rasi

୨୭ ମାର୍ଚ୍ଚ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ ରାଶି : ଆଜି ସଂମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଓ ମତଭେଦ ହୋଇପାରେ । ନିଜ ସହ ସଂମ୍ପର୍କୀୟ ଶତ୍ରୁଙ୍କ ଠାରୁ ଦୁରେଇ ରୁହନ୍ତୁ , ସେମାନେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିବେ । ଘରେ ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , କେଉଁ ଆଡୁ ଭଲ ଖବର ମିଳିପାରେ , କରଜରୁ ମୁକ୍ତି ପାଇବେ , ନିଜ ବରିଷ୍ଠ ସହକର୍ମୀଙ୍କର ସହଯୋଗ ପ୍ରାପ୍ତି ହେବ , କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ । କିନ୍ତୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ରାଶି ବହୁଥିବା ଜଳରେ ପ୍ରବାହିତ କରାନ୍ତୁ , ଜୀବନରେ ଲୋକଙ୍କର ସହଯୋଗ ମିଳିପାରିବ ।

ବୃଷ ରାଶି : ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ୍ ହେବ । ଘର ପରିବାରରେ ଖୁସି ମନାଇବା ଅହମ ଅଟେ , ଅଲଗା ଅଲଗା କାରଣରୁ ଯାତ୍ରା ହେବ । ପାରିବାରିକ ସଦସ୍ୟଙ୍କ ମଧ୍ୟ ପାରମ୍ପାରିକ ସଂବନ୍ଧ ମଜବୁତ୍ ହେବ । ପରିବାର ଲୋକଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଅନ୍ୟଙ୍କ ଭରସାରେ କାମ କରାଇଲେ ନିଜେ କ୍ଷତିରେ ପଡିପାରନ୍ତି । କ୍ରୋଧ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । ମହିଳାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଯିବ । ଆପଣଙ୍କ କାମ ସହଜ ହେବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବ । ସବୁ କାର୍ଯ୍ୟ ଜଲଦି ହେବାକୁ ଲାଗିବ । ଚାକିରି ପେଶାରେ ଥିବା ଲୋକଙ୍କର ପଦୋନ୍ନତି ହେବାର ଆଶଙ୍କା ଅଛି । ପାର୍ଟନର୍ ନାରାଜ ହୋଇପାରନ୍ତି , ଆପଣ ସାବଧାନ ରହିବେ । କିଛି ନା କିଛି କ୍ଷତି ହୋଇପାରେ । କିଛି ପାଇଁ ବାଞ୍ଚିତ ସ୍ଥାନାନ୍ତରନ ବି ହୋଇପାରେ । ଆପଣଙ୍କ ନିଜ କାର୍ଯ୍ୟରେ ସଫଳତା ମିଳିବ । କୋର୍ଟ ଓ କଚେରି କାର୍ଯ୍ୟରେ ଅନୁକୁଳତା ରହିବ । କେଉଁ ଧାର୍ମିକ ଆୟୋଜନରେ ଭାଗ ନେବାର ଅବସର ପ୍ରାପ୍ତି ହେବ ।

mithun

କର୍କଟ ରାଶି : ଆଜି ଆପଣଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଚିନ୍ତାର୍ କାରଣ ହୋଇପାରେ , ସବୁ ପ୍ରକାରର ଚୁନୋତି ଓ କଠିନତାକୁ ପାର୍ କରି ସମାଜରେ ଅଲଗା ପରିଚୟ ବନାଇବାରେ ସଫଳତା ହାସିଲ୍ କରିବେ , ନିଜ ଜୀବନସାଥୀଙ୍କର ସହଯୋଗ ପ୍ରାପ୍ତି ହେବ । ଆପଣ ଯାହା ବି କାମ କରିବେ ତାହାର ପରିଣାମ ଅନୁସାରେ ହେବ ନାହିଁ , ଟିକିଏ ଚିନ୍ତା ହୋଇପାରେ , ଏହି ରାଶିର ଶିକ୍ଷକଙ୍କ ପାଇଁ ଆଜି ଶୁଭ ଦିନ ଅଛି ।

ସିଂହ ରାଶି : ଆଜି ଆପଣଙ୍କ ଅଟକିଥିବା ପଇସା ଫେରିପାରିବେ , ମାତୃ ସଂବନ୍ଧ ଆପଣଙ୍କୁ ଅପ୍ରୟାଶିତ ତରିକାରେ ଅତ୍ୟାଧିକ ଲାଭ ଦେଇପାରେ । ଅନୈତିକ ସଂବନ୍ଧର କାରଣରୁ ଆପଣଙ୍କ ଛବି ଖରାପ ହୋଇପାରେ , ଆଜି କିଛି ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ସଠିକ୍ ସମୟ ଅନୁସାରେ ଅପେକ୍ଷା କରନ୍ତୁ , ଅଫିସରେ ସମସ୍ୟା ଲାଗି ରହିବ , ସମୟରେ ଅଫିସ୍ ପହଞ୍ଚି ନପାରିବାରୁ ଚିନ୍ତା କିମ୍ବା କିଛି ପାଟିତୁଣ୍ତ ହେଇପାରେ , ଛୋଟ ବେପାରୀଙ୍କର୍ ବଡ ଲାଭର ଆଶା ଅଛି , ଜୀବନସାଥୀଙ୍କ ସହ ସଂମ୍ପର୍କରେ ମଧୁରତା ଆସିବ ।

କନ୍ୟା ରାଶି : ଆଜି ଆର୍ଥିକ ଲାଭ ମିଳିବାର ଯୋଗ ରହୁଛି । ଭାଇଙ୍କର ଲାଭ ହେବ । ସଂମ୍ପର୍କରେ ସଂବନ୍ଧ ସୁଧାର ଆସିବ , ଆପଣଙ୍କ ସାମାଜିକ ଲୋକପ୍ରିୟତା ବଢିବ । ଓ ଲୋକେ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଉପଦେଶ ଦେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତି ହେବ । ବିଜନେସ୍ ରେ କିଛି ରିକ୍ସ ନିଅନ୍ତୁ ନାହିଁ,  କାହାଠାରୁ କରଜ ନେବାରୁ ଦୁରେଇ ରୁହନ୍ତୁ , କେଉଁ ସମସ୍ୟାର ସମାଧାନ ଆଜି ସହଜରେ ହୋଇଯିବ । ଯାହା ଦ୍ୱାରା ମନକୁ ଆଶ୍ୱସ୍ତି ଲାଗିବ ।

kanya

ତୁଳା ରାଶି : ଆକସ୍ମିକ ଧନପ୍ରାପ୍ତି ଉତ୍ତମ ଯୋଗ ରହୁଛି , ଘର ପରିବାରରେ ମାହୋଲ୍ ଭଲ ରହିପାରେ , ପାଖପାଖି ଥିବା ସଂମ୍ପର୍କୀୟଙ୍କ ପିଛାରେ ପଇସା ଖର୍ଚ୍ଚ ହୋଇପାରେ , ନିଜ ଜୀବନରେ ଆସୁଥିବା ସମସ୍ୟା ବଢିପାରେ , ଆପଣ କିଛି ସଂମ୍ପର୍କିୟଙ୍କ ସହ କିଛି ମତଭେଦ ଦେଖାଦେଇପାରେ , କାର୍ଯ୍ୟସିଦ୍ଧି ପ୍ରୟାସରେ ସଫଳ ହେବେ । ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା ହୋଇପାରେ , ନିଜ ପ୍ରତିଭାକୁ ପ୍ରଦର୍ଶିତ କରିବାର ଉତ୍ତମ ସମୟ୍ ଏବେ ଅଛି ।

ବିଛା ରାଶି : ରୋମାନ୍ସରେ କଳ୍ପନା ଆଣିବା ପାଇଁ ଭଲ ରହିବ , କେଉଁ ନୁଆ ବ୍ୟକ୍ତି ସହ କିମ୍ବା ମାହୋଲ୍ ରେ ଯାହା ସହ ଆପଣ ପରିଚିତ ନାହାନ୍ତି , ଭୋଜନ କରୁଥିବା ସମୟରେ ସାବଧନତା ରୁହନ୍ତୁ । ଆଜି ଆପଣଙ୍କୁ କେଉଁ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ କିମ୍ବା କାମ କରିବାର ଦାୟିତ୍ୱ ଦିଆଯାଇପାରେ , କେଉଁ ନା କେଉଁ କଥାକୁ ଏହି ରାଶିର ଲୋକେ ମୁଡ୍ ଖରାପ କରିପାରନ୍ତି । ଯେଉଁ ଲୋକ କୋର୍ଟ କଚେରିରେ ଯୋଡି  ହୋଇଛନ୍ତି , ତାଙ୍କର୍ କାମ କାର୍ଯ୍ୟ ତରିକା ଭୁଲ୍ ହୋଇପାରେ ।

ଧନୁ ରାଶି : ଆଜି ଆପଣଙ୍କ ପରିବାରରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧାର ଆସିବ , ରଚନାତ୍ମକ ଆପଣଙ୍କ ଦୃଷ୍ଟିକୋଣରୁ ଓ ରଣନୀତିରେ ପରିବର୍ତ୍ତନ ଆସିପାରେ । ଆପଣଙ୍କ ପରିବାର ସମର୍ଥନ ଓ ପୂର୍ଣ୍ଣ ସହଯୋଗ ଆନନ୍ଦ ନେବେ , ବିଦ୍ୟାର୍ଥିଙ୍କ ପାଠ ପଢାରେ ଅଧିକା ଧ୍ୟାନ ଦେବା ଦରକାର ଅଛି , କେଉଁ କାମରେ ଜବରଦସ୍ତି କରନ୍ତୁ ନାହିଁ କ୍ଷତି ହୋଇପାରେ ,

dhanu

ମକର ରାଶି : ଚାକିରିରେ ପ୍ରମୋଶନ ମିଳିପାରେ । ଅଚାନକ ଧନଲାଭ ପ୍ରାପ୍ତି ହେବ , କିଛି ଭଲ ଖବର ବି ଆପଣଙ୍କୁ ମିଳିପାରିବ । ଆପଣଙ୍କ କାମରେ ପ୍ରଶଂସା ହେବ । ଆପଣଙ୍କୁ ସନ୍ତୁଷ୍ଠି ମିଳିବ । ଆପଣଙ୍କ ପାଖରେ ନୁଆ ଅଧିଗ୍ରହଣ ହୋଇପାରେ , ଯାହା ଜୀବନଶୈଳି ସୁଧାର ଆଣିଦେବ । ଯେଉଁ ଲୋକେ ଜୀବନଶୈଳୀରେ ସୁଧାର କରିବେ , ଆପଣଙ୍କ ସନ୍ତୁଷ୍ଟି ବୃଦ୍ଧି କରିବେ , ଯେଉଁ ଲୋକ ସଙ୍ଗିତ ବଡ ପ୍ରସିଦ୍ଧି ମିଳିବାର ସମ୍ଭାବନା ହେଉଛି ,

କୁମ୍ଭ ରାଶି : ଆଜି ଆପଣଙ୍କ ନିଜ ଦାମିକା ବସ୍ତୁକୁ ସମ୍ଭାଳି ରଖନ୍ତୁ । ଲମ୍ବା ସମୟ ପରେ ଶାରରୀକ ଓ ମାନସିକ ଶାନ୍ତି ଅନୁଭବ ହେବ  ହୋଇପାରେ ଆପଣଙ୍କୁ କିଛି କାମର ନତିଜା ମିଳିନପାରେ , ନିରାଶ ହୁଅନ୍ତୁ ନାହିଁ , ପ୍ରେମ ସଂବନ୍ଧରେ କିଛି ବିବାଦସ୍ପଦ ଘଟଣାକ୍ରମ ସାମ୍ନାରେ ଆସିପାରିବ । ଅତଃ ସାବଧନତା ଆଚରଣ କରୁଛି , ଯଦି କିଛି ଦିନରୁ କେଉଁ କଥାକୁ ନେଇକରି ଚିନ୍ତିତ ଅଛନ୍ତି । ତେବେ ନିଜ ପାର୍ଟନର ସହ ସେୟାର୍ କରିବା ଉଚିତ୍ । ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ । କୁସଙ୍ଗତି ହାନି ହେବ ।

ମୀନ ରାଶି : ବିତ୍ତିୟ ସ୍ଥିତିରେ ସୁଧାର ଆସିବ । ବେରୋଜଗାର ଲୋକେ ରୋଜଗାର ପାଇଁ କଠିନ ପରିଶ୍ରମ କରିବେ , ସେତିକି ଅଧିକା ସଫଳ ହେବେ । ଅନ୍ୟଙ୍କ ମାମଲାରେ ଟିକିଏ ଦଖଲ ଦିଅନ୍ତୁ ନାହୀଁ , କିଛି ଖାସ୍ ମାମଲାରେ କନଫ୍ୟୁଜନ୍ ସ୍ଥିତି ହୋଇପାରେ , ଯଦି ଆପଣ କାର୍ଯ୍ୟାଳୟରେ କିମ୍ବା ଘର ବଦଳାଇବାକୁ ଚାହୁଁଛନ୍ତି , ତେବେ ଆପଣ ସଫଳ ହେବେ ,। ଲମ୍ବା ଦୁର ଯାତ୍ରା ହୋଇପାରେ , ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ , ଜୀବନସାଥୀଙ୍କ ସହ ସଂମ୍ପର୍କ ଭଲ ରହିବ ।

Leave a Reply

Your email address will not be published. Required fields are marked *