swapna

ସ୍ବପ୍ନଦୋଷ ରୁ କିପରି ମୁକ୍ତି ପାଇବେ? ଧାତୁ କ୍ଷୟ ଅଧିକ ହୋଇଥିଲେ ଭରଣ କେମିତି ହେବ |

HEALTH

ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ। ବନ୍ଧୁଗଣ ଆଜିର ଯୁବପିଢି କେବଳ କାମନା ଆଉ ବାସନା ରେ ବୁଡି ରହୁଛି।ଆପଣ ଜାଣିଛନ୍ତି ଯେଉଁମାନେ ଜଙ୍ଗଲ ଭୟାନକ ଅଗ୍ନିରେ ଜଳିଯାଏ କିନ୍ତୁ ଆପଣ ବିଚାର ଯେଉଁମାନେ ବିନା ଅଗ୍ନିରେ ଜଳନ୍ତି ତାଙ୍କୁ କଣ କୁହାଯାଏ ? ଓ ବିନା ବନ୍ୟାରେ ଭାସିଯାଆନ୍ତି ସେମାନଙ୍କୁ କଣ କୁହାଯାଏ ?ସେମାନେ ହେଉଛନ୍ତି ଆଜିର ଯୁବା ପିଢ଼ି ଯେଉଁମାନେ ବିନା ଅଗ୍ନିରେ ଜଳୁଛନ୍ତି ଓ ବିନା ବନ୍ୟାରେ ବୁଡି ଯାଉଛନ୍ତି।ଆପଣ ନିଜକୁ ନହେଲେ ଆଖପାଖକୁ ଦେଖନ୍ତୁ ସେମାନେ ଏହି ସମସ୍ୟାରେ ପୀଡିତ ଥାନ୍ତି କିନ୍ତୁ କାହା ଆଗରେ ପରି ପ୍ରକାଶ କରିବାକୁ ଡରନ୍ତି।ଆଜି ଆମେ ଯାହା କହିବାକୁ ଯାଉଛୁ ତାହା ଅନେକଙ୍କ ଜୀବନକୁ ପରିବର୍ତ୍ତନ କରି ସାରିଛି।

deram

ସେ ମଣିଷ ହେଉ ଅବା ଯନ୍ତ୍ର ସମସ୍ତଙ୍କର ଗୋଟେ କାର୍ଯ୍ୟକାଳର ଅବଧି ରହି ଅଛି।କୌଣସି ଜିନିଷକୁ ଅନାଵଶ୍ୟକ କାର୍ଯ୍ୟରେ ଲଗେଇବା ତାହା ପ୍ରକୃତି ବିରୋଧୀ ଅଟେ।ସେମିତି ଯେତେବେଳେ ମଣିଷ ତାର କାମୁକତା ବା ବୀର୍ଜ୍ୟଶକ୍ତିକୁ ବେକାରରେ ଖର୍ଚ୍ଚ କରିଥାଏ ସେତେବେଳେ ତାକୁ ଧାତୁ ରୋଗ ହୋଇଥାଏ।ଏହି ରୋଗର ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଏ।ଯେମିତି ଅଳ୍ପ ଉତ୍ତେଜନାରେ ବୀର୍ଜ୍ୟ ପାତନ ହେବା ଏହାକୁ ଶିଘ୍ର ପତନ କୁହାଯାଏ। ବୀର୍ଜ୍ୟ ଶକ୍ତିର କ୍ଷମତା ହ୍ରାସ ପାଇବା,ଲିଙ୍ଗ ତେଢ଼ା ହୋଇଯିବା,ଗୋଟେ ସପ୍ତାହରେ ବାରମ୍ଭାର ସ୍ୱପ୍ନ ଦୋଷ ହେବା।୨୪ ଘଣ୍ଟା କେବଳ ସଂଭୋଗ ଓ ହସ୍ତମୈଥୁନ କରିବାର ବିଚାର ଆସିବା।ସୁନ୍ଦର ସୁଢ଼ଳ ଶରୀର ଧୀରେ ଧୀରେ କୁଶ୍ଚିତ ହେବା।ଶରୀର ଏବଂ ମୁହଁରୁ ଦୁର୍ଗନ୍ଧ ଆସିବା।ଆପଣ ଏଭଳି ସମସ୍ୟାର ଶିକାର ହେଉଥିଲେ ବା ହେଲେ ଆପଣଙ୍କୁ ସତର୍କ ହେବାକୁ ହେବ।ଆପଣ ନିଜେ ହିଁ ନିଜର ରକ୍ଷା କରି ପାରିବେ ଓ ନିଜ ଜୀବନକୁ ସୁନ୍ଦର ଓ ମଧୁମୟ କରି ପାରିବେ।

ଆସନ୍ତୁ ଜାଣିବା ସେ ଉପାୟ ଗୁଡିକୁ:-୧.ଆପଣ ପ୍ରତିଦିନ ରାତି ୧୦ଟା ଭିତରେ ଶୋଇଯାଆନ୍ତୁ ଓ ଶୋଇବା ଆଗରୁ ଯେକୌଣସି ଧାର୍ମିକ ଶାସ୍ତ୍ର ମନଧ୍ୟାନ ଦେଇ ପଢନ୍ତୁ।ଆପଣ ତାକୁ ପଢିବା ଦ୍ୱାରା ଆପଣଙ୍କ ମନରେ ସକାରାତ୍ମକ ଭାବ ପକାଇ ଥାଏ।ଏହା ଦ୍ୱାରା ଆପଣ ନିଜ କାମୁକତା ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ପାଇ ଯିବେ।ସମ୍ପୂର୍ଣ୍ଣ ଦିନର କାମ ସୁଚାର ରୂପରେ ହେବାରେ ଲାଗିବ।ଜୀବନ ସମ୍ପୂର୍ଣ୍ଣ ଭାବରେ ଆନନ୍ଦରେ ଭରିଯିବ ଏହାକୁ ଶୁଣିବା ପରେ ଆପଣଙ୍କୁ ଏହା ସାଧାରଣ ଲାଗି ପାରେ କିନ୍ତୁ ଆପଣ ଏହାକୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯିବ। ୨.ଆପଣଙ୍କୁ ୩ ମାସ ପର୍ଯ୍ୟନ୍ତ ନିଜକୁ ସ୍ୱପ୍ନ ଦୋଷ ଓ ଧାତୁ ରୋଗରୁ ଦୁରେଇ ରହିବାକୁ ପଡିବ।ଆପଣଙ୍କ ଯଦି ସ୍ୱପ୍ନ ଦୋଷ ହେଉଛି ଆପଣ ଏହାର ଚିନ୍ତନ ନକରି ଆପଣ ସକାରତ୍ମକ ଭାବ ମନରେ ରଖନ୍ତୁ।ନିଜର କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ ମନକୁ ସେ ସବୁ ଆଡ଼କୁ ନିଅନ୍ତୁ ନାହିଁ।

dream

୩.ଆପଣ ନିଜ ନିତ୍ୟ କର୍ମ ସହ ୧-୨ ଘଣ୍ଟା ଯୋଗ ପ୍ରତି ଧ୍ୟାନ ଦିଅନ୍ତୁ।ଆଉ ଯୋଗ ପ୍ରତି ନିହାତି ଧ୍ୟାନ ଦେବା ଉଚିତ ଓ ଯୋଗ କରିବା ଦ୍ୱାରା ଆମ ଚିନ୍ତନ ଶକ୍ତି ସକାରାତ୍ମକ ଶକ୍ତି ଆଡ଼କୁ ଗତି କରିଥାଏ।ଧାତୁ ରୋଗରୁ ରକ୍ଷା ପାଇବା ପାଇଁ ତ୍ରିବନ୍ଧ ପ୍ରାଣାୟମ କରନ୍ତୁ। ତାସହିତ ନିଜ ଶରୀରର ଧ୍ୟାନ ରଖନ୍ତୁ।୪.ଧାତୁ ରୋଗ,ସ୍ୱପ୍ନ ଦୋଷରୁ ରକ୍ଷା ପାଇବା ପାଇଁ ନିଜର ପେଟକୁ ସଫା ରଖନ୍ତୁ ଓ ନିଜ ପେଟକୁ ଠିକ ରଖନ୍ତୁ।ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଯାହାଫଳରେ ଆପଣଙ୍କ ପେଟ ରୋଗର ସମସ୍ୟା ଆଦୌ ଦେଖାଯିବ ନାହିଁ।ଆଉ ନିଜକୁ ଶୁସ୍ଥ ରଖିବା ପାଇଁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ।

ବନ୍ଧୁଗଣ ଆମେ ଆପଣ ମାନଂକ ପାଇଁ ସବୁବେଳେ ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *