10

ଚୋରି ହେବେ ଜଗନ୍ନାଥ ଋଷ କରିଵ ଆକ୍ରମଣ ସତ ହେବ ମାଳିକା ବଚନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତର ପ୍ରାଣ କେନ୍ଦ୍ର ଉତ୍କଳ ଭୂମି ଆଜି ଯାଏଁ କେତେ କେତେ ଯୁଦ୍ଧର ଶୀକାର ହୋଇ ଯେ ଲୁଟିଯାଇଛି ତାହା ଆମ କଳନା ବାହାରେ , କାହିଁକି କେବଳ ଭଗବାନଙ୍କ ମୂର୍ତ୍ତି ପ୍ରତି ଏତେ ଲୋଭ କରୁଛନ୍ତି ଯବାନ ମାନେ ତାର ଏପର୍ଯ୍ୟନ୍ତ କୈାଣସି ରହସ୍ୟ ଜଣା ପଡ଼ିନାହିଁ , ତେବେ ଏପରି ବହୁତ ଯୁଦ୍ଧର ସାମ୍ନା ହୋଇଛି ଯେଉଁଥିରେ ଭଗଵାନ ଜଗନ୍ନାଥ ଧାମ ପୁରୀ ମନ୍ଦିର ମଧ୍ୟ ଵାଦ ଯାଇନାହିଁ ,

ମାଳିକା ସୂତ୍ର ଅନୁସାରେ କିଛି ସଂକେତ ଏପରି ମଧ୍ୟ ମିଳୁଛି ଯେଉଁଥିରେ ସଫା ଜଣାପଡିଛି ଯେ ଋଷ ଆମ ଦେଶର ଏକ ଧାର୍ମିକ ମନ୍ଦିର ଶ୍ରୀଜଗନ୍ନାଥ ଧାମରୁ ଚୋରାଇ ନେଵେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି , ତାପରେ ଏପରି ଏକ ସମୟ ଆସିବ ଯେଉ ସମୟରେ ସମସ୍ତଙ୍କ ବୁଦ୍ଧି ବାଟ ଶୂନ୍ୟ ହୋଇଯିବ , ଋଷ ର ସୈନିକ ମାନେ ଚତୁର୍ଥାମୂର୍ତ୍ତିକୁ ଋଷ ନେବା ପାଇଁ ଚେଷ୍ଟା କରିବ , କିନ୍ତୁ ଵୈରୀ ରେଳ ଷ୍ଟେସନରେ ଏଭଳି ବିସ୍ପୋରଣ ଘଟିବ ଯେଉଁଥିରେ ରେଳ ଷ୍ଟେସନ ଭାଙ୍ଗି ଚୂର୍ଣ୍ଣ ହୋଇଯିଵ ଓ ପ୍ରଭୁ ଜଗନ୍ନାଥ ଉଭା ହୋଇଯିବେ ,

10-1

ଋଷ ଓ ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ଯେଉଁଥିରେ ଋଷକୁ ଏକ ବଡ଼ ଶକ୍ତି ପିଣ୍ଡର ଆବଶ୍ୟକ ଅଟେ , ଅନ୍ୟପଟେ ଲେଖା ଯାଇଛି ଋଷର କୁଟ ନଦୀ କୂଳରେ ରହିଛି ଏଭଳି ଏକ ନଦୀ ଯାହା ଋଷ ନିଜ ହାତକୁ ନେବ, ଏବଂ ଯେଉଁ ଯୁଦ୍ଧ ଅସ୍ତ୍ରକୁ ଚଲାଇବା ପାଇଁ ଆବଶ୍ୟକ ହେବ ଏକ ଶକ୍ତି ପିଣ୍ଡର , ଏକଥା ପ୍ରଚଳିତ ରହିଛି ଯେ ଜଗନ୍ନାଥ ଧାମରେ ଯେଉଁ ପିଣ୍ଡ ରହିଛି ତାହା ଶ୍ରୀକୃଷ୍ଣଙ୍କ ହୃଦୟ ଅଟେ ,

KRUSHNA

ଏବଂ ତାହା ଏକ ଶକ୍ତି ପୁଞ୍ଜ ଅଟେ , ତାହା ଏଭଳି ଏକ ଶକ୍ତି ପୁଞ୍ଜ ଯାହା କେବେବି ସରିବ ନାହିଁ , ଅର୍ଥାତ୍ ଏହି ଶକ୍ତି ପୁଞ୍ଜକୁ ବ୍ୟବହାର କରିବେ ଋଷର ବୈଜ୍ଞାନିକ ମାନେ , ଏବଂ ଯେଉଁଥିପାଇଁ ପୁରୀ ଉପରେ ଆକ୍ରମଣ କରିବା ପାଇଁ ସେମାନେ ଯୋଜନା କରିବେ , ନଚେତ ଏପରି କଣ କାରଣ ହୋଇପାରେ ଯେଉଁଥିପାଇଁ ଋଷ ଜଗନ୍ନାଥ ଧାମ ଉପରେ ଆକ୍ରମଣ କରିବା ଏବଂ ନେଇଯିବ ଚତୁର୍ଥାମୂର୍ତ୍ତିକୁ ରେଳ ଯୋଗେ , ତେବେ ଚାହିଁଲେ ଏହା ବିମାନ ଯୋଗେ ନେଇ ହେଵ କିନ୍ତୁ ଏହା ଭିତରେ ଥିବା ଶକ୍ତି ବିମାନକୁ ବିସ୍ଫୋରଣ କରିବା ପାଇଁ କାଫି ଅଟେ ,

ତେବେ ଏହାକୁ ସ୍ଥଳ ଯୋଗେ ନେଇଯିବା ପାଇଁ ଯୋଜନା ଚାଲିଛି , ଏପରି ମଧ୍ୟ ମାଳିକା ରେ ଲେଖା ଯାଇଛି ଯେ ଵଇରୀ ଷ୍ଟେସନରେ ବିସ୍ଫୋରଣ ହେବ ଏବଂ ଜଗନ୍ନାଥ ସେଠି ଉଭା ହେବେ , ଏକ ମହାଭାରତର ହେବ ଯେଉଁଥିରେ ଛତିଆ ଗ୍ରାମକୁ ଭଗଵାନ ଶ୍ରୀଜଗନ୍ନାଥ ପଳେଇଯିଵେ ଏବଂ ଛତିଆ ପାଲଟିବା ପୁରୀ ଶ୍ରୀକ୍ଷେତ୍ର , ତେବେ ଏହିପରି କିଛି ସୂଚନା ଶରୀର ଦେହ ଥରାଇଦେଉଛି ତେବେ ଏହା କେତେ ସତ କେତେ ମିଛ ଏହା କେବଳ ସମୟ ଉପରେ ନିର୍ଭର କରେ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *