13

ମହିଳାଙ୍କ ଉତ୍ପାତ କରିବା ନିଶା ଛଡାଇଲେ ସ୍ବିଗି ଵୋଏ, ଗାଲରେ ବସିଥିଲା ସ୍ଵିଗି ଵୋଏଙ୍କ ଚାପୁଡ଼ା ଚିହ୍ନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିକାଲି ମୋବାଇଲରୁ ମୋବାଇଲ ଏପରି ସବୁ ଘଟଣା ଭାଇରାଲ ହେଉଛି ଯାହା ବିଶ୍ଵାସ କରିବା ଅସମ୍ଭବ ପ୍ରାୟ, ତେବେ ଏହି ଘଟଣାରୁ କେତେକ ନୀରିହ ଯୁଵକ ଆତ୍ମହତ୍ୟା କଲେଣି ତ କେଉଠି ବାଇଶି ଦେଇ ଆତ୍ମହତ୍ୟା କରୁଛନ୍ତି , ତେଵେ ଆଜି ଆମେ ଆପଣଙ୍କୁ ଏପରି ଏକ ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ରୋମ ଟାଙ୍କୁରାଇ ଦେଵ ,

ତେବେ ଘଟଣାଟି ଘଟିଛି ଭୁବନେଶ୍ୱର ନିକଟସ୍ଥ ଆଇ.ଜି ପାର୍କ ନିକଟରେ ଯେଉଁଠାରେ ଦେଖା ଯାଇଥିଲା ଯେ ଏକ ଯୁଵକ ସ୍କୁଟିରେ ବସିଛନ୍ତି ଓ ତାଙ୍କ ପାଖରେ ଥିବା ମହିଳା ବିଭିନ୍ନ ପ୍ରକାରର ଭାଷା କହି ଗାଳି ଗୁଲଜ କରୁଛନ୍ତି , ଏବଂ ମଝିରୈ ମଝିରେ ଯୁବକଙ୍କୁ ପିଟି ଚାଲିଛନ୍ତି , ଏପରି ବହୁ ସମୟ ଧରି କଥା ଚାଲିବା ପରେ ବହୁ ଲୋକ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ ,

ଆଉ ସମସ୍ତେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଥାନ୍ତି , ତାପରେ ଏଣ୍ଟ୍ରି ହୋଇଛି ସୁଇଗି ଵୋଏଙ୍କର ଯେତେବେଳେ ସୁଇଗି ଵୋଏ ଏ ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ ସେତେବେଳେ ସେ ଗାଳି କରୁଥିବା ମହିଳା ଆସି ତାଙ୍କୁ ମଧ୍ୟ ଗାଳି କରିଥିଲେ ସେଥିରେ ସୁଇଗି ଵୋଏ କହିଥିଲେ ଯେ ” ପବ୍ଲିକ ପ୍ଲେସରେ ତମର ଏଠି ଗାଳି ଗୁଲଜ କରୁଛ ଓ ଏଠାରେ ସେ ଯୁବକଙ୍କୁ ଏପରି ଭାଷାରେ ଗାଳି ଦେଉଛି ଆମେ ଭିଡ଼ିଓ କଲୁ କଣ ହେଲା ‘ ବାସ ଏତିକି

ମହିଳା ଜଣଙ୍କ ସୁଇଗି ଵୋଏ ପାଖରୁ ମୋବାଇଲ ଛଢେଇଵାକୁ ଚେଷ୍ଟା କରିଥିଲେ ଏବଂ ଯୁବତୀ ଜଣଙ୍କ ସେ ସୁଇଗି ବୋଏକୁ ଅତି ଖରାପ ଭାଷାରେ ଗାଳି କରିବା ସହିତ ଖରାପ ବ୍ୟବହାର ମଧ୍ୟ କରିଥିଲେ ଯେଉଁଥିରେ ସୁଇଗି ଵୋଏ ପୁରା ରାଗିଯାଇ ଥିଲେ ଏବଂ ଚାପୁଡ଼ା ଉପରେ ଚାପୁଡ଼ା ସେ ସୁଇଗି ଵୋଏ ଉପରେ ବସାଇ ଚାଲିଥିଲେ ,

ରାସ୍ତା ଉପରେ ମହିଳାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ବସାଇ ଯାଇଥିଲେ ଯାହାକୁ ଦେଖି ଆଖ ପାଖ ସ୍ଥାନ ରୁ ଲୋକେ ଆସି ଅଟକାଇବାକୁ ଲାଗିଲେ ତାପରେ ପହଞ୍ଚି ଯାଇଥିଲା ମିଡ଼ିଆ ତାପରେ ସୋସିଆଲ ମିଡ଼ିଆରେ ଏହି ଘଟଣା ନିଆଁ ପରି ଭାଇରାଲ ହେବାରେ ଲାଗିଲା ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *