4

ଏହି ଉପାୟରେ, ପାଟନର୍ ତୁମ ପାଇଁ ତଡପିଇବ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତା ସହିତ କ,ଣ କଲେ ସେ ଆପଣଙ୍କୁ ଦୁନିଆରେ ସବୁଠାରୁ ବେଶୀ ମିସ୍ କରିବ। ଆସନ୍ତୁ ସେହି ବିଷୟରେ ଜାଣିବା। ଆପଣ ଯାହାକୁ ମିସ୍ କରିବାକୁ ଚାହୁଁଛନ୍ତି ସେ ଆପଣଙ୍କ ଜୀବନରେ ବହୁତ ଗୁରୁତ୍ବପୁର୍ଣ ବ୍ୟକ୍ତି ହୋଇଥାନ୍ତି। ଆପଣ ଯଦି ତାଙ୍କ ବିଷୟରେ ଚିନ୍ତା କରୁଥିଵେ ସାହାଯ୍ୟ କରୁଥିଵେ କିନ୍ତୁ ସେ ଆପଣଙ୍କୁ ମିସ୍ କରୁନଥିବେ । କାରଣ ଯେଉଁ ଜିନିଷ ଆମକୁ ଖାଲିରେ ମିଳିଥିବ ସେହି ଜିନିଷର ମୂଲ୍ୟ ବୁଝୁନୁ।

ଏଥିପାଇଁ ଗୋଟିଏ ଉଦାହରଣ ହେଉଛି ଆପଣଙ୍କ ମା ଆପଣଙ୍କ ପାଇଁ ପ୍ରତିଦିନ ରୋଷେଇ କରନ୍ତି ଆପଣ କେବେବି ତାଙ୍କୁ ଧନ୍ୟବାଦ ଜଣାନ୍ତି ନାହିଁ, କିନ୍ତୁ ଦିନେ ମା ଦୂରୀ ଗଲେ ଆପଣ ତାଙ୍କ ମୂଲ୍ୟ ବୁଝିପାରିବେ । ଯଦି ଆପଣ ନିଜ ସାଙ୍ଗ ଉପରେ ରାଗିଛନ୍ତି , ତେବେ ମଧ୍ୟ ତାଙ୍କ ସହ କଥା ସେୟାର କରନ୍ତୁ। ଆପଣ ତାଙ୍କ ଉପରେ କଣ ପାଇଁରାଗି ଛନ୍ତି ,କଣ ପାଇଁ ଖୁସି ଅଛନ୍ତି ସେ ସବୁ କୁହନ୍ତୁ। ଆପଣଙ୍କୁ ଖରାପ ଲାଗି ପାରେ ଆପଣ ଯଦି ତାଙ୍କୁ ସବୁ

marriage

କଥା କୁହନ୍ତି ତେବେ ତା ଠାରେ ଆପଣଙ୍କ ମୂଲ୍ୟ ବଢିଯିବ । ଏଵଂ ସେ ଆପଣଙ୍କୁ ମିସ୍ କରିବ। ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଲଭର ଆପଣଙ୍କୁ ମିସ୍ କରନ୍ତୁ ତେବେ ଆପଣ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ । ଆପଣ ତାଙ୍କ ପାଖରେ ଥିଲେସେ ଆପଣଙ୍କୁ କେବେବି ମିସ୍ କରିବେ ନାହିଁ ।କାରଣ ଆପଣ ଦୂରରେ ରହିଲେ ସେ ଆପଣଙ୍କ ମୂଲ୍ୟ ବୁଝିପାରିବ। ଏହି ସବୁ କରିବା ଆପଣଙ୍କ ପାଇଁ କଷ୍ଟ ହୋଇପାରେ କିନ୍ତୁ ଏହି ସବୁ କରିବା ଉଚିତ୍। ଆପଣ ତାଙ୍କୁ ଅଧିକ ଭଲ ପାଇଲେ ସେ ଭାବନ୍ତି ଆପଣ ତାଙ୍କ ବିନା ରହିପାରିବେ ନି ।

girl

ତାଙ୍କୁ ନ ଦେଖିଲେ ରହିପାରିବେ ନାହିଁ ତାଙ୍କ ମନରେ ଆପଣଙ୍କ ପ୍ରତି ଏହି ଭାବନା ସୃଷ୍ଟି ହୋଇଥିବା।‌ସେତେଵେଳେ ତାଙ୍କ ପାଖରେ ଆପଣଙ୍କ ମୂଲ୍ୟ ରହିବ ନାହିଁ। ଆପଣ କିଛି ଦିନ ପାଇଁ ତାଙ୍କୁ ମେସେଜ କଲ୍ କରିବା ବନ୍ଦ କରିଦେଲେ ସେ ଆପଣଙ୍କୁ ମିସ୍ କରିବ ଏବଂ ସେ ଆପଣଙ୍କୁ କହିବ ମୁଁ କଣ ଭୁଲ୍ କଲି ମୋତେ ଏତେ ବଡ଼ ଦଣ୍ଡ ଦେଲେ । ସେତେବେଳେ ବୁଝିପାରିବେ ଆପଣଙ୍କ ମୂଲ୍ୟ ତାଙ୍କ ପାଖରେ ଅଛି। ଆପଣଙ୍କ ଲଭର ଆପଣଙ୍କୁ କଲ୍ ମେସେଜ କରୁନାହାନ୍ତି ତେବେ ଆପଣ

ତାଙ୍କୁ ସିଧା ପଚାରନ୍ତୁ ତୁମେ ମୋ ସହ କଥା ହେବାକୁ ଚାହୁଁଛନ୍ତି କି ନାହିଁ।ସେ କହିବେ ମୁଁ ଯଦି କଲ୍ ମେସେଜ ନକଲି ତୁମେ କଣ ପାଇଁ କଲନାହିଁ। ଯଦି ଭଲ ପାଇବାରେ ଅଛି ତା ହେଲେ ଭଲ ପାଉ । ନହେଲେ ଦୂରୀ ଯାଉ । ଏମିତି ଆପଣ କହିବା ଦ୍ଵାରା ସେ ସତରେ ଆପଣଙ୍କୁ ଭଲ ପାଉଥିଲେ ତେବେ ସେ ନିଶ୍ଚୟ ଆପଣଙ୍କୁ ମିସ୍ କରିବେ । ଏବଂ ଆପଣଙ୍କୁ ଅଧିକ ଭଲ ପାଇଵେ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ।।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *