ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାହୁ କେତୁ ଚଳନ ୨୦୨୨ ଏପ୍ରିଲ ୫ ତାରିଖ ଦିନ ଚୈତ୍ର ଶୁକ୍ଳ ଚତୁର୍ଥୀ ଗତ ପଞ୍ଚମୀ ମଙ୍ଗଳବାର ୫ଏପ୍ରିଲ ୨୦୨୨ ଏହି ଦିନ ଆମ ଗ୍ରହ ଜଗତର ଦୁଇଟି ଛାୟା ଗ୍ରହ ଯାହାକୁ ରାହୁ କେତୁ ବୋଲି କୁହାଯାଏ , ଏହି ରାହୁ କେତୁ ଦୁଇଟି ଗ୍ରହ ଏହି ଦିନ ତାଙ୍କ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ତେଣୁ ଏହି ରାହୁ କେତୁ କଣ କରିବ ପ୍ରଭାଵ ଦ୍ଵାଦଶ ରାଶି ଉପରେ ଏ, ତେବେ ଏହି ସଂପର୍କରେ ଧାରାଣା ଦେବା ପାଇଁ ଆଜି ଆମେ ଆଲୋଚନା କରିବା , ଆମେ ଯଦି ଦେଖିବା ଏହି ଏପ୍ରିଲ ୫ ୨୦୨୨ ମଙ୍ଗଳବାର ସେଦିନ ରାହୁ କୁତ୍ରିକା ନକ୍ଷତ୍ର ମେଷ ରାଶିକୁ ଗମନ କରିବେ , ଏ କ୍ଷେତ୍ରରେ ମେଷ ରାଶିରେ ଆମର ଚଳନ ରାହୁ ହେବେ ,
ବୃଷରେ ଦ୍ଵାଦଶ ଭାବରେ ରାହୁ , ରହିବେ ,
ମିଥୁନ ରେ ଏକାଦଶ ଭାବେ ରାହୁ ରହିବେ ,
କର୍କଟ ରେ ଦଶମୀରେ ରାହୁ ରହିବେ ,
ସିଂହରେ ନବମୟେ ରାହୁ ରହିଵେ ,
କନ୍ୟା ରାଶିର ଅଷ୍ଟମରେ ରାହୁ ରହିବେ ,
ତୁଳା ରାଶିରେ ସପ୍ତମରେ ରାହୁ ରହିବେ ,
ବିଛାରେ ଷଷ୍ଠରେ , ଧନୁରେ ପଞ୍ଚମରେ , ମଟରରେ ଚତୁର୍ଥ ଏବଂ କୁମ୍ଭରେ ତୃତୀୟ ଭାବରେ ରାହୁ ଗ୍ରହ ଅବସ୍ଥାନ କରିବେ ,
ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବା ,ଆମ ରାଶି ପାଇଁ ରାହୁ ଶୁଭ ନା ଅଶୁଭ ପ୍ରଭାବ ପକାଇବ , ରାହୁ ସର୍ବଦା ତୃତୀୟ , ସପ୍ତମ , ଦଶମ ଏବଂ ଏକାଦଶୀରେ ଯଦି ଅବସ୍ଥାନ କରନ୍ତି ତେବେ ଏମାନେ ଶୁଭ ଫଳ ପ୍ରଦାନ କରିବେ , ଯେଉଦିନ ରାହୁ କେତୁ ଚଳନ ହୁଅନ୍ତି ସେ ଦିନ ଆପଣଙ୍କ ରାଶିରେ ଚନ୍ଦ୍ର ଗୋଚର ଶୁଭ ହୋଇଥାଏ ତେବେ ଏହି ପ୍ରଭାଵ ଆପଣଙ୍କ ଗ୍ରହରେ ବେଶି ଅଶୁଭ ବା ବେଶି ଶୁଭ କରିପାରେ ,
* ମିଥୁନ କର୍କଟ , ବିଛା ଏବଂ କୁମ୍ଭ ରାଶି ପାଇଁ ରାହୁ ଅତି ଶୁଭ ଫଳ ପ୍ରଦାନ କରିବେ , କାରଣ ମିଥୁନ ରେ ଏକାଦଶ ଭାବେ ରାହୁ ରହିବେ ,କର୍କଟ ରେ ଦଶମୀରେ ରାହୁ ରହିବେ , ବିଛାରେ ଷଷ୍ଠରେ ରହିବା କାରଣରୁ ଏମାନଙ୍କ ଉପରେ ରାହୁଙ୍କ କୃପା ରହିଵ , ଯେତେବେଳେ ଆମର ମେଷ , ବୃଷ , ସିଂହ , କନ୍ୟା , ଧନୁ , ମୀନ ଏହି ସବୁ ରାଶି ପାଇଁ ରାହୁ ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବେ ,
ଏହାବ୍ୟତୀତ ତୁଳା ରାଶି ପାଇଁ ରାହୁ ଅତି ଅଶୁଭ ଫଳ ପ୍ରଦାନ କରିବେ , ତେବେ ଜାଣିଲେ ରାହୁ ଚଳନର ପ୍ରଭାବ କିପରି ରହିବ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।