4

ବୁଧଙ୍କ ଗୋଚର ୪ଟି ରାଶି ହେବେ କୋଟିପତି, ବ୍ୟବସାୟରେ ମିଳିବ ଅଚାନକ ଧନ ଲାଭ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁଭ ଗ୍ରହ ହେଉଛି ଵୁଧ ଗ୍ରହ ଚାରୋଟି ରାଶି ଚକ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି , ଵୁଧ ଦେଵ ଧନ ବ୍ୟବସାୟରେ ଫଳ ଦାନ ବୋଲି କୁହାଯାଏ , ରାଶି ଫଳରେ ବୁଧ ଥିଲେ ଶୁଭ କୁହାଯାଏ , ସେହି ଜାତକ ଥିବା ଵ୍ୟକ୍ତି ଧରି ଏଵଂ ବୁଦ୍ଧିମାନ ହୋଇଛନ୍ତି , ଯଦି ଆପଣ ବ୍ୟବସାୟରେ କରିଥାନ୍ତି ତେବେ ଆପଣଙ୍କୁ ପ୍ରଵଳ ଟଙ୍କା ରୋଜଗାର କରିବାକୁ ସୁଯୋଗ ପ୍ରାପ୍ତି କରିବାକୁ ଯାଉଛନ୍ତି , ଆଜି ଠାରୁ ମୀନ ରାଶିରେ ଗୋଚର କରିବାକୁ ଯାଉଛନ୍ତି ଯେଉଁଥିରେ ପୂର୍ବରୁ ସୂର୍ଯ୍ୟ ଦେବ ଉପସ୍ଥିତ ଅଛନ୍ତି ଯେହେତୁ ଚାରୋଟି

ରାଶିରେ ଶୁଭ ଫଳ ମିଳିବାକୁ ଯାଉଛି , ତେବେ ଆସନ୍ତୁ ଜାଣିବା ଯେ ବୁଧ କେଉଁ ରାଶି ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି , ସେମାନଙ୍କୁ ମାଲାମାଲ କରିବା ପାଇଁ ଯାଉଛନ୍ତି , ପ୍ରଥମେ ଆସୁଛି ତୁଳା ରାଶି : ଏହି ରାଶିର ଲୋକମାନଙ୍କ ପାଇଁ ବ୍ୟବସାୟରେ ବୃଦ୍ଧି କରିପାରୁ ନାହାନ୍ତି ତେବେ ଆପଣଙ୍କ ବର୍ତମାନ ବୃଦ୍ଧି ଘଟିଵ , ଆପଣଙ୍କ ଅଚାନକ ଧନ ପ୍ରାପ୍ତି ସହ ସଫଳତା ମିଳିବାକୁ ଯାଉଛି , ଆପଣ କେଉଁ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି , ବ୍ୟବସାଇ ମାନଙ୍କୁ ଭଲ ଲାଭ ମିଳିବ ,

rasi4

ମିଥୁନ ରାଶି :-
ମିଥୁନ ରାଶିର ଲୋକମାନଙ୍କ ପାଇଁ ବୁଧ ଦେବଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି , ସେମାନଙ୍କର ନିଜ କ୍ୟାରିୟର ସଫଳତା ମିଳିବ , ନୂଆ ଚାକିରିରେ ଖବର ଆସିପାରେ , ପ୍ରମୋସନ ମିଳିବ , ବ୍ୟବସାୟୀମାନଙ୍କୁ ଭଲ ଲାଭ ମିଳିବ , ଅଚାନକ ବଡ଼ ଲାଭ ସହ ସଫଳତା ହାସଲ ହୋଇପାରେ , ତେବେ ଏହି ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ,

mithun

କୁମ୍ଭ ରାଶି :-
ଏହି କୁମ୍ଭ ରାଶିର ଲୋକଙ୍କୁ ଵୁଧ ଦେବଙ୍କ ପ୍ରବେଶକୁ ଧନର ଲାଭ କରାଇବାକୁ ଯାଉଛନ୍ତି , ଏହା ସହ ଅନେକ ଖୁସି ମଧ୍ୟ ମିଳିପାରେ , ପରିବାର ସହିତ ସମୟ ଅତିବାହିତ କରନ୍ତୁ , ଆପଣଙ୍କର ପରିବର୍ତ୍ତନ ଆସିବ , ଚାକିରି , ଟଙ୍କା ବୃଦ୍ଧି କରିବ , କର୍ମକ୍ଷେତ୍ରରେ ଆପଣଙ୍କ ପରିବର୍ତ୍ତନ ହେବା ସହ ଅଚାନକ ଧନ ଲାଭର ଯୋଗ ରହିଛି , ଅଚାନକ ବଡ଼ ବଡ଼ ଲାଭ ଓ ସଫଳତା ହାସଲ ହୋଇପାରେ , ଏହି ରାଶିର ଲୋକମାନଙ୍କ ପାଇଁ ଅଚାନକ ପ୍ରକାଶିତ ଆୟ ମଧ୍ୟ ବୃଦ୍ଧି ହେବ ଖାସ କରି ବ୍ୟବସାୟୀ ମାନେ ଲାଭବାନ ହେବେ ,

ବିଛା ରାଶି :- ଏହି ବିଛା ରାଶିର ଲୋକମାନଙ୍କ ପାଇଁ ବୁଧ ଦେବଙ୍କ ପ୍ରବେଶ ରୁ ବହୁ ଧନ ଲାଭର ଯୋଗ ରହିଛି , ଏହି ବୁଧ ଗ୍ରହର ପ୍ରବେଶ ଅଚାନକ ଟଙ୍କା ଦେବ , ଅଚାନକ ଧନ ଲାଭ ହେବ , ଆୟ ମଧ୍ୟ ବୃଦ୍ଧି ହେବ , ଖାସ କରି ବ୍ୟବସାୟୀ ମାନେ ଲାଭ ବାନ ହେବେ , ଆପଣଙ୍କ କାମ ଅଟକି ଯାଇଥିବା ଆପଣଙ୍କ ସଫଳତା ମିଳାଇ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *