7

ଭିଡିଓ ରେ ଗେଲ୍ହ କରିବା ପଡିଲା ମହଙ୍ଗା ଘଟିଲା ଏପରି କାଣ୍ଡ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ପ୍ରେମୀ ଯୁଗଳଙ୍କର , ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ |

ଏପରି ଏକ ଅଭାବନୀୟ ଘଟଣା ଯାହା ଆଶ୍ଚର୍ଯ୍ୟ କରି ରଖିଦେଇଛି , ଯେଉଁଠାରେ ଝିଅ ଭିଡିଓ କରୁ କରୁ ଦେଖାଇ ଦେଇଛି ଏହି ଗୁପ୍ତ ଅଙ୍ଗ , ଭିଡିଓ କରୁ କରୁ ଵାହାରିଯାଇଛି ତେଲ , ତେବେ ଆପଣମାନେ ନିଶ୍ଚିତ ଟିକ ଟୋକା ବିଷୟରେ ଜାଣିଥିବେ ଯାହାକି ବର୍ତ୍ତମାନ ସମୟରେ ଵେନ ବୋଲି କୁହାଯାଉଛି , ତେବେ ଏହି ଟିକ ଟୋକ ଜରିଆରେ କେତେକ ଭିଡିଓ ଏପରି ଭାଇରାଲ ହୋଇଛି ଯେଉଥିରେ ଝିଅ ମାନେ ଏପରି କାଣ୍ଡ କରିଛନ୍ତି ଯାହା ଦ୍ଵାରା ସେମାନେ କ୍ଷତି ସହିଵା ସହ ମାଡ଼ ମଧ୍ୟ ଖାଇଛନ୍ତି ,

ତେବେ ଆସନ୍ତୁ ପ୍ରଥମ ଘଟଣା ଉପରେ ନଜର ଦେବା ଏଠାରେ ଏକ ଝିଅ ଯିଏକି କମ୍ପ୍ୟୁଟର ସାମ୍ନାରେ ଟିକ ଟୋକା ଭିଡିଓ ତିଆରି କରୁ କରୁ ହଠାତ୍ ନାଚିଵା ସମୟରେ ତା ହାତ କମ୍ପୁ୍ୟଟ ଉପରେ ପଡ଼ିଯାଇଥିଲା ଯାହାଫଳରେ କମ୍ପୁ୍ୟଟର ତଳେ ପଡି ଚୂନା ହୋଇଯାଇଥିଲା ଯେଉଁଠାରେ ତା ପରିବାର ଲୋକ ପାଖରୁ ମାଡ଼ ଖାଇବା ସହ ୧ ଲକ୍ଷ ଟଙ୍କାର କ୍ଷତି ମଧ୍ୟ ହୋଇଥିଲା , ଦ୍ଵିତୀୟ ଘଟଣା ଏକ ଜନ୍ମ ଦିନ ପାର୍ଟିରେ ଭିଡିଓ ବନାଉଥିବା ସମୟରେ ଝିଅର ବୟଫ୍ରେଣ୍ଡ୍ ଯିଏକି ଆସି

ଅଜଣାତାରେ ଅନ୍ୟ ଏକ ଝିଅକୁ ଟେକି ନେଇ କିସ୍ କରିଦେଇଛି ଯାହା ତାକୁ ବହୁତ ମହଙ୍ଗା ପଡିଲା ଏବଂ ସେଠି ତାର ଗାର୍ଲଫ୍ରେଣ୍ଡର ବ୍ରେଅଫ ହୋଇଯାଇଥିଲା , ତୃତୀୟ ଏପରି ଏକ ଭିଡିଓ ଯେଉଥିରେ ଫୋନରେ ଭିଡିଓ କରୁଥିବା ସମୟରେ ନିଜର ଟାୱଲ କୁ କାଢ଼ିବା ବେଳେ ତାର ଗୁପ୍ତ ଅଙ୍ଗ ଦେଖାଇ ଦେଇଥିଲେ ଯାହା ଭାଇରାଲ ହୋଇଯାଇଥିଲା ତେବେ ଏହିପରି ଅନେକ ଭିଡିଓ ଭାଇରାଲ ହେଉଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *