7

୧୦ ଟି ଉପାୟ ଆପଣଙ୍କ ଘର ଆର୍ଥିକ ସଂକଟକୁ କରିବ ଦୂର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଅନୁଚିନ୍ତାରେ ଜାଣିବା କିଛି ନୂଆ କଥା ବିଷୟରେ ,
ଅଧିକାଂଶ ଲୋକ ଅନୁଭବ କରିଥାନ୍ତି ଯେ ବହୁତ ପରିଶ୍ରମ ପରେ ବି ଅଭାବ ଅନଟନ ଲାଗି ରହିଥାଏ ତେବେ କିଛି ଉପାୟ କରିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ ,

୧. ସପ୍ତାହକୁ ଥରେ ସମୁଦ୍ର ଲୁଣ ପାଣିରେ ପକାଇ ଘରେ ପୋଛିଲା ଦ୍ଵାରା ଅଶୁଭତ୍ଵ ଦୃର ହୋଇଥାଏ , ଏବଂ ଘରେ କଳହ ଦୂର ହୋଇ ଶାନ୍ତି ପ୍ରତିଷ୍ଠା ହୋଇଥାଏ ,
୨. ଘର ପାଇଁ ମୟୁର ପଙ୍ଖ ଅତ୍ୟନ୍ତ ଶୁଭ ହୋଇଥାଏ , ମୟୁର ପଙ୍ଖକୁ ଘରର ଦକ୍ଷିଣ ପୂର୍ବ ଦିଗରେ ରଖିବା ଦ୍ଵାରା ଅଭାବ ଅନଟନ ଦୂର ହୋଇଥାଏ ,
୩। ଘରର ଉତ୍ତର ପଶ୍ଚିମ କୋଣରେ ମୟୁର ପଙ୍ଖ ରଖିବା ଦ୍ଵାରା ବିଷାକ୍ତ ଜନ୍ତୁ ଘରେ ପଶିଥାନ୍ତି ଓ ପର୍ସରେ ଏହା ରଖିବା ଦ୍ଵାରା ରାହୁ ଦୋଷ ଦୂର ହୋଇଥା ,

money
୪. ପ୍ରତିଦିନ ପଶୁପକ୍ଷୀଙ୍କୁ ଖାଦ୍ୟ ଅର୍ପଣ କରିବା ଉଚିତ , ପଶୁପକ୍ଷୀଙ୍କୁ ପାଖାପାଖି ୪୩ ଦିନ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ଭାଗ୍ୟରେ ଅଦ୍ଭୁତ ପରିବର୍ତ୍ତନ ଆସିଥାଏ ,

୫. ଘରେ ଭୋଜନ ପ୍ରସ୍ତୁତ କରି ସାରିବା ପରେ ପ୍ରଥମେ ଇଶ୍ଵରଙ୍କୁ ସମର୍ପଣ କରିବା ଉଚିତ , ଖାଦ୍ୟକୁ ରୋଷେଇ ଘରର ଦକ୍ଷିଣ ଭାଗରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ,

laxmi

୬. ଯଦି ଦୁଆର ମୁହଁକୁ କୁକୁର ଆସେ ତାଙ୍କୁ ପିଟିବା ଉଚିତ ନୁହେଁ, ତାଙ୍କୁ ରୋଟି ଖାଇବାକୁ ଦେବା ଦ୍ଵାରା ଶନି ରାହୁ ଏବଂ କେତୁଙ୍କ ପ୍ରଭାଵ ପଡ଼ିନଥାଏ ,
୭. ଯଦି ସକାଳୁ ଗାଈ ଦ୍ଵାର ମୁହଁକୁ ଆସେ ତେବେ ଗାଈକୁ କିଛି ଖାଇବାକୁ ଦେବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇଥା ,
୮. ରୋଷେଇ ଘରେ ମାଁ ଲକ୍ଷ୍ମୀଙ୍କ ଫୋଟ ଲଗାଇ ରଖିବା ମଙ଼ଗଳକାରୀ ହୋଇଥାଏ , ଏବଂ ଘରେ ଲକ୍ଷ୍ମୀପୂଜା କରିବା ଦ୍ଵାରା ଘରେ ଅନ୍ନ ଓ ଧନର ସମସ୍ୟା ହୋଇନଥାଏ ,

୯. ଗୋଟିଏ ମାଟି ପାତ୍ରରେ କିଛି ରୂପା କଏନ ରଖି ସେଥିରେ ଚାଉଳ ଭରି କରି ଘରର ଉତ୍ତର ପଶ୍ଚିମ କୋଣରେ ରରଖିବା ଦ୍ଵାରା ଆର୍ଥିକ ସମସ୍ୟାର ଦୂର ହୋଇଥାଏ ,
୧୦ । ଗୋପି ଚନ୍ଦନର ନଅଟି ତାଳକୁ କଦଳୀ ଗଛରେ ହଳଦୀ ସୂତାରେ ବାନ୍ଧିଵା ଦ୍ଵାରା ଆପଣଙ୍କ ଘରେ ଧନ ସମ୍ପଦିର ଆଗମନ ହୋଇଥାଏ ,
ତେଵେ ଏହି ଦଶଟି କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *