5

ମକର ରାଶିର ଏପ୍ରିଲ ମାସର ମାସିକ ରାଶିଫଳ – ଶୁଭତ୍ଵ ପାଇଁ କରନ୍ତୁ ଏହି ଉପାୟ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ୨୦୨୨ ଏପ୍ରିଲ ମାସର ମକର ରାଶିର ମାସିକ ରାଶିଫଳ ବିଷୟରେ , ଏହି ମାସିକ ରାଶିଫଳ ଗ୍ରହଙ୍କ ର ସ୍ଥିତି ଓ ଚଳନକୁ ନେଇ ଆଧାରିତ , ଏବଂ ଗ୍ରହଙ୍କର ସ୍ଥିତି ଏବଂ ଚଳନ ଆମ ମନୁଷ୍ୟ ଜୀଵନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ , ଗ୍ରହଙ୍କର ସ୍ଥିତିକୁ ନେଇ ଆମେ ପାରିବାରିକ ଜୀବନ , ବୈବାହିକ ଜୀବନ ,

ଆର୍ଥିକ ସ୍ଥିତି , ଶିକ୍ଷା , ବ୍ୟବସାୟ ଏବଂ ସ୍ଵାସ୍ଥ୍ୟ ବିଷୟରେ ସଂପୁର୍ଣ୍ଣ କଥା ଜାଣିଥାଉ ,ଆଜି ଆମେ ଏହି ସବୁକୁ ବିଶ୍ଲେଷଣ କରି କହିବୁ ,ଯଦି ଆମେ ମକର ରାଶିରେ ଵ୍ୟକ୍ତି ବିଶେଷଙ୍କ ବିଷୟରେ କଥା ହେବା ତେବେ ଏମାନେ ସ୍ପଷ୍ଟ ଵାଦୀ ହୋଇଥାନ୍ତି , କିନ୍ତୁ ଏମାନେ ଜିଦଖୋର ପ୍ରକୃତିର ହୋଇଥାନ୍ତି , ନୀତି ନିଷ୍ଠା ଅନୁସାରେ ପରିବାର ଲୋକଙ୍କ ମଧ୍ୟ ହୀନ ମନେ କରନ୍ତି , ନୀତି ନିୟମ ଅନୁସାରେ ସେ ସମସ୍ତଙ୍କୁ ପଛରେ ପକେଇ ଦେଇଥାନ୍ତି , ମକର ରାଶିରେ ଵ୍ୟକ୍ତି ମାନେ ହଠାତ୍ କୈାଣସି କାର୍ଯ୍ୟ କରନ୍ତି ନାହିଁ ଭାବି ଚିନ୍ତି ଧୀରେ ଧୀରେ କାର୍ଯ୍ୟ କରିଥାନ୍ତି ଏବଂ ସେ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି ,

rasi4

ଏବଂ ଆତ୍ମସମ୍ମାନ ପ୍ରିୟ ହୋଇଥାନ୍ତି , ଭାଇ ଭଉଣୀଙ୍କ ସଂପର୍କ ସୁ ସଂପର୍କ ରଖିବା ପାଇଁ ଭଲ ପାଆନ୍ତି , ଏମାନେ ନୀଜ ଜୀଵନ ସାଥି ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି , ଜୀଵନ ସାଥିଙ୍କୁ ଅତ୍ୟନ୍ତ ଭଲ ପାଇଥାନ୍ତି , ନିଜର ଜିଦ୍ ଆଗରେ ବା ନିଜ ସ୍ବାଭିମାନ ଆଗରେ ଅନ୍ୟମାନଙ୍କୁ ପଛରେ ପକେଇଦେଇଥାନ୍ତି , ମକର ରାଶିରେ ସ୍ଵାମୀ ହେଉଛନ୍ତି ଶନିଦେଵ , ଏହି ରାଶିର ଶୁଭ ରଙ୍ଗ ହେଉଛି ନୀଳ , ଆକାଶି ଓ କଳା । ଏମାନଙ୍କର ଶୁଭ ଵାର ହେଉଛି ଶନିବାର ଓ ଇଷ୍ଟ ଦେବତା ହେଉଛନ୍ତି ଶନି ଦେବ ଓ ଭଗଵାନ ଶିବ ।

siba

ଏମାନଙ୍କ ରାଶିର ଶୁଭ ସଂଖ୍ୟା ହେଉଛି ୮ ଏମାନେ ଆଠ କିମ୍ବା ୨୬ ତାରିଖରେ ଶୁଭ କାର୍ଯ୍ୟ କଲେ ଶୁଭ ଫଳ ଓ ସଫଳତା ମିଳିଥାଏ , ତେବେ ଆସନ୍ତୁ ଜାଣିବା ଏପ୍ରିଲ ମାସଟି ମକର ରାଶିର ଲୋକମାନଙ୍କ ପାଇଁ କିପରି ରହିଵ , ଏହି ରାଶିର ଲୋକମାନେ ଏହି ଏପ୍ରିଲ ମାସ ସାରା କର୍ମତତ୍ପର ରହିବେ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି ,

ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ଏବଂ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ , ଏହିମାସଟି ଆପଣଙ୍କ ପାଇଁ ଶୁଭ ରହିବ ଓ ଶୁଭ ଫଳ ପାଇଁ ଗରିବ ଲୋକଙ୍କୁ ଅନ୍ନ ଵସ୍ତ୍ର ଦାନ କରନ୍ତୁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *