିଛି ନୁଆ ଯୋଜନା ବନାଇବେ , ଦୂର ସ୍ଥାନ ବିଦେଶ ରେ କିଛି ଚୁନୋତିପୁର୍ଣ୍ଣ ସ୍ଥିତି ହୋଇପାରେ , କିଛି ବି ବିପଦପୁର୍ଣ୍ଣ କାମ କରନ୍ତୁ ନାହିଁ । ଭୁଲ୍ ବୁଝାମଣା କାରଣରୁ ଚିନ୍ତିତ ହୋଇପାରନ୍ତି , କଥାବାର୍ତ୍ତାରେ ସନ୍ତୁଳନ ରଖନ୍ତୁ , ଉଚ୍ଚ ଶିକ୍ଷା ପାଇଁ କେଉଁ ଦୂର ସ୍ଥାନକୁ ଯାଇପାରନ୍ତି ।
ମୀନ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ , ବରିଷ୍ଠଙ୍କ ସହ କେଉଁ ପ୍ରକାରର ତର୍କରୁ ବଞ୍ଚନ୍ତୁ , ଆପଣଙ୍କ ପାଇଁ ଭଲ ରହିବ , ଯେଉଁ ଲୋକଙ୍କର ସହ ସାକ୍ଷାତ କେବେ କେବେ ହେଉଛି , ତାଙ୍କୁ ଆଜି କଥାବାର୍ତ୍ତା ଓ ସାକ୍ଷାତ କରିବାର୍ ମଉକା ମିଳିବ , ଆଳସ୍ୟ କାରଣାରୁ କିଛି ଜରୁରୀ କାମ ଛାଡିଯାଇପାରେ , କିମ୍ବା ଅଧୁରା ହୋଇପାରେ , କଳା ସଙ୍ଗୀତରେ ରୁଚି ବଢିବ , ବସ୍ତ୍ର ଉପହାର ଭାବେ ପ୍ରାପ୍ତ କରିବେ , ମା ବାପା ଆପଣଙ୍କ ପରିଶ୍ରମରେ ଖୁସି ହେବେ , ଆପଣଙ୍କୁ ତାଙ୍କର ସପୋର୍ଟ ମିଳିପାରିବ ।