16

ବୃହସ୍ପତି ଅନୁଗ୍ରହ ଏହି ରାଶି ଉପରେ ପକାଇବ ବିରାଟ କ୍ଷତି ସତର୍କ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗ୍ରହମାନେ ଭ୍ରମଣ ଶୀଳ ଅବସ୍ଥାରେ ଥାନ୍ତି ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଚଳନ କରନ୍ତି ତାହା ସଳଖ ଚଳନ ହୋଇପାରେ ବା ବକ୍ର ଚଳନ ହୋଇପାରେ ,୨୦୨୨ ମସିହାରେ ପୁନଃଵାର ୧୩ ଏପ୍ରିଲ ଚୈତ୍ର ମାସରେ ୨୦୨୨ରେ ରାତି ୪:୪୧ ମିନିଟ୍ ସମୟରେ ବୃହସ୍ପତି ମହାଗ୍ରହ ଯିଏକି କୁମ୍ଭ ରାଶି ଛାଡି ମୀନ ରାଶିକୁ ଗମନ କରିବେ ,

ତେଣୁ ଯେତେବେଳେ ଏହି ବୃହସ୍ପତି ଗ୍ରହ ମୀନ ରାଶିକୁ ସ୍ଵଚାର ଭାବରେ ଗମନ କରିବାକୁ ଯାଉଛନ୍ତି ସେତେବେଳେ ଆମ ମନରେ ପ୍ରଶ୍ନ ଆସୁଛି ଏହି ବୃହସ୍ପତି ଗ୍ରହ ଶୁଭ ଫଳ ଦେବେ ବା ଅଶୁଭ ଫଳ ଦେବେ , ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଯେ ଏପ୍ରିଲ ୨୦୨୨ରେ କାହା ପାଇଁ କେମିତି ୨୦୨୨ରେ ଫଳ ପ୍ରଦାନ କରିବେ , ଯଦି ଆମେ ଦେଖିବା ମେଷ ରାଶି ପାଇଁ ଦ୍ଵାଦଶରେ ଅବସ୍ଥାନ କରିବେ ଯେତେବେଳେ ବୃହସ୍ପତି ମୀନ ରାଶିକୁ ଆସିବେ ସେତେବେଳେ ମେଷ ରାଶି ପାଇଁ ଦ୍ଵାଦଶରେ ପ୍ରଭାବିତ କରିବେ , ବୃହସ୍ପତି ତାଙ୍କର ଫଳ ପ୍ରଦାନ କରିଵେ ,

rasi4
ମିଥୁନ ରାଶି ପାଇଁ ଦଶମ ବୃହସ୍ପତି ହେଵେ ,
କର୍କଟ ରାଶି ପାଇଁ ନଵମ ବୃହସ୍ପତି ହୋଇଯିଵେ ,
ସିଂହ ରାଶି ପାଇଁ ଅଷ୍ଟମ ବୃହସ୍ପତି ହୋଇଯିବେ ,
କନ୍ୟା ରାଶି ପାଇଁ ସପ୍ତମରେ ବୃହସ୍ପତି ରହିବେ ,
ତୁଳା ପାଇଁ ଷଷ୍ଠ ରେ ବୃହସ୍ପତି ରହିବେ ,

ବିଛା ରାଶି ପାଇଁ ପଞ୍ଚମରେ ବୃହସ୍ପତି ରହିବେ ,
ଧନୁ ରାଶି ପାଇଁ ଚତୁର୍ଥ ରେ ବୃହସ୍ପତି ରହିବେ ,
ମକର ପାଇଁ ତୃତୀୟରେ ବୃହସ୍ପତି ରହିବେ ,
କୁମ୍ଭରେ ଦ୍ଵିତୀୟରେ ବୃହସ୍ପତି ରହିବେ
ମୀନ ରାଶି ପାଇଁ ଜନ୍ମରେ ବୃହସ୍ପତି ରହିବେ ,

ପୂର୍ବାଭାଦ୍ର ମୀନ ରାଶିରେ ବୃହସ୍ପତି ଅବସ୍ଥାନ କରିବାକୁ ଯାଉଛନ୍ତି , ବୃହସ୍ପତି ଯେତେବେଳେ ତୃତୀୟ ଭାଗରେ ରୁହନ୍ତି ସେତେବେଳେ ଧନ ଲାଭ କରାନ୍ତି ,
ବୃହସ୍ପତି ଯେତେବେଳେ ଦ୍ଵିତୀୟ ଭାଗରେ ରୁହନ୍ତି ସେତେବେଳେ ସର୍ବ ପୀଡ଼ା ଦିଅନ୍ତି ,
ବୃହସ୍ପତି ଯେତେବେଳେ ଚତୁର୍ଥରେ ଆସନ୍ତି ସେତେବେଳେ ଧନ ହାନି ସହିତ ଅପ୍ରିୟତା ମଧ୍ୟ ହୋଇଥାଏ ,

rasi1

ପଞ୍ଚମରେ ଯଦି ବୃହସ୍ପତି ଆସିବେ ସେତେବେଳେ ଧନ ସମ୍ପଦ ସୁଖ ଲାଭ ହୋଇଥାଏ ,
ଷଷ୍ଠରେ ଯେତେବେଳେ ବୃହସ୍ପତି ଆସନ୍ତି ସେତେବେଳେ ଶତ୍ରୁ ବୃଦ୍ଧି ସହିତ ପେଟ ସମସ୍ୟା ଦେଖା ଦିଏ ,
ପଞ୍ଚମରେ ଯେତେବେଳେ ବୃହସ୍ପତି ଆସନ୍ତି ସେତେବେଳେ ଆପଣମାନଙ୍କୁ ସର୍ବତ୍ର ମାନସମ୍ମାନ ମିଳିଥାଏ ,
ଅଷ୍ଟମରେ ଯେତେବେଳେ ବୃହସ୍ପତି ଆସନ୍ତି ସେତେବେଳେ ଆପଣମାନଙ୍କର ଧନ କ୍ଷୟକ୍ଷତି ହେବା ସହ ସ୍ଵାସ୍ଥ୍ୟ ହାନି ହୋଇଥାଏ ,

ନଵମରେ ଯେତେବେଳେ ବୃହସ୍ପତି ଆସନ୍ତି ସେତେବେଳେ ଧନ ଜନିତ ସମସ୍ୟା ଦୂର ହୋଇଥାଏ ,
ଏକାଦଶରେ ବୃହସ୍ପତି ଅବସ୍ଥାନ କରନ୍ତି ସେତେବେଳେ ଶରୀର ପୀଡ଼ା ହୋଇଥାଏ ,
ତେବେ ଏହିପରି ଭାବରେ ବୃହସ୍ପତି ପ୍ରଭାଵ ପକାଇବାକୁ ଯାଉଛନ୍ତି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *