2

ପାଦର ଆଙ୍ଗୁଠି କହିବ ଆପଣ କେତେ ଭାଗ୍ୟଶାଳୀ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଆପଣଙ୍କ ପାଦର ଆଙ୍ଗୁଠି ଏହି ପରି ଥିଲେ ଆପଣ ଭାଗ୍ୟ ଶାଳୀ ହୋଇଯିବେ । ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳୀ ଆଙ୍ଗୁଠି ବିଷୟରେ। ପ୍ରତ୍ୟେକ ମଣିଷର ଶରୀରର ଭିନ୍ନତା ଦେଖାଯାଏ। ଶାସ୍ତ୍ରରେ ବ୍ୟକ୍ତିର ପାଞ୍ଚ ପ୍ରକାର ପାଦର ଆଙ୍ଗୁଠି ବିଷୟରେ କୁହାଯାଇଛି।ପ୍ରଥମ ପାଦର ଆଙ୍ଗୁଠି। ଯେଉଁ ବ୍ୟକ୍ତି ର ଆଙ୍ଗୁଠି ଯଦି ବୁଢ଼ା ଆଙ୍ଗୁଠି ଠାରୁ ମଝି ଆଙ୍ଗୁଠି ବଡ଼ ହୋଇଥାଏ, ତେବେ ଆପଣଙ୍କର ସେହି ପାଦରଆଙ୍ଗୁଠି କୁ ସେଲ୍ ଟିକ ଆଙ୍ଗୁଠି କୁହାଯାଏ। ଏହି ଆଙ୍ଗୁଠିର ବ୍ୟକ୍ତି ସାଧାରଣ ହୋଇଥାନ୍ତି। ଏହି ଆଙ୍ଗୁଠି ଥିବା ଵ୍ୟକ୍ତିକୁ ଜୀବନରେ ସଫଳତା ମିଳିଥାଏ। କିନ୍ତୁ ସଫଳତା ପାଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ।

ଏହି ବ୍ୟକ୍ତି ପାଖରେ କିଛି କାମ କିମ୍ବା କୋୖଣସି କଥା ବୁଝିବା ପାଇଁ ଅଭୂତ ଜିନିଷ ରହିଥାଏ। ଏହି ବ୍ୟକ୍ତି ମାନେ କାଳ୍ପନିକ ଜୀବନ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି। ଏହି ପରି ଲୋକଙ୍କ ସହ ତାଙ୍କ ଜୀବନ ସାଥୀ ଭଲ ସମ୍ପର୍କ ରଖିଥାନ୍ତି।କର୍ମ କ୍ଷେତ୍ରରେ ଆଗକୁ ବଢ଼ିଵା ପାଇଁ ଏମାନଙ୍କ ମନ ଭିତରେ ସବୁ ବେଳେ ମାନସିକ ଚିନ୍ତା ରହିଥାଏ। କିନ୍ତୁ ଏମାନେ ଶାରୀରିକ କ୍ଷେତ୍ରରେ କମ୍ ପରିଶ୍ରମ କରିଥାନ୍ତି। ସେଥିପାଇଁ ଏହି ସେଲ୍ ଟିକ ପାଦର ଆଙ୍ଗୁଠି କୁ ଶାସ୍ତ୍ରରେ ସାଧାରଣ ସ୍ଥାନ ଦିଆଯାଇଛି। ଦ୍ଵିତୀୟ ପାଦର ଆଙ୍ଗୁଠି।

ଯେଉଁ ବ୍ୟକ୍ତିର ଚାରଟିଆଙ୍ଗୁଠି ସମାନ ଏବଂ ବୁଢ଼ା ଆଙ୍ଗୁଠି ବଡ଼ ତାହାକୁ ଜର୍ମାନୀଆକୃତି ର ଆଙ୍ଗୁଠି କୁହାଯାଏ। ଏହି ବ୍ୟକ୍ତି ମାନେ ଶାନ୍ତି ପ୍ରିୟ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଯେଉଁ କାମ ପ୍ରଥମେ କଲେ ବି ଏମାନଙ୍କ କାମରେ ଭୁଲ୍ ଦେଖିବାକୁ ମିଳେ ନାହିଁ। ଏମାନଙ୍କ ରୋଜଗାର କମ୍ ହେଲେ ବି ଏମାନେ ନିଜକୁ ମେନେଜ୍ କରିବା ଜାଣନ୍ତି। ଏହି ବ୍ୟକ୍ତି ମାନେ ସୁନ୍ଦର ହୋଇଥାନ୍ତି। ତାଙ୍କର ଏହି ସୁନ୍ଦର କଥାରେ ସେମାନେ ଅନ୍ୟ ମାନଙ୍କୁ ମୋହିତ କରିଥାନ୍ତି। ଶାସ୍ତ୍ର ଅନୁସାରେ ଏହି ପରି ପାଦରଆଙ୍ଗୁଠି କୁ ସାଧାରଣ ଭାଗ୍ୟ ଶାଳୀ ଆଙ୍ଗୁଠି ର ସ୍ଥାନ ଦିଆଯାଇଛି। ତୃତୀୟ ପାଦର ଆଙ୍ଗୁଠି।

ଯେଉଁ ବ୍ୟକ୍ତିର ଆଙ୍ଗୁଠି ମଝି ଆଙ୍ଗୁଠି ଠାରୁ ଵଡ ଏବଂ ସେଲ୍ ଟିକ ପରି ଅନ୍ୟ ସବୁ ଆଙ୍ଗୁଠି ଛୋଟ ବଡ଼ ହୋଇଥାଏ, ଏପରି ଆଙ୍ଗୁଠି କୁ ଗ୍ରୀକ୍ ଆଙ୍ଗୁଠି କୁହାଯାଏ। ଏହି ବ୍ୟକ୍ତି ବହୁତ ଚତୁର ଓ ବୁଦ୍ଧି ମାନ ହୋଇଥାନ୍ତି। ଏମାନେ କମ୍ କଥା କୁହନ୍ତି। ଏମାନଙ୍କୁ ସମାଜରୁ ଓ ପରିବାରରୁ ସମ୍ମାନ ମିଳିଥା ଏ ଏମାନଙ୍କ ବୁଦ୍ଧି ପାଇଁ ଏମାନେ ଭଲ ସ୍ଥାନରେ ରହିଥାନ୍ତି। ତେଣୁ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଆଙ୍ଗୁଠି ଗ୍ରୀକ୍ ଆକୃତିର ହୋଇଥାଏ, ତାହାକୁ ଭାଗ୍ୟ ଶାଳୀ ଆଙ୍ଗୁଠି କୁହାଯାଏ। ଚତୁର୍ଥ ପାଦର ଆଙ୍ଗୁଠି। ଯେଉଁ ବ୍ୟକ୍ତିର ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଠାରୁ ସବୁ ଆଙ୍ଗୁଠି ଛୋଟ ବଡ଼ ରହିଥାଏ ତାହାକୁ ଏଜିଵ୍ ସିନ୍ ଆଙ୍ଗୁଠି କୁହାଯାଏ।

ଏମାନେ ସମାଜ କାମ କରିବା ପାଇଁ ପସନ୍ଦ କରନ୍ତି। ଏହି ବ୍ୟକ୍ତି ମାନେ ସବୁ ବେଳେ ସୁଖ ରହନ୍ତି, ସେଥିପାଇଁ ଏମାନେ ଅଜଣା ବ୍ୟକ୍ତି ସହ ସହଜରେ ମିତ୍ରତା କରିଥାନ୍ତି। ଏମାନଙ୍କ ରାଶିରେ ସୂର୍ଯ୍ୟ ଏବଂ ମଙ୍ଗଳ ସ୍ଥାନରେ ଥାଆନ୍ତି ତେବେ ଏମାନେ ଜୀବନରେ ଶ୍ରେଷ୍ଠ ସ୍ଥାନ ପାଇଥାନ୍ତି। ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତିଙ୍କୁ ୮୦ ଭାଗ ଭାଗ୍ୟ ଶାଳୀ କୁହାଯାଇଛି। ପଞ୍ଚମ ପାଦର ଆଙ୍ଗୁଠି। ଯେଉଁ ବ୍ୟକ୍ତି ର ପାଦର ଆଙ୍ଗୁଠି ବୁଢ଼ା ଆଙ୍ଗୁଠି

ପାଖରେ ଦୁଇଟି ଆଙ୍ଗୁଠି ସମାନଥାଏ ତାହାକୁ ରୋମାନ୍ ଆଙ୍ଗୁଠି କୁହାଯାଏ। ଏହି ବ୍ୟକ୍ତି ମାନେ ବୁଦ୍ଧି ମାନ ହେବାସହ ବହୁତ ଚତୁର ହୋଇଥାନ୍ତି। ଏମାନେ ଯେଉଁ କାମ କରନ୍ତି ସଂପୂର୍ଣ୍ଣ ଭାବରେ କରନ୍ତି। ଏମାନଙ୍କୁ ଜୀବନରେ ଶ୍ରେଷ୍ଠସଫଳତା ମିଳିଥାଏ। ଏମାନଙ୍କୁ ସବୁ ଠାରୁ ବହୁତ ଭାଗ୍ୟ ଶାଳୀ ଵ୍ଯକ୍ତିରପାଦର ଆଙ୍ଗୁଠି କୁହାଯାଏ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *