8

କେଶକୁ କଳା କରିବା ପାଇଁ ମେହେନ୍ଦି ଲଗାଇଥିଲେ – ସାବଧାନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରାୟତଃ ସମୟରେ ଆମେ ଆମର କେଶର ରଙ୍ଗ ଧଳା ବା କଳା ହୋଇଗଲେ ବିଭିନ୍ନ ପ୍ରକାରର କ୍ୟାମିକାଲ ଯୁକ୍ତ ରଙ୍ଗ ଲଗେଇଥାଉ , କିନ୍ତୁ ଏହା କିଛି ସମୟ ପାଇଁ ଆପଣଙ୍କ କେଶକୁ ସାଇନ୍ ଓ କଳା କରିଥାଏ କିନ୍ତୁ ଆପଣ ଏହାର ସବୁଦିନ ବ୍ୟବହାର କରିବା କାରଣରୁ ଆମ

କେଶ ଝଡ଼ିବା ପରି ସମସ୍ୟା ମଧ୍ୟ ଦେଖା ଦେଇଥାଏ ଯାହାଫଳରେ ଆମକୁ କେଶ ଝଡ଼ିବା ପରି ସମସ୍ୟା ଭୋଗିବାକୁ ପଡ଼ିଥାଏ , କେଶର ରଙ୍ଗ କଳା କରିବା ପାଇଁ ବା ଧଳା କେଶକୁ ଲୁଚାଇବା ପାଇଁ ନିଜ କେଶରେ ମେହେନ୍ଦି ଲଗାଇବା ପସନ୍ଦ କରିଥାନ୍ତି , ଏଥିରେ ପ୍ରାକୃତିକ ଗୁଣ ଲୁଚି ରହିଥିଲେ ଯାହା ଆମ କେଶ କୁ କଳା କରିବା ସହିତ କିଛି ଲୋକ ଗରମ ଦିନ ନିଜ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ମେହେନ୍ଦି ଲଗାଇଥାନ୍ତି ,

long hair 1

ମେହେନ୍ଦି ଲଗେଇବା କାରଣରୁ ବହୁତ କିଛି ଫାଇଦା ହୋଇଥାଏ କିନ୍ତୁ ଏହା ଲମ୍ବା ସମୟ ଯାଏ କେଶରେ ମେହେନ୍ଦି ଲଗାଇ ଛାଡି ଦେବା ଦ୍ଵାରା ଆପଣଙ୍କ କେଶ ରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ , ତେବେ ଆସନ୍ତୁ ଜାଣିବା ବେଶି ସମୟ ଯାଏ କେଶରେ ମେହେନ୍ଦି ଲଗାଇବା ହେତୁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ ,

ଯଦି ଆପଣ ବେଶି ସମୟ ଯାଏ ମେହେନ୍ଦି ଲଗାଇ ରଖନ୍ତି ତେବେ ଆପଣଙ୍କ କେଶର ମାଇନିଙ୍ଗ ଚାଲିଯାଇଥାଏ ଏହା ଦ୍ଵାରା ଆପଣଙ୍କ କେଶ ଶୁଖି ଯାଇଥାଏ , କିନ୍ତୁ କିଛି ଲୋକ ଏପରି ହୋଇଥାନ୍ତି ଯେଉଁମାନେ କି ନିଜ ମୁଣ୍ଡକୁ ଥଣ୍ଡା କରିବା ଅନେକ ସମସ୍ୟା ସୃଷ୍ଟି କରିଥାଏ , କହି ଦେଉଛୁ ଯେ କେଶ କୁ କରା କରିବା ପାଇଁ ଏହାକୁ ୧ ରୁ ୨

ଘଣ୍ଟା ଯାଏଁ ମେହେନ୍ଦି ଲଗାନ୍ତୁ ନଚେତ ଆପଣ କେଶ ଉପବିଭା ବା ଝଡିଵି ଆହୁରି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ, ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *