8

ଶିକ୍ଷକଙ୍କ ଉତ୍ପାତ ଛଡାଇଲେ ଶିକ୍ଷୟତ୍ରୀ, ଶିକ୍ଷକଙ୍କ ଗାଲରେ ଶିକ୍ଷୟତ୍ରୀଙ୍କ ଗାଲ ଚାପୁଡ଼ା ଚିହ୍ନ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ଆମ ସମାଜରେ ହେଉଥିବା ଅପରାଧ ଗୁଡ଼ିକରେ ସମାଜ ଲୋକଙ୍କ ଯେତିକି ଭୁଲ ସେତିକି ଭୁଲ ହୋଇଥାଏ ଏହି ଭୁଲକୁ ଅଣଦେଖା କରୁଥିବା ଲୋକର , ତେବେ ନିକଟରେ ଆଜି ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ଏହି ଘଟଣାଟି ଘଟିଛି ଏକ ସ୍କୁଲରେ , ଏହି ଘଟଣାଟି ଏକ ଵ୍ୟକ୍ତି ଗତ ବିବାଦକୁ ନେଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଶିକ୍ଷୟିତ୍ରୀ ଜଣଙ୍କ ଜଣେ ଶିକ୍ଷକଙ୍କୁ ବିଧା ଗୋଇଠା , ଚାପୁଡ଼ା ମାରି ସେ ଶିକ୍ଷକଙ୍କ ମୁହଁକୁ ଲାଲ କରି ଦେଇଛନ୍ତି , ଆସନ୍ତୁ ଜାଣିବା ସଂପୁର୍ଣ୍ଣ ଘଟଣା ବିଷୟରେ ,

ଆଜି ଉତ୍କଳ ଦିବସ , ସ୍କୁଲରେ ଦିନଟି ବହୁତ ସୁରୁଖୁରୁରେ ଚାଲିଥାଏ , ଉତ୍କଳ ଦିବସରେ ପିଲାମାନଙ୍କ ଭାଷଣ ଦେବା ପ୍ରତିଯୋଗିତାରୁ ଆରମ୍ଭ କରି ସମସ୍ତ ପ୍ରକାରର ପ୍ରତିଯୋଗିତା ମଧ୍ୟ ହୋଇଥିଲା , କିନ୍ତୁ ଏହି ସମୟ ମଧ୍ୟରେ ଵିଵାଦ ଚାଲିଥିଲା ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟାରେ ଯାହା ପ୍ରଥମେ ନଜର ଆସିନଥିଲା କିନ୍ତୁ କିଛି ସମୟ ପରେ ବିବାଦ ବଢିଲା ପରେ ସ୍କୁଲର ସମସ୍ତ ଶିକ୍ଷକଙ୍କୁ ଜଣାପଡିଥିଲା ତେବେ ଵିଵାଦ ଏହା ଥିଲା ଯେ କିଛି ଦିନ ହେବ କୈାଣସି କାରଣକୁ ନେଇ ଶିକ୍ଷକ

ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ହଇରାଣ କରି ଆସୁଥିଲେ ଯେଉଁଥିରେ ଶିକ୍ଷୟିତ୍ରୀ କିଛି କହିପାରୁନଥିଲେ କିନ୍ତୁ ଆଜି ଶିକ୍ଷକ ଜଣଙ୍କ ସବୁ ସୀମା ପାର କରିଦେଇଥିଲେ ଓ ଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରି ତାଙ୍କ ପରିବାର ବିଷୟରେ ମଧ୍ୟ ଅଶ୍ଳୀଳ ଭାଷା କହିଛନ୍ତି ଯାହା ଶିକ୍ଷୟିତ୍ରୀ ପକ୍ଷେ ସହିଵା ଅସହ୍ୟ ହୋଇଯାଇଥିଲା ତେବେ ଏହି ବିବାଦକୁ ନେଇ ଶିକ୍ଷକ ମାନେ ଏକ ମିଟିଂ ରଖିଲେ ଏବଂ ସେହି ମିଟିଂ ରେ ଶିକ୍ଷୟିତ୍ରୀ ଜଣଙ୍କ ଆହୁରି ରାଗି ଯାଇ ଶିକ୍ଷକଙ୍କୁ ତାଙ୍କ ବ୍ୟକ୍ତିଗତ କଥାକୁ କହି ପିଟିବାକୁ ଲାଗିଲେ ,

ଚାପୁଡ଼ା, ଵିଧା ସେ ଶିକ୍ଷକ ଉପରେ ବସାଇବାକୁ ଲାଗିଲେ ଯାହାକୁ କେତେକ ଶିକ୍ଷକ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ , ତେବେ ସେ ବ୍ୟକ୍ତିଗତ କଣ ରହିଛି ତାହା ଏପର୍ଯ୍ୟନ୍ତ ଗୁପ୍ତ ରହିଛି ଜାଣିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *