rasi

୯ ଏପ୍ରିଲ ଶନିବାର ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜି କେହି ପସନ୍ଦର ବ୍ୟକ୍ତି ଆପଣଙ୍କୁ ଦେଖାକରିବାକୁ ଘରକୁ ଆସିପାରେ । ଆପଣ ଦିନସାରା ବିଚାରରେ ବୁଡିରହିବେ , ବାଣୀରେ ନିୟନ୍ତ୍ରଣ ରଖନ୍ତୁ ନହେଲେ କ୍ଷତି ହୋଇପାର୍,  ପରିବାରରେ କିଛି ଶୁଭ କାର୍ଯ୍ୟ ସଂପନ୍ନ ହୋଇପାରେ  କିଛି ଖାସ୍ ମାମଲାରେ ଆପଣ ସତ୍ୟତାରୁ ଦୁରେଇ ରହିବେ , ଟେକନିକି ଶିକ୍ଷାରେ ସନ୍ତାନଙ୍କ ଅଧିକା ସଫଳତା ମିଳିବ , ଆଜି ଆପଣ ନିଜର ଦାମିକା ବସ୍ତୁକୁ ସୁରକ୍ଷା ଦେବାରେ ଅଣଦେଖା କରିବେ ।

୨) ବୃଷ ରାଶି : ଆଜି ନିଜକୁ ଶାନ୍ତ ବନାଇ ରଖିବେ । ବେରୋଜଗାର ଯୁବାଙ୍କୁ ଚାକିରି ଓ ଉନ୍ନତି ଦୁହେଁ ଏକା ସାଙ୍ଗେ ମିଳିବାର ସଂମ୍ଭାବନା ଅଛି , ଆପଣଙ୍କ ଛୁଆ ଖୁସି ରହିବେ , ଓ ନିଜ ଜୀବନସାଥୀ ସହ ସନ୍ତୋଷପ୍ରଦ ଜୀବନର ଲାଭ ଉଠାଇବେ , କେଉଁ ଧାର୍ମିକ କାର୍ଯ୍ୟ ସାମାଜିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରନ୍ତି , ଛୁଆଙ୍କୁ ନିଜର ବିଚାର ରଖିବାକୁ ଦିଅନ୍ତୁ , ଆପଣ ସେହି ବିଚାରଗୁଡିକ ଉପରେ ଚିନ୍ତା କରନ୍ତୁ ନିର୍ଣ୍ଣୟ ନିଅନ୍ତୁ , ବନ୍ଧୁ ଓ କେଉଁ ସଂମ୍ପର୍କୀୟଙ୍କ ଠାରୁ ଉପହାର ମିଳିପାରେ ।

୩)ମିଥୁନ ରାଶି : ଆପଣଙ୍କ କାର୍ଯ୍ୟସ୍ଥଳ ଉପରେ ଜିନିଷର ଟିକିଏ ବ୍ୟବସ୍ଥିତ କରିବାର ଦରକାର ଅଛି , ଏଥିରେ ସବୁ ଠିକ୍ ହୋଇଯିବ , ଗରିବ ଓ ଦରକାରୀ ଲୋକଙ୍କୁ ସାହାଯ୍ୟ କଲେ ଲାଭ ହେବ , କାର୍ଯ୍ୟରେ ଅଧିକତା ସ୍ୱାସ୍ଥ୍ୟ୍ ପ୍ରଭାବିତ ହେବ , ରୋଗାକ୍ରାନ୍ତ ହୋଇପାରନ୍ତି । ନିଜ ସହ ଯୋଡି ହୋଇଥିବା ପହଲୁ ସହ ବିଚାର କରନ୍ତୁ , ଦିନ ଭଲ ହେବ , ଶଶୁରଘର ପକ୍ଷରୁ ଆୟୋଜନ ଯିବାର ଅବସର ମିଳିପାରେ , ପ୍ରାଇଭେଟ୍ ଜବା କରୁଥିବା ଲୋକ ଆଜିର ଦିନ ଫାଈଦା ପାଇବେ ।

mithun

୪) କର୍କଟ ରାଶି : ଆଯି କାର୍ଯ୍ୟକ୍ଷେତ୍ରରେ ସମସ୍ୟାକୁ ସମାଧାନ କରିବାପାଇଂ ନିଜ ଧ୍ୟାନକୁ କେନ୍ଦ୍ରିତ କରିବେ , ଲାଭପ୍ରଦ ସଉଦା ହାତରେ ନେବେ , ଜୀବନସାଥୀ ତଥାପରିବାର ସହ ଆନନ୍ଦଦାୟି ସମୟ କଟିବ,  ବାରମ୍ବାର କରାଯାଈଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ , ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ସ୍ୱାସ୍ଥ୍ୟ ପୁର୍ବରୁ ଠିକ୍ ରହିବ, କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦିଅନ୍ତୁ , କେଉଁ ଗୁପ୍ତ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ , କେଉଁ ପୁରୁଣା ବନ୍ଧୁ ଦେଖା ହୋଇପାରେ ।

୫) ସିଂହ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ , ଆତ୍ମବିଶ୍ୱାସରେ ଭରି ରହିବେ , ଯଦି କାହାକୁ ପ୍ରପୋଜ କରିବାର ଅଚି ତେବେ ଏହା ଆଜି ପାଇଁ ଆଦର୍ଶ ଦିନ ନୁହେଁ , ଚାକିରି କରୁଥିବା ଲୋକ ପଦୋନ୍ନତି ପାଇବେ , ତଥା ବେତନରେ ବୃଦ୍ଧି ହେବ , ଆପଣ ଯାହାବି ଫଇସଲା ନେବେ ତାହାର ପ୍ରଭାବ ଲମ୍ବା ସମୟ ଯାଏଁ ରହିବ , ଆପଣ ଅଧିକାଂଶ କାମମ କେଉଁ ସହଯୋଗୀ ସାହାଯ୍ୟରେ ପୁରା କରିବେ ,

୬) କନ୍ୟା ରାଶି : ଆଜିର ଦିନ ଆପଣଙ୍କ ପାଇଁ ପଇସା ସହ ଯୋଡି ହୋଇଥିବା ମାମଲାରେ ଭଲ ରହିବ , ଅବିବାହିତ ଯୁବକ ଓ ଯୁବତୀଙ୍କୁ ଜୀବନସାଥି ମିଳିପାରିବ , ଯଦି ଆପଣ ବ୍ୟବସାୟରେ ବୁଝାମଣା ପ୍ରବେଶ କରିବାର ଯୋଜନା କରୁଛନ୍ତି , ତେବେ ଆଗକୁ ବଢିବାକୁ ବିଚାର ବିମର୍ଶ କରିନିଅନ୍ତୁ , ପରିବାର ସହ ଯାତ୍ରା ହୋଇପାରେ , ଆଇନଗତ ମାମଲାରେ ଧନ ଖର୍ଚ୍ଚ ହୋଇପାରେ,  ଦୁର ସ୍ଥାନରେ ରହୁଥିବା ଲୋକ କଥାବାର୍ତ୍ତା କରିବାର ଯୋଗ ଅଛି , ଯେତେ ପରିଶ୍ରମ କରିବେ , ସେତେ ଭଲ ଫଳାଫଳ ଆସିବ ।

kanya

୭) ତୁଳା ରାଶି :  ଆଜି କେଉଁ ପ୍ରକାରର ଭୁଲ୍ ପଦକ୍ଷେପ ନ ଉଠାନ୍ତୁ , ଧନର ଚିନ୍ତା ଶେଷ ହେବ । ବେପାର କ୍ଷେତ୍ରରେ ଅପାର ଉନ୍ନତି ହେବ , ସିନେମା ଓ ମିଡିଆ ସହ ଯୋଡିହୋଇଥିବା ଲୋକ ନିଜକୁ ବ୍ୟସ୍ତ ରଖିବାରେ ପର୍ଯ୍ୟାପ୍ତ କାମ ହେବ , ଆପଣ କେଉଁ ଖାସ୍ ମାମଲାରେ ଫଇସଲା ନେବାରେ ନିଜକୁ ଅନୁଭବିଙ୍କ ପାଖର୍ ଉପଦେଶ ନିଅନ୍ତୁ , ଆପଣଙ୍କ ଘର ପରିବାର ଖୁସିରେ ଭରିଯିବ , ଫାଲତୁ ବିବାଦ ସାମ୍ନାରେ ଆସିପାରେ,

୮) ବିଛା ରାଶି : କାମ କାର୍ଯ୍ୟ ସହ ଯୋଡି ହୋଇଥିବା ମାମଲାରେ ସଫଳତା ମିଳିବ , ନିଜକୁ ଅବୈଧ ଜିନିଷରୁ ଦୁରେଇ ରଖିବା ବୁଦ୍ଧିମାନୀର କାର୍ଯ୍ୟ ହୋଇପାରେ , ଆପଣଙ୍କ ପାଖରେ ବହୁତ ଅବସର ମିଳିବ , ବରିଷ୍ଠଙ୍କ ସହଯୋଗରେ ବିତ୍ତିୟ ସ୍ଥିତିରେ ସୁଧାର ଆସିଯିବ , କେଉଁ ଶୁଭ ସମାଚାର ପ୍ରାପ୍ତିରେ ଘରେ ପ୍ରସନ୍ନତା ମାହୋଲ୍ ରହିବ , ସନ୍ତାନଙ୍କ ତରଫରୁ ଭଲ ଖବର ଓ ସଙ୍କେତ ମିଳିପାରେ,  ନିଜ ସିନିୟର୍ସଙ୍କ ସମ୍ମାନ କରନ୍ତୁ , ତାଙ୍କୁ କିଛି ଏପରି କୁହନ୍ତୁ ନାହିଁ ଯାହା ତାଙ୍କ ମନକୁ ଖରାପ ଲାଗିପାରେ ।

୯) ଧନୁ ରାଶି : ଅନୁକୁଳ ସମୟର ଲାଭ ଉଠାନ୍ତୁ , ବଢୁଥିବା ବ୍ୟୟ କାରଣରୁ ବୁଝାମଣାରେ କିଛି ସମସ୍ୟା ଆସିପାରେ , ଅଫିସ୍ ରେ ଯୁକ୍ତି ହେବାରୁ ବଞ୍ଚନ୍ତୁ  ସକାଳୁ ସକାଳୂ କିଛି ବଡ୍ ଖୁସିଖବର ମିଳିପାରେ , ଆଜି ଆପଣ ଟିକିଏ ଅନିୟମିତତା ମୁଡ୍ ହୋଇପାରନ୍ତି । ଚାକିରି ଧନ୍ଦାରେ ପ୍ରଗତିର ଯୋଗ ଅଛି , ସନ୍ତାନଙ୍କୁ ନେଇକରି କିଛି ଚିନ୍ତା ଆସିପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖନ୍ତୁ , ସାହିତ୍ୟ କଳା କ୍ଷେତ୍ରରେ ଆପଣଙ୍କ ରୁଚି ବଢିବ , |

dhanu

୧୦) ମକରରାଶି : ବିଦ୍ୟାର୍ଥୀଙ୍କୁ ନିଜ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ , ରାଜନୀତି କିମ୍ବା ସାମାଜିକ କାର୍ଯ୍ୟରେ ଯୋଡି ହୋଇଥିବା ଲୋକ ନିଜକୁ ଦୃଢତା ସ୍ଥାପିତ କରିବେ , ଧନ ସଂମ୍ବନ୍ଧି ମାମଲାରେ ସହଜରେ ଆଗକୁ ବଢିବେ , ବାପାଙ୍କ ସ୍ୱାସ୍ତ୍ୟରେ ବିକାର ହୋଇପାରେ,  ନିଜ କଥାକୁ ସେହି ଲୋକଙ୍କୁ ମନାଇପାରିବେ , ଯାହା ଆପଣଙ୍କୁ ନାରାଜ୍ ଅଛନ୍ତି , କେଉଁ କଥାକୁ ନେଇକରି ମନରେ ଅଶାନ୍ତି ଆସିପାରେ , ଅଧିକା କ୍ରୋଧ କରନ୍ତୁ ନାହିଁ । କାହା ସହ ବିବାଦ ହୋଇପାରେ , ଯାତ୍ରାର ଯୋଜନା ହୋଇପାରେ ।

୧୧) କୁମ୍ଭ ରାଶି : ଆଜି ଆପଣଙ୍କ କଠିନ ସମସ୍ୟା ସମାଧାନ ହେବ , ସାର୍ବଜନିକ ଜୀବନରେ ଅପୟଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ ସମ୍ନାନ ପ୍ରତିଷ୍ଠାରେ ହାନି ପହଞ୍ଚାଇପାରେ , ବେକାର ଗତିବିଧିରୁ ସମୟ ଉର୍ଜା ଖର୍ଚ୍ଚ କରନ୍ତୁ ନାହିଁ , ବିବାହିତ ଜୀବନରେ ଫାଟ ହୋଇପାରେ । ଦାୟିତ୍ୱକୁ ନେଇକରି ଆପଣଙ୍କ ସାବଧାନ ରହିବ । ଛୋଟ ଭାଇଙ୍କ ସାମଞ୍ଜସ୍ୟ ବନାଇ ରଖନ୍ତୁ , ତାଙ୍କ ମାଧ୍ୟମରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ଛୋଟ ଛୋଟ୍ କଥାରେ ରାଗିପାରନ୍ତି ।

୧୨) ମୀନ ରାଶି :  ଆଜି କହିବାର ପୁର୍ବରୁ ବିଚାର କରିନିଅନ୍ତୁ , ଆପଣଙ୍କ ଦ୍ୱାରା ନିଜ ପୁରା କାର୍ଯ୍ୟ ପ୍ରୟୋଗ ଆପଣଙ୍କୁ ସବୁ ସମୟରେ ସଫଳ କରାଇବ , ବେପାରୀ ଲୋକଙ୍କୁ କିଛି କଠୋର ନିର୍ଣ୍ଣୟ ନେବାକୁ ପଡୀପାରେ , ସ୍ୱାସ୍ଥ୍ୟ ପୁର୍ବାଅପେକ୍ଷା ଭଲ ରହିବ , ଜୀବନସାଥୀ ସହ ଭଲ ସମୟ କଟିବ,  କେଉଁ ଆଡେ ସଂମ୍ପର୍କର କଥା ଉଠିପାରେ , ଜୀବନସାଥୀର ସମ୍ମାନ କରନ୍ତୁ , ଓ ଏବଂ ଆଜିର ଦିନ ଉପଦେଶ ମାନିବା ଶୁଭ ଅଟେ , ମଦ୍ୟପାନ ଓ ଖରାପ ବ୍ୟକ୍ତିଙ୍କ୍ ସହ ଆଜି ନ ମିଶନ୍ତୁ ।

Leave a Reply

Your email address will not be published. Required fields are marked *