5

ସୁନ୍ଦର, ସଂସ୍କାରୀ, ସ୍ଵାସ୍ଥ୍ୟଵାନ, ଦୀର୍ଘାୟୁ ସନ୍ତାନ ଚାହୁଁଥିଲେ ଏହି ସମୟରେ କରନ୍ତୁ ସମ୍ଭୋଗ |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ଜାଣନ୍ତି ଯେ ଜଣେ ନାରୀ ପାଇଁ ମାତୃତ୍ଵ ଲାଭ କରିବା କେତେ ଯେ ମହତ୍ଵ ପୁର୍ଣ୍ଣ କଥା , ମାତୃତ୍ଵ ଲାଭ କରିବାରେ ନାରୀର ଜୀଵନ ସାର୍ଥକ ହୋଇଥାଏ , ଵିଵାହ ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ସନ୍ତାନ ଜନ୍ମ ଦେବା ପାଇଁ ଆଗ୍ର ପ୍ରକାଶ କରିଥାନ୍ତି , ଆଜିର ଏହି ସମୟରେ ଆମର ଏହି ସଂବିଧାନ ୨୧ ବର୍ଷରୁ ଉର୍ଦ୍ଧ୍ବ ଝିଅମାନଙ୍କର ବିବାହ କୁ ସ୍ଵୀକୃତି ପ୍ରଦାନ କରିଛନ୍ତି ,

ତେବେ ଝିଅଟି ଯଦି ୨୧ ବର୍ଷ ବୟସରେ ବିବାହ କରେ ତେବେ ସାଧାରଣତଃ ଵିଵାହ ର ଦୁଇରୁ ତିନି ବର୍ଷ ମଧ୍ୟରେ ଅର୍ଥାତ ଝିଅର ୨୩ ରୁ ୨୫ ବର୍ଷ ମଧ୍ୟରେ ପିଲାଟିଏ ହୋଇଥାଏ , ପ୍ରତ୍ୟେକ ମାଁ ସନ୍ତାନ ଜନ୍ମ ଦେବା ପୂର୍ବରୁ ସନ୍ତାନ କୁ ନେଇ ଅନେକ ସ୍ବପ୍ନ ଦେଖିଥାଏ ଯେପରି ତାର ସନ୍ତାନ ସୁସ୍ଥ ସବଳ ଓ ବୁଦ୍ଧ ଶ ସଂପନ୍ନ ପିଲାଟିଏ ହେଉ ବୋଲି ତେବେ ଵାସ୍ତାରେ ନାରୀ ଟିଏ କେଉଁ ବୟସରେ ସନ୍ତାନ ଜନ୍ମ ଦେଲେ ସନ୍ତାନ ଟି ଇଚ୍ଛା ମୁତାବକ ହୋଇଥାଏ ,

pregnet 2

ସୁସ୍ଥ ସବଳ ସୁନ୍ଦର ଓ ବିଚକ୍ଷଣ ବୁଦ୍ଧି ସଂପନ୍ନ ହୋଇଥାଏ , ତେବେ ଏହି ବିଷୟରେ ଆଲୋଚନା କରିବା , ତେବେ ନିକଟ ଅତୀତରେ ବିଶେଷଜ୍ଞ ମାନେ ବିଭିନ୍ନ ପ୍ରାୟସର ଗର୍ଭବତୀ ମାନଙ୍କୁ ନେଇ ଏକ ସର୍ଭେ କରିଥିଲେ ତେବେ ସେମାନଙ୍କର ସର୍ଭେ ଅନୁସାରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି , ଏହି ରିପୋର୍ଟ ଅନୁସାରେ ଯଦି ଏକ ନାରୀ ୩୦ ବର୍ଷ

pregnet 1

ଵୟସରେ ମାଁ ହୁଏ ବା ପିଲା ଜନ୍ମ କରେ ତେବେ ପିଲାଟି ସୁସ୍ଥ ସୁନ୍ଦର ଓ ବୁଦ୍ଧିମାନ ହୋଇଥାନ୍ତି , କାରଣ ପ୍ରତ୍ୟେକ ନାରୀ ୩୦ ବର୍ଷ ବୟସରେ ହିଁ ଶାରୀରିକ ଓ ମାନସିକ ସ୍ତରରେ ମାତୃତ୍ଵ ଲାଭ କରିବାରେ ଯୋଗ୍ୟ ହୋଇଥାନ୍ତି , ସେମାନେ ଏହି ବୟସରେ ହିଁ ନିଜକୁ ସଂପୁର୍ଣ୍ଣ ପ୍ରସ୍ତୁତ କରିଥାନ୍ତି , ଏହି ସମୟରେ କୈାଣସି ନାରୀ ଟ୍ରେସ

ନେବାକୁ ଚିନ୍ତା କରନ୍ତୁ ନାହିଁ , ତେବେ ବିବାହିତ ନାରୀମାନେ ଯେଉଁ ସନ୍ତାନକୁ ଜନ୍ମ ହୋଇଥାନ୍ତି ତେବେ ସେମାନଙ୍କ ଠାରେ ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇଥାଏ , ତେବେ ଆପଣ ସୁସ୍ଥ ସବଳ ଓ ସୁନ୍ଦର ସନ୍ତାନ ପ୍ରାପ୍ତ କରିବାକୁ ଚିନ୍ତା କରନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *