ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ସକାଳୁ ଉଠି ତିନୋଟି ଜିନିଷକୁ ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଖୋଲିଯିବ । ଆସନ୍ତୁ ସେହି ଜିନିଷ ବିଷୟରେ ଜାଣିବା ଯେଉଁ ଘରେ ପରିବାର ଭିତରେ ଭଲ ସମ୍ପର୍କ ଥାଏ ସେହି ଘରେ ସବୁ ବେଳେ ସୁଖ ଶାନ୍ତି ରହିଥାଏ। ଯେଉଁ ଘରେ ବଡ଼ ମାନଙ୍କ କଥାକୁ ଅବମାନନା କରନ୍ତି। ସେହି ଘରେ ଦୁଃଖ ଦାରିଦ୍ର୍ୟତା ଦେଖାଯାଏ। ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ଉଠି ସାତୋଟି କାମ କଲେ ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଯନ୍ତ୍ରଣା ସବୁ ଦୂର ହୋଇଯିବ। ଏହି ସାତୋଟି କାମ ମଧ୍ୟରୁ ପ୍ରଥମ କାମଟି ହେଉଛି ଆପଣ ସକାଳୁ ଉଠି ପ୍ରଥମେ ଭଗବାନଙ୍କ ନାମ ଉଚ୍ଚାରଣ କରିବେ , ଏବଂ ନିତ୍ୟ କ୍ରମ ସାରି ପୂଜାର୍ଚ୍ଚନା କରିବେ।
ଏହି ସବୁ କଲେ ମନ ଭିତରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।ଓ ସୂର୍ଯ୍ୟ ଉଦୟ ହେଵା ପରେ ସୂର୍ଯ୍ୟ ଦେବତାଙ୍କୁ ପାଣି ଅର୍ପଣ କରିବେ । ଦ୍ଵିତୀୟ କାମଟି ହେଉଛି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେଏବଂ ସୂର୍ଯ୍ୟ ମନ୍ତ୍ର ଜପ କରିବେ। ମନ୍ତ୍ରଟି ହଉଛି ଓମ୍ ସୂର୍ଯ୍ୟାୟ ନମ୍ଃ ଓମ୍ ଭାସ୍କରାୟ ନମ୍ଃ।ଏହି ସବୁ କରିବା ଦ୍ୱାରା ଆପଣଙ୍କର ଶରୀରର ସବୁ ରୋଗରୁ ମୁକ୍ତି ପାଇପାରିବେ। ତୃତୀୟ କାମଟି ହେଉଛି ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ତୁଳସୀ ଗଛ ନାହିଁ ସେହି ଘରେ ଶ୍ରୀ ହରିଙ୍କ ବାସ ହୋଇନଥାଏ ଯେଉଁଠି ଶ୍ରୀ ହରିଙ୍କ ବାସ ନାହିଁ ସେଇଠି
ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ପ୍ରତିଦିନ ସକାଳୁ ତୁଳସୀ ପୂଜା କଲେ ଆପଣଙ୍କ ଶରୀରରେ ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଏଵଂ ଆପଣଙ୍କ ଦିନ ବହୁତ ଭଲରେ କଟିଥାଏ। ଚତୁର୍ଥ କାମଟି ହେଉଛି ଯେଉଁ ଲୋକ କୋୖଣସି କାର୍ଯ୍ୟରେ ଯିବା ସମୟରେ ମଥାରେ ମାଟି ଲଗି ଗଲେ ଯାଉଥିବା କାର୍ଯ୍ୟରେ ସଫଳତା ହାସଲ କରିଥାଏ। ମାଟି ଲଗେଇବା ସମୟରେ ଓମ୍ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ପଞ୍ଚମ କାମଟି ହେଉଛି ଆପଣ ଘରେ ନିରାମିଷ ଭୋଜନ ତିଆରି କରିବା ଉଚିତ୍।
ଏଵଂ ପ୍ରଥମ ଭୋଜନ ଭଗବାନଙ୍କୁ ଅର୍ପଣ କରିବା ଉଚିତ୍। ଗୋ ମାତାଙ୍କୁ ରୋଟି ପ୍ରଥମେ ଖାଇବାକୁ ଦେବା ଉଚିତ୍ ତାପରେ କୁକୁର କୁ ଦେଵା ଉଚିତ୍। ଏହି ସବୁ ପଶୁ ମାନଙ୍କୁ ଦେଲେ ଶ୍ରୀ ହରି ପ୍ରସନ୍ନ ହେବେ। ଷଷ୍ଠ କାମଟି ହେଉଛି ସଂନ୍ଧ୍ୟା ସମୟରେ ଘରେ ଦୀପ ଜାଳିବା ଦ୍ବାରା ସନ୍ତାନ ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିଥାଏ ଏବଂ ପରିବାରର ସବୁବେଳେ ସୁଖ ଶାନ୍ତି ରହିଥାଏ। ସପ୍ତମ କାମଟି ହେଉଛି ସକାଳୁ ଉଠିବା ମାତ୍ରେ ଭଗବାନଙ୍କୁ
ସ୍ମରଣ କରିବା ଉଚିତ୍ ଏବଂ ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା ଉଚିତ୍। ଏହି କଲେ ଆପଣଙ୍କ ସଵୁ ଭୁଲ୍ ର କ୍ଷମା ମିଳିଯିବ।।ଓ ଆପଣ ବହୁତ ଭଲରେ ରହିବେ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ।।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।