9

ରାଶି ଅନୁସାରେ ଏହି ରଙ୍ଗର ଗାଡି ଆପଣଙ୍କୁ କରିବା କୋଟିପତି |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ରାଶି ଅନୁସାରେ କେଉଁ ଦିନ ଆପଣ ଗାଡ଼ି କିଣିବେ ଏବଂ ଗାଡ଼ିର ରଙ୍ଗ କଣ ହୋଇଥିବ , ଏବଂ କେଉଁ ଦିନ ଆପଣ ଗାଡ଼ି କିଣିଵେ ନାହିଁ , ସମସ୍ତେ ଚାହାଁନ୍ତି ଯେ ଗାଡ଼ି ଗୋଟିଏ କିଣିବା ପାଇଁ , କେହି କେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିର ରଙ୍ଗ ଅନୁସାରେ ଗାଡ଼ି କିଣିଥାନ୍ତି , ପ୍ରଥମେ ଆମେ ଜାଣିବା ରାଶି ଅନୁସାରେ କେଉଁ ଵାର ଆପଣଙ୍କ ପାଇଁ ଅଶୁଭ ଅଟେ ,

ମେଷ :- ରବିବାର ଅଶୁଭ ଵାର ଅଟେ ବା ଘାତ ଵାର ଅଟେ ,
ବୃଷ, କନ୍ୟା , ସିଂହ , :- ଶନିବାର ଘାତ ଵାର ଅଟେ ,
ମିଥୁନ ରାଶି :- ସୋମବାର ଘାତ ଵାର ଅଟେ ,

rasi4
କର୍କଟ ରାଶି :- ବୁଧବାର ଘାତ ଵାର ଅଟେ , ଏହି ଵାର କରାଯାଉଥିଵା କାମ ଅଶୁଭ ଫଳ ଦେଵ ,
ତୁଳା ଓ କୁମ୍ଭ ରାଶି :- ଗୁରୁଵାର ଅଶୁଭ ପ୍ରଦ ଅଟେ ,
ବିଛା ଧନୁ ଓ ମୀନ ରାଶି ପାଇଁ:- ଶୁକ୍ରବାର ଅଶୁଭ ପ୍ରଦ ଅଟେ ,
ମକର ରାଶି:- ମଙ୍ଗଳବାର ଘାତ ଵାର ଅଟେ ,

rasi1

* ରାଶି ମାନଙ୍କ ପାଇଁ ଗାଡି କିଣିବା ପାଇଁ ଶୁଭ ଵାର ଜାଣନ୍ତୁ ,
ଵାର ମଧ୍ୟରୁ ସୋମବାର , ଶୁକ୍ରବାର, ଗୁରୁବାର ଓ ବୁଧବାର ସର୍ବଶ୍ରେଷ୍ଠ ଵାର ଅଟେ ଗାଡ଼ି କିଣିବା ପାଇଁ , ଏହି ବାରରେ ୧୨ ଟି ରାଶି ଗାଡ଼ି ଖରିଦ କରିବାର ଶୁଭ ଵାର ଅଟେ ,ଯେଉ ଦିନ ଆପଣମାନଙ୍କର ଅଶ୍ଵନି ନକ୍ଷତ୍ର , ଉତ୍ତରା ଭାଦ୍ରବ , ଫାଲଗୁନ ନକ୍ଷତ୍ର , ପୂର୍ବା ଭାଦ୍ରବ ନକ୍ଷତ୍ର , ଉର୍ବଶୀରା , ପୁନଃଵଶୁ, ସ୍ଵାତୀ , ରେବତୀ , ଏବଂ ସୋମବାର , ବୁଧବାର , ଗୁରୁବାର, କିମ୍ଵା ଶୁକ୍ରବାର ହୋଇଥାଏ ତେବେ ଗାଡି କିଣା କିଣି ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ,

* ରାଶି ଅନୁସାରେ ଗାଡ଼ିର ରଙ୍ଗ
ମେଷ, କର୍କଟ, ସିଂହ , ଧନୁ, ବିଛା , ମିଥୁନ , ରାଶିର ଵ୍ୟକ୍ତି ମାନେ ଲାଲ , ଧଳା , ହଳଦୀଆ ଏହି ରଙ୍ଗ ବିଶେଷତ୍ଵ ଗାଡ଼ି କିଣିଲେ ଆପଣଙ୍କ ପାଇଁ ବହୁତ ଶୁଭ ହେବ ,ଏହି ରଙ୍ଗର ଗାଡ଼ି କିଣିଲେ ଶୁଭ ହୋଇଥାଏ , ବୃଷ, କନ୍ୟା, ମିଥୁନ, ତୁଳା , ମକର , କୁମ୍ଭ ରାଶି , ଏହି ରାଶିର ଵ୍ୟକ୍ତି ମାନେ କଳା , ଧଳା , ନୀଳ , ସବୁଜ , କିମ୍ଵା ଧୂସର ରଙ୍ଗର ଗାଡ଼ି ଯଦି କିଣୁଛନ୍ତି ତେବେ ଏମାନଙ୍କ ପାଇଁ ଏହା ଶୁଭ ପ୍ରଦ ରହିବ , ତେବେ ଜାଣିଲେ କେଉଁ ଵାର କେଉଁ ରଙ୍ଗର ଗାଡ଼ି କିଣିବା ଶୁଭ ହୋଇଥାଏ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *