3

୧୨୬ ବର୍ଷିୟ ଵାଵା ଶିବାନନ୍ଦଙ୍କ ବୟସ ଆଗରେ ପଦ୍ମଭୂଷଣ ପୁରସ୍କାର ପଡ଼ିଲା ଫିକା ଜାଣନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ୧୨୬ ବର୍ଷିୟ ବାବା ଶିବାନନ୍ଦ ଙ୍କ ବିଷୟରେ , ତେବେ କ’ଣ ରହିଛି ତାଙ୍କର ୧୨୬ ବୟସ ପଛରେ ଥିବା ରାଜ , ୧୨୬ ବର୍ଷ ବୟସରେ ମଧ୍ୟ ସୁସ୍ଥ ରହିବାର କାରଣ କେବଳ ନିୟମିତ ଯୋଗ କରିବା ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ସମ୍ୟକ୍ କଥା ,

ଵାଵା ଶିବାନନ୍ଦଙ୍କ ଜନ୍ମ ପଶ୍ଚିମ ବେଙ୍ଗଲର ୮ ଅଗଷ୍ଟ ରେ ହୋଇଥିଲା , ଜନ୍ମ ତିଥି ଅନୁସାରେ ଵାଵା ଶିବାନନ୍ଦଙ୍କ ବୟସ ବର୍ତମାନ ୧୨୬ ବର୍ଷ ଅଟେ , ଏହି ବୟସରେ ମଧ୍ୟ ଵାଵା ଶିବାନନ୍ଦଙ୍କ ସ୍ଵାସ୍ଥ୍ୟ ଵାନ ଅଟନ୍ତି , ଭାରତ ସରକାରଙ୍କ ଦ୍ଵାରା ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହେଵା ପରେ ବାରଣାସୀ ନିକଟରେ ଥିବା କବିରନନ୍ଦ ନିକଟରେ ରହୁଥିବା ବାବା ଆଜି ପୁରା ଦୁନିଆର ଚର୍ଚାର ବିଷୟ ବସ୍ତୁ ପାଲଟିଛନ୍ତି ,

3-1

ଏହା ମଝିରେ ଦୁନିଆର ସବୁଠାରୁ ଅଧିକ ବୟସ୍କ ହେବା କଥା କହି ବାବା କୁହନ୍ତି ଯେ ତାଙ୍କର ଏତେ ଲମ୍ବା ବୟସ ପଛରେ ଥିବା ରାଜ କେବଳ ତାଙ୍କ ସୁସ୍ଥ ଶରୀର ଅଟେ , ଵାଵା ଶିବାନନ୍ଦ ନିଜର ଲମ୍ବା ବୟସ ପାଇଁ ପ୍ରତିଦିନ ଯୋଗ କରିଥାନ୍ତି , ୧. ଭୋଜନ ମଧ୍ୟ ତାଙ୍କର ଭିନ୍ନ ଅଟେ , ସେ ଖାଇବାରେ କେବଳ ସିଝା ଜିନିଷ ଖାଆନ୍ତି , ଲୁଣ ଓ ତେଲ ଦ୍ଵାରା ପକା ଖାଦ୍ୟ ସେ ଖାଆନ୍ତି , ସେ କ୍ଷୀର ଓ ଫଳର ସେବନ କରନ୍ତି ନାହିଁ , ଦେଖିବାକୁ ଗଲେ ସେ କେବଳ ସିଝା ଖାଦ୍ୟ ହିଁ ଖାଆନ୍ତି ,

୨.ତାଙ୍କର ଦିନର ଆରମ୍ଭ ସକାଳ ୩:୦୦ ଠାରୁ ହୋଇଥାଏ , ସକାଳୁ ଉଠିବା ପରେ ସେ ବହୁ ଦୂର ଯାଏଁ ଚାଲି ଚାଲି ଯାଇଥାନ୍ତି , ଏବଂ ତାପରେ ଯୋଗ ଅଭ୍ୟାସ କରନ୍ତି ,
୩. ଵାଵା ଶିବାନନ୍ଦଙ୍କ ବୟସ କୋଟ ଅନୁସାରେ ୮ ଅଗଷ୍ଟ ୧୮୯୬ରେ ହୋଇଥିଲା , ୧୯ଶହ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିବା ଵାଵା ଶିବାନନ୍ଦଙ୍କ ୨୧ ଶହ ଶତାବ୍ଦୀରେ ସମ୍ମାନ ମିଳିଲା , ବର୍ତମାନ ୧୨୬ ବୟସ୍କ ହୋଇଗଲେଣି ଏବଂ ତିନୋଟି ଶତାବ୍ଦୀ ସେ ଦେଖି ସାରିଛନ୍ତି ,

3-2

୪. ସେ ବହୁତ ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ନିଜ ଜୀବନକୁ ସନ୍ୟାସୀ ଦିଗରେ ଵାଛିନେଲେ ଏବଂ ତା ସହିତ ଯୋଗ ଆଦି ମଧ୍ୟ କରିବାକୁ ଲାଗିଲେ ,
୫. କୁହାଯାଏ ଯେ ବର୍ତମାନ ମଧ୍ୟ ସେ ୫.୨ ଉଚ୍ଚତା ବିଶିଷ୍ଟ ଵାଵା ଶିବାନନ୍ଦଙ୍କ ଏବେ ମଧ୍ୟ ଗୋଟିଏ ସପ ଉପରେ ଶୁଅନ୍ତି , ସେ ୬ ବର୍ଷ ବୟସରେ ହିଁ ନିଜ ଵାପା ମାଆଙ୍କୁ ହରାଇଥିଲେ ଏବଂ ତାଙ୍କର

ସଂପର୍କୀୟମାନେ ତାଙ୍କୁ ଆଧ୍ୟାତ୍ମିକ ଗୁରୁଙ୍କୁ ସମର୍ପଣ କରିଦେଇଥିଲେ , ତାପରେ ସେ ଦେଶ ସାରା ଯାତ୍ରା କରିଛନ୍ତି ଏବଂ ବର୍ତମାନ ପର୍ଯ୍ୟନ୍ତ ସେ ପୁରା ଫିଟ୍ ଅଛନ୍ତି , ତେବେ ଏହା ଥିଲା ଵାଵା ଶିବାନନ୍ଦଙ୍କ ଜୀଵନ କାହାଣୀ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *