ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ଯଦି ସେ ଆପଣଙ୍କ ସହ କମ୍ କଥା ହେଉଛନ୍ତି ତେବେ ଆପଣ ଏହି କାମ କରିବା ଦ୍ୱାରା ଆପଣଙ୍କର ଲଭର ଆପଣଙ୍କ ସହ ସବୁବେଳେ କଥା ହେବେ। ଆସନ୍ତୁ ଜାଣିବା ସେହି କାମ ବିଷୟରେ।। ଆପଣଙ୍କ ଲଭର ଆପଣଙ୍କ ସହ ଆଗ ଭଳି କଥା ହେଉନାହାନ୍ତି ତେବେ ଆପଣ ବହୁତ କାନ୍ଦିଵେ ସବୁବେଳେ ଦଃଖରେ ରହିବେ । ଆପଣଙ୍କ ମନ ଭିତରେ ସବୁବେଳେ ଖରାପ ଭାବନା ଆସିବ ।
ଆପଣ ଭାବୁଥିବେ ସେ ମୋ ସହ କମ୍ କଥା ହେଉଛନ୍ତି ସେ ଆଉ କାହାକୁ ଭଲ ପାଉନାହାନ୍ତି ତ । ଆପଣ ତାଙ୍କୁ ବହୁତ ଭଲ ପାଉଥିଵେ ସେବା କରୁଥିଵେ ସମ୍ମାନ କରୁଥିଵେ ସେ ଯଦି ଆପଣଙ୍କ ସହ କମ୍ କଥା ହେଉଥିବେ ଆପଣଙ୍କୁ ବହୁତ କଷ୍ଟ ହେଉଥିଵ। ଆପଣଙ୍କୁ ସେ ସବୁବେଳେ କଲ୍ ମେସେଜ କରୁଥିଲେ କିନ୍ତୁ ଆଜି ସେ କଲ୍ ମେସେଜ କରୁନାହାନ୍ତି କି କଥା ବି ହେଉନାହାନ୍ତି। ଯଦି ଆପଣଙ୍କ ଲଭର ଆପଣଙ୍କୁ କଲ୍ ମେସେଜ କରୁନାହାନ୍ତି ତେବେ ଆପଣଙ୍କୁ କଲ୍ ମେସେଜ କରିବା
ଉପାୟ ଅଛି ଉପାୟ ଟି ହେଉଛି ସିଏ ଯଦି ଆପଣଙ୍କୁ କଲ୍ ମେସେଜ କରୁନାହାନ୍ତି ତେବେ ଆପଣ ମଧ୍ୟ କଲ୍ ମେସେଜ କରନ୍ତୁ ନାହିଁ।ସେ ମେସେଜ କଲେ ଆପଣ ମଧ୍ୟ ମେସେଜ କରନ୍ତୁ ସେହି ସମୟରେ ଆପଣ ତାଙ୍କୁ ପଚାରିବେ ନାହିଁ ଯେ ମୋତେ କଣ ପାଇଁ ମେସେଜ କରୁନଥିଲ। ଆପଣ ଏମିତି ପଚାରିବ ଦ୍ଵାରା ସେ ଵେଶି ରାଗିଯାଆନ୍ତି ଏବଂ ଆପଣଙ୍କୁ କଲ୍ ମେସେଜ କରିବା ପାଇଁ ଭୁଲି ଯାଆନ୍ତି ସେଥିପାଇଁ ଆପଣ ତାଙ୍କୁ ଏକା କିଛି ଦିନ ଛାଡ଼ି ଦେବେ । କିଛି ଦିନ ପରେ ଆପଣଙ୍କ ଲଭର ଆପଣଙ୍କୁ ଆଗ
ପରି ଭଲ ପାଇବେ କଲ୍ ମେସେଜ କରିବେ । ଆପଣ ଛିଡ଼ା ହୋଇଥିବା ସମୟରେ ସେ ଆପଣଙ୍କ ପାଖ ଦେଇ ଚାଲିଯାଉଥିଵେ । ଆପଣ କେବେବି ଅଟକି ରଖିବେ ନାହିଁ ତାଙ୍କୁ ଚାଲିଯିବାକୁ ଦେଲେ , ଯେମିତି ତାଙ୍କୁ ଲାଗିବ ଆପଣ ତାଙ୍କ ବିନା ରହିପାରିଵେ । ସେ ଆପଣଙ୍କ ସହ ନରହିଲେ ଆପଣ ଭଲରେ ଜୀବନ କାଟି ପାରିବେ ତାଙ୍କ ଵିନା ବହୁତ ଖୁସିରେ ରହିପାରିବେ। ତାଙ୍କୁ ଏଭଳି ଅନୁଭବ କରିବାକୁ ପଡିବ।ଏମିତି ସବୁ କଲେ ଆପଣଙ୍କୁ ତାଙ୍କ ମନରେ ହରିବାର ଭୟ ଆସିଯିବ । ତାପରେ ଆପଣଙ୍କୁ ସବୁବେଳେ କଲ୍ ମେସେଜ କରିବେ।
ଆପଣ ତାଙ୍କୁ ସବୁ ବେଳେ ଅନୁଭବ କରାଇଵେ ଯେ ଆପଣଙ୍କୁ ତାଙ୍କ କଥାରେ କୋୖଣସି ଫରକ୍ ପଡୁନାହିଁ। ସେତେବେଳେ ସେ କମ୍ କଥା କହିବା ବନ୍ଦ କରିଵେ । ଏଵଂ ଆପଣଙ୍କୁ ଭଲ ପାଇବେ ସମ୍ମାନ ଦେବେ ସେବା କରିବେ।ଆଉ ସବୁ ବେଳେ କଲ୍ ମେସେଜ କରିବେ।। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ।, ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।