2

ସିଦ୍ଧନ୍ତଙ୍କ ଝିଅର ନୂଆ ଫିଲ୍ମ, ବାପା ଏକ ନମ୍ବର ତ ଝିଅ ଶହେ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି , ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି , ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି , ଭାରତୀୟ ଚଳଚିତ୍ର ମଧ୍ୟରୁ ଓଲିଉଡ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି ,

ତେଵେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ଷ୍ଟାଇଲିସ ମଧ୍ୟ ହୋଇଥାନ୍ତି , ତେବେ ଆଜି ଆମେ କଥା ହେବା ଓଡ଼ିଶାର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ ଯିଏକି ଆମ ଓଡ଼ିଆ ସିନେ ଜଗତକୁ ଏକ ନୂଆ ରୂପ ଦେବା ସହ ତାଙ୍କରି ପାଇଁ ଆଜି ସିନେମା ଜଗତ ଠିଆ ହୋଇ ରହିଛି , ତେବେ ଚଳିତବର୍ଷ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ

ଝିଅ ସାଇ ସମର୍ଥା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେଵ୍ୟ କରିବାକୁ ଯାଉଛନ୍ତି , ତେବେ ଆପଣମାନେ ଜାଣିଥିବେ ଯେ ପାଖାପାଖି ୩୦ ବର୍ଷ ଧରି ଅଭିନୟ କରି ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର , ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ମାତ୍ର ଝିଅ ସାଇ ସମର୍ଥା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟ କରିବାକୁ ଯାଉଛନ୍ତି , ସେ ଏବେ କିଛି ଦିନ ତଳେ ମୁମ୍ବାଇରୁ ଅଭିନୟ ଶିଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରି ଆସିଛନ୍ତି , ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ସେ ଖୁବ ଶୀଘ୍ର ତାଙ୍କର ଝିଅ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟ କରାଇବେ ,

ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ଆଗାମୀ ଓଡ଼ିଆ ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି , ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ ପାଇଁ ଲୋକେ ଦିନେ ପାଗଳ ହୋଇଯାଉଥିଲେ , ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ଯୋଡ଼ିକୁ ଲୋକେ ବହୁତ ପସନ୍ଦ କରୁଥିଲେ ,ଏହି ଯୋଡ଼ିକୁ ଏତେ ପସନ୍ଦ କରୁଥିଲେ ଯେ ତାଙ୍କର ଫିଲ୍ମ ସାରା ଓଡ଼ିଶାରେ ସୁପରହିଟ ହେଉଥିଲା ,

ଆପଣମାନେ ନିଶ୍ଚିତ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ଫିଲ୍ମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୦୦ ଦିନ ପର୍ଯ୍ୟନ୍ତ ଚାଲି ରହୁଥିଲା , କିନ୍ତୁ ୨୦୦୪ ମସିହାରେ କୈାଣସି କାରଣ ହେତୁ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ଯୋଡି ଭାଙ୍ଗି ଯାଇଥିଲା , ତେବେ ଦର୍ଶକବନ୍ଧୁ ଆପଣ ଖୁବ ଶୀଘ୍ର ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅକୁ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାର ଦେଖିବାକୁ ପାଇବେ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *