2

ଗୁରୁବାର ଦିନ କରନ୍ତୁ ଏହି ଗୋଟିଏ କାମ ବ୍ୟକ୍ତିର ଭାଗ୍ୟରେ ମିଳିଥାଏ ରାଜଯୋଗ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଗୁରୁବାର ଦିନ ଏହି ପାଞ୍ଚଟି କାମ ନିଶ୍ଚୟ କରନ୍ତୁ ଆପଣଙ୍କ ଘରେ ହେବ ଧନର ବର୍ଷା। ଆସନ୍ତୁ ଜାଣିବା ସେହି ପାଞ୍ଚଟି କାମ ବିଷୟରେ।। ଗୁରୁବାର ଦିନ ଟି ହେଉଛି ବୃହସ୍ପତି ବାର ଏହି ଦିନେ ଶ୍ରୀ ହରି ଓ ମାତା ଲକ୍ଷ୍ମୀଙ୍କୁ ପୂଜା କଲେ ଆପଣଙ୍କ ସଵୁ ମନସ୍କକାମନା ପୂରଣ ହେବ। ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଶ୍ରୀହରିଙ୍କ ପୂଜା କରିବା ଦ୍ୱାରା

ଘରକୁ ସୁଖ ଶାନ୍ତି ଧନ ସମ୍ପତ୍ତି ଆସିଥାଏ। ଗୁରୁବାର ଦିନ ଶ୍ରୀହରିଙ୍କ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା କେବେବି ଧନ ସମ୍ପତ୍ତି ର ଅଭାବ ହୁଏ ନାହିଁ। ଆପଣଙ୍କ ପାଖରେ ଧନ ସମ୍ପତ୍ତି ସବୁ ଦିନ ପାଇଁ ରଖିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିନ୍ତୁ। ଆର୍ଥିକ ଦୃଷ୍ଟିରୁ ବଞ୍ଚିବା ପାଇଁ ଗୁରୁବାର ଦିନ ଏହିପାଞ୍ଚଟି କାମ କରନ୍ତୁ ଏହି ପାଞ୍ଚଟି କାମମଧ୍ୟରୁ ପ୍ରଥମ କାମଟି ହେଉଛି ବ୍ରହ୍ମ ମୂହୁର୍ତ୍ତରୁ ଉଠିବା ଏବଂ ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରିବା ବ୍ରହ୍ମ ମୂହୁର୍ତ୍ତ ବହୁତ ଶୁଭ ହୋଇଥାଏ ଏହି ସମୟରେ ସବୁ ଦେଵା ଦେବୀଙ୍କ ଆର୍ଶୀବାଦ ମିଳିଥାଏ।

laxmi

ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରିବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ। ସ୍ନାନ କରିବା ସମୟରେ ସେହି ପାଣିରେ ଗଙ୍ଗା ପାଣି ମିଶାଇ ସ୍ନାନ କରନ୍ତୁ। ଦ୍ଵିତୀୟ କାମଟି ହେଉଛି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଶ୍ରୀହରିଙ୍କ ସହ ମାତା ଲକ୍ଷ୍ମୀଙ୍କୁ ପୂଜା କରିନ୍ତୁ। ତୃତୀୟ କାମଟି ହେଉଛି ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ହଳିଆ ରଙ୍ଗର ଫୁଲ ଫଳ ଅର୍ପଣ କରନ୍ତୁ। ଗୁରୁବାର ଦିନ ତୁଳସୀ ଗଛରେ ପଞ୍ଚାକ୍ଷୀର ଅର୍ପଣ କରନ୍ତୁ ଏବଂ ବୃହସ୍ପତି

laxmi1

ଗ୍ରହକୁ ପ୍ରସନ୍ନ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଚତୁର୍ଥ କାମଟି ହେଉଛି ଗୁରୁବାର ଦିନ ଆପଣ ହଳଦି ପାଣିରେ ସ୍ନାନ କରନ୍ତୁ ଏବଂ କଦଳୀ ଗଛ ମୂଳରେ ହଳଦି ପାଣି ଦିଅନ୍ତି ଏହା କରିବା ଦ୍ଵାରା ଆପଣଙ୍କ ଘର ଧନ ସମ୍ପତ୍ତି ପରିପୂର୍ଣ୍ଣ ହୋଇଯିବ। ପଞ୍ଚମ କାମଟି ହେଉଛି ଗୁରୁବାର ଦିନ ଉପବାସ ପାଳନ କରନ୍ତୁ ଏହି ଦିନେ ଭିକାରୀ ମାନଙ୍କୁ ହଳଦିଆ ଜିନିଷ ଦିଅନ୍ତୁ।ଏହା କରିବା ଦ୍ଵାରା

ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି। ଗୁରୁବାର ଦିନ ଅସ୍ତ ଗଛକୁ ପୂଜା କରନ୍ତୁ ଏବଂ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଓ ପରିକ୍ରମା କରୁଥିବା ସମୟରେ ଗଛରେ ସୂତା ବାନ୍ଧନ୍ତୁ । ଏହି ସବୁ କରିବା ଦ୍ୱାରା ଆପଣଙ୍କର ମନସ୍କାମନା ପୂରଣ ହେବ।। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ। ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *