ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଏପ୍ରିଲ ମାସର ସିଂହ ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ , ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,ଆଜି ଆମେ ଏହି ସବୁକୁ ବିଶ୍ଲେଷଣ କରି କହିବୁ ,ଯଦି ଆମେ ସିଂହ ରାଶିର ଵ୍ୟକ୍ତି ବିଶେଷଙ୍କ ମାନଙ୍କର ବ୍ୟକ୍ତିତ୍ଵ ଵିଷୟରେ
କଥା ହେଵା ତେବେ ସିଂହ ରାଶିର ଵ୍ୟକ୍ତି ମାନେ ବହୁତ ହିଁ କ୍ରୋଧି ହୋଇଥାନ୍ତି , ସ୍ପଷ୍ଟଵାଦୀ ନିର୍ଭିକ ଓ ଜିଦ ଖୋର ମଧ୍ୟ ହୋଇଥାନ୍ତି , ଏହି ରାଶିର ଵ୍ୟକ୍ତି ବିଶେଷ ମାନେ ଜିଦ୍ ଖୋର ହୋଇଥିବାରୁ ଏମାନେ କାହାରିକୁ ଖାତିର କରନ୍ତି ନାହିଁ , ଏହି ରାଶିର ଵ୍ୟକ୍ତି ମାନେ ଏବଂ ନିଷ୍ପିତି ନେଵାରେ ଅଧିକ କ୍ଷମତା ରହିଥାଏ , ଆପଣ ଯେକୌଣସି ନିଷ୍ପତ୍ତି ନିୟନ୍ତି ତୁରନ୍ତ ନିୟନ୍ତି , ଭାବି ଚିନ୍ତି ନିଷ୍ପତିକୁ ଗ୍ରହଣ କରିଥାନ୍ତି , ନିଜର କଥାରେ ଅତୃପ୍ତ ମଧ୍ୟ ରହିଥାନ୍ତି , ଯଦି ଆପଣଙ୍କର ସିଂହ ରାଶି ଯାହା କହିବେ ତାହା ମଧ୍ୟ କରିବେ , ସିଂହ ରାଶିର ରାଶି ଅଧିପତି ଗ୍ରହ ହେଉଛନ୍ତି ରବି ମହାଗ୍ରହ ବା ସୂର୍ଯ୍ୟ ଦେବ ,
ଆପଣଙ୍କ ରାଶି ଅଧିପତି ଗ୍ରହ ରବି ହୋଇଥିବାରୁ ଆପଣ ରାଜକିୟ ସ୍ଵଭାବର ହୋଇଥାନ୍ତି , ଆପଣ କାହା ଆଗରେ ମୁଣ୍ଡ ନୁଆଁଇବା ପାଇଁ ପସନ୍ଦ କରନ୍ତି ନାହିଁ , ଆପଣ ଆପଣଙ୍କର ଚରିତ୍ର ହାନି କରିବାକୁ ଦିଅନ୍ତି ନାହିଁ , ଏମାନଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ଭରପୂର ଥାଏ । ଏମାନେ ଯେଉଁ କାର୍ଯ୍ୟ କରନ୍ତି ସେହି କାମକୁ ବହୁତ ଆତ୍ମବିଶ୍ୱାସ ସହ କରିଥାନ୍ତି । ଏହି କାରଣ ଯୋଗୁଁ ଏମାନଙ୍କୁ ବିରୋଧ କରିବା କଠିନ ସାଧ୍ୟ ହୋଇଥାଏ । ଏମାନେ ନିଜ ବଚନରେ ପକ୍କା ଅଟନ୍ତି । ଏମାନେ ନିଜ ବନ୍ଧୁ ମାନଙ୍କ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି । ଏମାନେ ବହୁତ ଉଚ୍ଚ ଅଭୀଳାସୀ ହୋଇଥାଆନ୍ତି ।ଏମାନେ ଘର ଓ ବାହାର କାମକୁ ବହୁତ ଭଲ ଭାବେ ସମ୍ଭାଳି ନେଇଥାନ୍ତି । ସିଂହ ରାଶିର ଲୋକେ ପ୍ରେମୀ ହିସାବରେ ସବୁବେଳେ ବହୁତ ଭାବୁକ ହୋଇଥାନ୍ତି । ସେମାନେ ଏମିତି ସାଙ୍ଗ ବାଛନ୍ତି ଯେଉଁମାନେ ତାଙ୍କୁ ସବୁବେଳେ ସାଥ ଦେବ । ଓ ଯେଉଁ ମାନେ ମୂର୍ଖତାପୂର୍ଣ୍ଣ କାମ କିଛି କରନ୍ତି ନାହିଁ ।
ଏହି ରାଶିର ଲୋକ ବହୁତ ସାହାସୀ, ମଜାଳିଆ, ଓ ବହୁତ ଉର୍ଜାବାନ ବ୍ୟକ୍ତି ବିଶେଷ ହୋଇଥାନ୍ତି । ଯେତେବେଳେ ଶାରରୀକ ସଂମ୍ପର୍କ କଥା ଆସେ ଏମାନେ ପ୍ରେମ ଓ ଶାରରୀକ ସଂମ୍ପର୍କ ମଧ୍ୟରେ ଏକ ଅନ୍ତର ରଖିଥାନ୍ତି । ଏମାନେ ଦୈନିକ ଦିନ ଚର୍ଚ୍ଚାରେ ହସ୍ତକ୍ଷେପ କରି ନଥାନ୍ତି । ଏମାନେ ବହୁତ ସ୍ୱତନ୍ତ୍ର ଓ ବୁଦ୍ଧିଜୀବୀ ହୋଇଥାଆନ୍ତି । ଏମାନେ ରାଜକୀୟ ହୋଇଥାନ୍ତି ଏମାନଙ୍କର ରହିବା ଖାଇବା ଖାଦ୍ୟ ସବୁ ରାଜକୀୟ ହୋଇଥାଏ , ସିଂହ ରାଶିର ଘାତ ଚନ୍ଦ୍ର ହେଉଛି ମକର ଚନ୍ଦ୍ର , ସିଂହ ରାଶିର ଘାତ ବାର ହେଉଛି ଶନିବାର , ସିଂହ ରାଶିର ଘାତ ତିଥି ହେଉଛି ନବମୀ ଓ ଘାତ ନକ୍ଷେତ୍ର ହେଉଛି ମୂଳା ନକ୍ଷେତ୍ର , ସିଂହ ରାଶିର ଶୁଭ ରଙ୍ଗ କମଳା ଓ ଲାଲ , ଏହି ରଙ୍ଗର ଆପଣ ଯେକୌଣସି ଵସ୍ତୁ ବ୍ୟବହାର କରନ୍ତୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି କରିବେ , ରବିବାରକୁ ସିଂହ ରାଶିର ଶୁଭ ଵାର ବୋଲି କୁହାଯାଏ ,
ଏମାନେ ଅନୁସାସନ ପ୍ରିୟ ହୋଇଥାନ୍ତି ଏମାନେ କିଛି ବି ଆଭହେଳା ପସନ୍ଦ କରିନଥାନ୍ତି , ଏମାନଙ୍କୁ ଯେତେବେଳେ କ୍ରୋଧ ଆସିଥାଏ ତେବେ ସେମାନଙ୍କୁ ଅଟକାଇଵା ଅସମ୍ଭବ ହୋଇଥାଏ , ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବା ଏମାନଙ୍କର ସ୍ଵଭାବ ହୋଇଥାଏ , ଏହି ରାଶିର ଵ୍ୟକ୍ତି ଦୟାଳୁ ସ୍ଵଭାବର ହୋଇଥାନ୍ତି ଏମାନେ କାହାର କଷ୍ଟ ଦେଖିଲେ ସାହାଯ୍ୟ କରିଥାନ୍ତି , ଏମାନଙ୍କୁ ତର୍କ କରିବା ବହୁତ ପସନ୍ଦ ହୋଇଥାଏ , ଏମାନେ କାହାକୁ ଅଧିକା କଥା କୁହନ୍ତି ନାହିଁ କିନ୍ତୁ ଏମାନଙ୍କ ପ୍ରତି ଖରାପ ବ୍ୟବହାରକୁ ମଧ୍ୟ ଭୁଲି ପାରନ୍ତି ନାହିଁ , ଏମାନେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ଲାଗିରହିଥାନ୍ତି , ଏମାନେ ଆଦର୍ଶ ବାଦ ହୋଇଥାନ୍ତି ଏବଂ ଯେକୌଣସି କଥାର ଅର୍ଥ ସହଜରେ ଜାଣିପାରନ୍ତି , ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ,
ତେବେ ଆସନ୍ତୁ ଜାଣିବା ୨୦୨୨ମସିହା ଏପ୍ରିଲ ମାସ କିପରି କଟିବ ଆସନ୍ତୁ ଜାଣିବା , ସିଂହ ରାଶି ରାଶିର ଲୋକମାନେ ଏହି ଜାନୁଆରୀ ମାସ ସାରା କର୍ମତତ୍ପର ରହିବେ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ଏବଂ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଏହିମାସଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।