13

ଆସୁଛି ମହା ସଂକଟ ତାଣ୍ଡବ କରିବ କରିବ ଖରା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଗତ କିଛି ଦିନ ଧରି ଅସମ୍ଭାଳ ତାତି ଅନୁଭବ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ ପାଣିପାଗ ତରଫରୁ ସୂଚନା ମିଳିଛି , ଏହିପରି କି ଦିନର ତାପମାତ୍ରା ସ୍ଵଭାବିକ ଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି , ଏହାକୁ ଦୃଷ୍ଟିରେ ରଖି ୯ ଜିଲ୍ଲା ପାଇଁ ୟେଲୋ ୱାରନିଂ ଜାରି କରାଯାଇଛି , ବଲାଙ୍ଗୀର, ବୌଦ୍ଧ , ସମ୍ବଲପୁର , ନୟାଗଡ଼, ଖୋର୍ଦ୍ଧା ,

ମୟୁରଭଞ୍ଜ , ବାଲେଶ୍ଵର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି , ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି , ବଲାଙ୍ଗୀରରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା ଦେଖାଯାଇଛି , ଅନ୍ୟ ପଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିଵଳୟ , ୧୯ ତାରିଖ ବେଳକୁ ୱଲମାର୍କ ଲୋରେ ପରିଣତ ହେବ , ଏହା ପରେ ଦିଗ ବଦଳାଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଣ୍ଡମାନରେ ପହଞ୍ଚିଵ ,

14

ପଶ୍ଚିମରୁ ପ୍ରବାହିତ ପବନ ଶୁଷ୍କ ଓ ତତଲା ପବନ ଦୁର୍ବଳ ହେବା ଵେଳେ ସାମୁଦ୍ରିକ ପବନ ବହୁଥିବା କାରଣରୁ ତାପମାତ୍ରା କମିବା ଆରମ୍ଭ ହୋଇଛି , ବିଶେଷ କରି ଉପକୂଳରେ ତାତି ପ୍ରକୋପ ସାମାନ୍ୟ କମିଛି , ଆଞ୍ଚଳିକ ପାଣିପାଗ ଅନୁସାରେ ବର୍ତମାନ ତାପମାତ୍ରା କମିଵ , ଉପକୂଳରେ ତାପମାତ୍ରା କମିବା ବେଳେ ଶନିବାର ଦିନ ଆଭ୍ୟନ୍ତରୀଣରେ ପାରଦ ଆସିବା ନେଇ ସୂଚନା ମିଳିଛି , ତେଣୁ ଆଉ ତାତି ବଢିବ ନାହିଁ , ପାଣିପାଗ ବିଶେଷଜ୍ଞ ଅନୁସାରେ ଆଭ୍ୟନ୍ତରୀଣ ଓଡିଶାରେ ଗରମ ଜାରି ରହିବ ,

15

ଧୀରେ ଧୀରେ ପାରଦ ବଢ଼ି ୨୩ ତାରିଖ ବେଳକୁ ଆହୁରି ୨ ଡିଗ୍ରୀ ବଢିପାରେ , ଭୁବନେଶ୍ୱର ଠାରୁ ଆଉ କେତେକ ଅଞ୍ଚଳରେ ତାପମାତ୍ରା କିଛି ଅଞ୍ଚଳରେ ଵଢିଛି , ୨୩ ରୁ ପୁଣି ବଢିବ ତାତି ଏବେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ ,ପାଣି ପାଗ ବିଭାଗ କହିଛନ୍ତି ଯେ ବଙ୍ଗୋପସାଗରର ସାମାନ୍ୟ ବାତ୍ୟା ଆଶଙ୍କା ସୃଷ୍ଟି ହୋଇପାରେ , ମିଆମାର ଉପକୂଳରେ ସକଳା ୨୫ ତାରିଖ ଛୁଇଁଲା ବେଳକୁ ଲଘୁଚାପ ଅବସ୍ଥାକୁ ଆସି ଯାଇ ପାରେ ,

ଓଡ଼ିଶାରେ ଏହାର କୈାଣସି ପ୍ରଭାବ ରହିବ ନାହିଁ , ଏଥିସହ ମୁଖ୍ୟ ସଚୀବ ସତର୍କ ରହିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *