ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ସବୁ ସମୟରେ ଦେଖି ଥିବେ କି ଯେପର୍ଯ୍ୟନ୍ତ ଝିଅ ମାନଙ୍କ ବିବାହ ହୋଇ ନ ଥାଏ ସେମାନଙ୍କ ମଧ୍ୟ ରେ ଖୁବ୍ କମ୍ ପରିମାଣ ରେ ପରିବର୍ତନ ଦେଖିବା ପାଇଁ ମିଳେ । ହେଲେ ବନ୍ଧୁଗଣ ବିବାହ ପରେ ସେମାନଙ୍କ ଶାରୀରିକ ପରିବର୍ତନ ଅଧିକ ମାତ୍ରା ରେ ହୋଇ ଥାଏ । କିଛି ଲୋକ ମାନଙ୍କର ଏମିତି ମାନ୍ୟତା ରହିଛି କି କେବଳ ଶାରୀରିକ ସଂମ୍ପର୍କ କାରଣ ରୁ ହିଁ ସେମାନଙ୍କ ମଧ୍ୟ ରେ ଏମିତି ଭାବେ ପରିବର୍ତନ ଦେଖିବା ପାଇଁ ମିଳେ ।
ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ଶାରୀରିକ ସଂମ୍ପର୍କ ପାଇଁ ହିଁ ମହିଳା ମାନଙ୍କ ହିପ୍ ଏବଂ ସ୍ତନ ର ଓଜନ ବି ବୃଦ୍ଧି ପାଇ ଥାଏ । ଏହାର ମୂଖ୍ୟ କାରଣ ହେଲା ଶାରୀରିକ ସଂମ୍ପର୍କ ରଖିବା ପରେ ମହିଳା ମାନଙ୍କ ହୋରମନ ରେ ଅନେକ ପରିବର୍ତନ ଦେଖିବା ପାଇଁ ମିଳେ । ଜାହାର ମୂଖ୍ୟ ପ୍ରଭାବ ସେମାନଙ୍କ ଶରୀର ଉପରେ ସିଧା ଭାବେ ପଡି ଥାଏ । ଏବଂ ପରେ ପରେ ସେମାନଙ୍କ ଶରୀର ରେ ଅନେକ ଅଙ୍ଗ ର ବୃଦ୍ଧି ସହିତ ସେମାନଙ୍କ ଓଜନ ବି ବୃଦ୍ଧି ହୋଇ ଥାଏ ।