9

ପଟନରକୁ ଖୁସ ରଖିବା ପାଇ ଏହି 3 ଟି ଉପାୟ ଦେବ ସାଥ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଏହି A.E.O ର ଫର୍ମୁଲା ଆପ୍ଳାଏ କରନ୍ତୁ , ଯାହାକି ସଂପର୍କରେ ଵହୁତ ମହତ୍ୱପୂର୍ଣ୍ଣ ହୋଇଥାଏ , ତେବେ ଆସନ୍ତୁ ଜାଣିବା A.E.O ର ଫର୍ମୁଲା ର ଫୁଲ ଫର୍ମ କଣ , ୧. A (attention ) ଯେତେବେଳେ ଆପଣ ପ୍ରଥମେ ପ୍ରେମ କରିଥାଅ ସେତେବେଳେ ନିଜ ପାଟନର୍ ପ୍ରତି ଥିବା ଆଣ୍ଟେନସନ ବହୁତ ଅଧିକ ରହିଥାଏ , କିନ୍ତୁ ଯେତେବେଳେ ପ୍ରେମ ହୋଇଯାଏ

ତାପରେ ଆଣ୍ଟେନସନ କୁଆଡେ ଚାଲିଯାଏ ତାହା ଆଉ ରହେ ନାହିଁ , ସେହି ପରି ଗୋଟାଏ ଝିଅଟିକୁ ପୁଅର ଆଣ୍ଟେନସନ ଟାଣି ଦେଇଥାଏ ଯେପରି ତୁମର ବ୍ୟବହାର , ତୁମର ଚାଲିଚଳନି ତୁମେ କଣ ଚାକିରି କରୁଛ ବା କ’ଣ କରିଛ ତାହା ସଵୁଵେଳେ ଗୋଟିଏ ଝିଅକୁ ପୁଅ ପ୍ରତି ଆଣ୍ଟେନସନ ଆଣିଥାଏ , ଯଦି ଏହି ଆଣ୍ଟେନସନ ନ ରହିବ ତେବେ ଏହି ସଂପର୍କ ବେଶୀ ଦିନ ରହିବ ନାହିଁ , ଯଦି ଅଛି ତେବେ ଆପଣଙ୍କ ପ୍ରେମ ଅଧିକ ଦିନ ପର୍ଯ୍ୟନ୍ତ ରହିବ ,

girl
୨. E-Experience ଆପଣଙ୍କ ପ୍ରେମ ସଂପର୍କରେ ଏକ୍ସପ୍ରିଏନସ ବହୁତ ବଡ଼ ରୋଲ୍ ନେଇଥାଏ , ଏଠାରେ ଯାହାର ଏକ୍ସପ୍ରିଏନସ ରହିଥାଏ ସେଠାରେ ତା’ର ଆଣ୍ଟେନସନ କମିଯାଏ , ତେବେ ଯଦି ଆପଣ ଆପଣଙ୍କର ପାଟନର୍ କୁ ଏକ୍ସପ୍ରିଏନସ କରାଇପାରିଵ ତେବେ ଏଠାରେ ଆପଣଙ୍କ ଆଣ୍ଟେନସନ ଓ ଆଟ୍ରାକ୍ସନ କମିଗଲା ,

girlll

ଆପଣ ନିଜ ସାମ୍ନା ଵାଲା କୁ କିପରି ଏକ୍ସପ୍ରିଏନସ ଦେଖାଉଛ ବା ତାକୁ କିପରି ଟ୍ରିଟ କରୁଛ , ସେଥିପାଇଁ ଆପଣ ନିଜ ପାଟନର୍ କୁ କିପରି ଏକ୍ସପ୍ରିଏନସ ଦେଶ ବା ତା ସହିତ କିପରି କଥା ହେବା ବା ତା ସହିତ ଖୁସିରେ ରହିବେ, ସେଥିପାଇଁ କିଛି ନା କିଛି ଏକ୍ସପ୍ରିଏନସ ଜାଣିନିୟ , ଏହା ଦ୍ଵାରା ଆପଣ ଆପଣଙ୍କର ସଂପର୍କ ବହୁତ ଦିନ ପର୍ଯ୍ୟନ୍ତ ନେଇପାରିବ ,

୩. O:- output ଏହା ରିଲେସନ ସିପରେ ବହୁତ ମେଟ୍ କରିଥାଏ , ଏହା ସବୁ ରିଲେସନ ସିପରେ ମେଟର କରିଥାଏ , ଯଦି ଆପଣ ପ୍ରେମ ସଂପର୍କରେ ଆସିବା ପରେ କିଛି ଅଲଗା ଫିଲ କରୁଛ ତେବେ ଏହା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୁର୍ଣ ଦେଇଥାଏ , ସେଥିପାଇଁ ଆପଣଙ୍କ ଆଉଟ୍ ପୁଟ ବହୁତ ଅଧିକ ମାନେ ରଖିଥାଏ ,

କଣ ତୁମକୁ ଏମିତି ଲାଗୁଛି କି ମୋତେ ଦୁନିଆରେ ବହୁତ ଭଲ ମଣିଷ ମିଳିଛି ବା ସେ ତୁମକୁ ଏହା କହୁଛି ତେବେ ତାଙ୍କୁ ଖୁଵ ଭଲ ପାଇବା ଦେବା ସହ ତାଙ୍କର ଯତ୍ନ ନିୟନ୍ତୁ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *