5

ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରୁ ଆସିଲା ଆଉ ଏକ ନିଯୁକ୍ତି ଜାଣନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଓଡ଼ିଶା ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ତରଫରୁ ଆସିଥିଵା ନିଯୁକ୍ତି ସୁଯୋଗ , ଏଠାରେ ରେ ଆପଣ ୱଲକ ଇଣ୍ଟରଭ୍ୟ ଦ୍ଵାରା ନିଯୁକ୍ତି ପାଇ ପାରିବେ , ତେବେ ଆସନ୍ତୁ ଜାଣିବା କଣ ରହିଛି ପୋଷ୍ଟ , ଆବେଦନ ତାରିଖ , ଦରମା ଓ ଆବଶ୍ୟକ ,

ଆପଣ ୱଵସାଇଡରେ ଯାଇ ମଧ୍ୟ ଚେକ କରିପାରିବେ , odisha job portal blok post ଆପଣଙ୍କୁ ସବୁ ପୋଷ୍ଟ ବିଷୟରେ ତଥ୍ୟ ମିଳିଯିବ , ଏହା ଫେମିଲି ୱଲଫେର ରେ ରହୁଥିବା ଅଶିସ ଡିପାର୍ଟମେଣ୍ଟ ରୁ ଯାହାକି ସମ୍ବଲପୁର ଜିଲ୍ଲାରୁ ଆସିଛି ,
ଏଠାରେ ଆପଣ ଦେଖିପାରୁଥିବେ ଯେ ଏଠାରେ

job 1

୧. ମେଡ଼ିକାଲ ଅଫିସର , MO ପଦବୀ ପାଇଁ ବାହାରିଛି , ଏଥିରେ ରହିଛି ୩ଟି ପଦଵି ,
୨. ଓ.ଜି ପୋଷ୍ଟ ପାଇ ରହିଛି ୪ ଟି ପୋଷ୍ଟ ,
୩. ପେଡିଆଟିକ ବା ଶିଶୁ ମାନଙ୍କ ପାଇଁ ରଖାଯାଇଛି ୪ ଟି ପଦବୀ ,
୪. ମେଡିଆଟିକ୍ ବା ଗ୍ରାନେଟିକରେ ରଖାଯାଇଛି ୩ଟି ପଦବୀ ,

୫. ENT ଆଖି କାନ ନାକ ପାଇଁ ରହିଛି ୩ଟି ପଦବୀ ,
୬. ନିୟୁଟ୍ରିଲାଇଜ ପାଇଁ ରଖାଯାଇଛି ୨ଟି ପଦବୀ
୭. ୟୋଗା ପାଇଁ ରଖାଯାଇଛି ୧ଟି ପଦବୀ ,

job

୮. ତାପରେ ସ୍କିନ ଏବଂ ଭିଡ଼ି ପାଇଁ ରହିଛି ୩ଟି ପଦବୀ ,
୯. ଫିଜିଓଥେରାପି ପାଇଁ ରହିଛି ୨ଟି ପଦଵି ,
ଯଦି ଆପଣ ବି ଫାର୍ମା ଡି ଫାର୍ମା କରିଛନ୍ତି ତେବେ ଆପଣ ମାନେ ମଧ୍ୟ ଯାଇପାରିବେ , ୱାଲକ୍ ଇଣ୍ଟରଭ୍ୟ ରହିଛି ଆପଣଙ୍କ ପାଇଁ , ରେଜିଷ୍ଟ୍ରେସନ ପାଇଁ ୯:୦୦ ରୁ ୧୦:୦୦ ପର୍ଯ୍ୟନ୍ତ ରଖାଯାଇଛି ,

ଆସନ୍ତୁ ତାରିଖ ଓ ସମୟ ଜାଣିବା ମାର୍ଚ୍ଚ ୨୧ , ୨୦୨୨ ସୋମବାର ସକାଳ ୧୧:୦୦ ରହିଛି ଏଥିପାଇଁ ଆପଣଙ୍କୁ ମୋଦିପୁରା ସମ୍ବଲପୁର , ଅଫିସ ସିଡିଓଏମ , ହେଡକ୍ୱାଟର୍ ହସ୍ପିଟାଲ ସମ୍ବଲପୁରରେ ରହିଛି , ତେବେ ଏଠାରେ ସମ୍ବଲପୁର ଛଡ଼ା ଅନ୍ୟ ଜିଲ୍ଲାର ପିଲା ମଧ୍ୟ ଆଵେଦନ କରିପାରିବେ , ଆପଣ ଏଠାରେ www. Sambalpur.in ରେ ଯାଇ ଚେକ କରିପାରିବେ , ତେବେ ଏହିପରି ଭାବରେ ଆବେଦନ କରନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *