rasi

୧୨ ଏପ୍ରିଲ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଏକାଗ୍ରତା ବୃଦ୍ଧି ହେବ । କେଉଁ ପ୍ରିୟଙ୍କ ସହ ବୈଚାରିକ ମତଭେଦ ଦେଖାଦେଇପାରେ , କିଛି ଲୋକ ନିଜ ବିଜନେସ୍ ପାର୍ଟନର୍ କିମ୍ବା ସହଯୋଗୀଙ୍କ ସହ ସମସ୍ୟା ହୋଇପାରେ , ଛାତ୍ରଙ୍କୁ ପ୍ରତିଯୋଗୀ ପରିକ୍ଷାରେ ସକରାତ୍ମକ ପରିଣାମ ମିଳିବ , କାହାର ସାହାଯ୍ୟରେ ଭଲ ଫାଈଦା ହୋଇପାରେ , ଅଧିକାରୀଙ୍କ ତରଫରୁ ମହତ୍ତ୍ୱପୁର୍ଣ୍ଣ ମାମଲା ଉପରେ କଥାବାର୍ତ୍ତା ହୋଇପାରେ , ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବୃଦ୍ଧି ହେବ ।

୨)ବୃଷ ରାଶି : କିଛି ଭୁଲ୍ ବିଚାର ଆଜି ଆପଣଙ୍କ କାମରେ ବାଧା ଦେଇପାରେ , ଛାତ୍ର ବର୍ଗଙ୍କ ପାଇଁ ଦିନ ଶୁଭ ନାହିଁ , କିନ୍ତୁ ନିଜ ଲକ୍ଷ୍ୟର ପ୍ରତି ଗତିଶୀଳ ହେବା ଉଚିତ୍ , ମନୋରଞ୍ଜନ ସହ ଯୋଡି ହୋଇଥିବା ଗତିବିଧିଗୁଡିକ ମଜାଦାର୍ ରହିବ , ପଡୋଶୀଙ୍କ ମଧ୍ୟରେ ପ୍ରତିଷ୍ଠା ବଢିବ , ଆପଣ ଟିକିଏ ଚିଡଚିଡା ସ୍ୱଭାବର ରହିପାରନ୍ତି । ଆପଣଙ୍କ ବୈବାହିକ ଜୀବନ ଭଲ ରହିବ । ସ୍ୱାସ୍ଥ୍ୟରୁ ଚିନ୍ତା ବଢିପାରେ , ଆପଣ କେଉଁ ଦ୍ୱିତୀୟ କମ୍ପାନୀରେ କାମ କରିବାର ମଉକା ପାଇପାରନ୍ତି

୩)ମିଥୁନ ରାଶି : ଚାକିରୀରେ ପଦୋନ୍ନତି କିମ୍ବା ବେତନରେ ବୃଦ୍ଧି ଘଟିବ । ରାଜନୀତିରେ କେଉଁ ଉଚ୍ଚନେତାଙ୍କ ଆଶିର୍ବାଦ ପ୍ରାପ୍ତ ହେବ , ଘର କାମ କାର୍ଯ୍ୟରେ ନିଜ ଦାୟିତ୍ୱକୁ ବୁଝିପାରିବେ , ଆଜି କରାଯାଇଥିବା ନିର୍ଣ୍ଣୟ ଲାଭପ୍ରଦ ହୋଇପାରେ , ଆଖପାଖ ଲୋକଙ୍କର ବ୍ୟବହାର ଭାବନାରେ ବୃଦ୍ଧି ହୋଇପାରେ , ପ୍ରେମ ଭରା ଜୀବନ ଆନନ୍ଦଦାୟକ ରହିବ , ନିଜ ସମୟର ସଦୁପଯୋଗ କରିବାର ଦ୍ୱାରା ଲାଭ ହେବ ।

mithun

୪)କର୍କଟ ରାଶି : ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ସାମୁଦାୟିକ ଓ ବୁଝାମଣା ଦ୍ୱାରା କାର୍ଯ୍ୟ ସୁଚାରୁରୁପେ ତୁଲାଇବେ , ଅଫିସ୍ କିମ୍ବା ଘରେ କିଛି ନୁଆ ପରିବର୍ତ୍ତନ ଦେଖିବାକୁ ମିଳିପାରେ , ନିଜ ସହ ସଂମ୍ପର୍କୀୟଙ୍କ ସହ କେଉଁ ଆଡେ ବାହାରକୁ ଯାଇପାରନ୍ତି , ତେବେ ଆଶାରୁ ଅଧିକା ସଫଳତା ମିଳିପାରେ , କେଉଁ ପ୍ରଭାବଶାଳି ବ୍ୟକ୍ତି ସହଯୋଗରେ ରୋଜଗାର ସଂବନ୍ଧି ସମସ୍ୟା ଦୂର ହୋଇଯିବ , କେଉଁ ଅଜଣା ଲୋକ ଆପଣଙ୍କ ଫାଇଦା ଉଠାଇପାରେ , ପରିବାରର ସ୍ଥିତି ଠିକ୍ ରହିବ ।

୫)ସିଂହ ରାଶି : ପରିବାରରେ ଆନନ୍ଦଦାୟକ ବାତାବରଣ ଦେଖିବାକୁ ମିଳିବ । ନିବେଶ ଇତ୍ୟାଦିରେ ମନୋନୁକୁଳ ରହିବ , ଚାକିରିରେ ପ୍ରଭାବ ପକାଇବ , ଉତ୍ସାହ ଓ ପ୍ରସନ୍ନତା ବଢିବ , କେଉଁ ଯାତ୍ରାରେ ଯାଇପାରନ୍ତି । ଶାନ୍ତ ବ୍ୟବହାର ଓ ଭଲ କାର୍ଯ୍ୟ ଭାବନା ସହ ନିଜ ବ୍ୟବହାରକୁ ସଂମ୍ଭାଳନ୍ତୁ , ବାରବାର ଲଗାତାର୍ କରାଯାଇଥିବା ପ୍ରୟାସ ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ , ଅଚାନକ ଯାତ୍ରା କିମ୍ବା ବଡ କାମ କରିବାରେ ଟିକିଏ ସମୟ ଲାଗିପାରେ , କେଉଁ କଥାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ମତଭେଦ ହୋଇପାରେ ।

୬)କନ୍ୟା ରାଶି : ଆଜି ଆପଣଙ୍କୁ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ । ଆଇନଗତ ଅସୁବିଧା ଦୂର ହୋଇଯିବ , ଆପଣଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ପକାଇବା ପାଇଁ ନିଜ ଆଶଙ୍କା କୁ ବୃଦ୍ଧି କରିବାର ଆବଶ୍ୟକତା ଅଛି , ଆପଣଙ୍କ ବ୍ୟବସାୟ ଠିକ୍ ଚାଲିବ , ନିଜ ତନ ମନ ପ୍ରସନ୍ନତା ଅନୁଭବ କରିବେ , ବିନା ବୁଝିବିଚାରି କହିବେ ତ ଅସୁବିଧାରେ ପଡୀପାରନ୍ତି , ମିତ୍ରଙ୍କର ସହ ବୁଲିବାର ପ୍ଲାନ୍ କରିପାରନ୍ତି , କିନ୍ତୁ ନିଜ ବନ୍ଧୁତା ମଜବୁତ୍ ହେବ ।

kanya

୭)ତୁଳା ରାଶି : ଆଜି ଆପଣଙ୍କ ପରିବାର ସହ ମଧୁର ସଂମ୍ପର୍କ ସ୍ଥାପନ ହେବ , ଆପଣଙ୍କ ଆତ୍ମବିଶ୍ୱାସ ବି ବୃଦ୍ଧି ଦେଖାଦେବ , ମାନସିକ ଚିନ୍ତା ଉପରେ ଅଧିକା ହାବି ହେବାକୁ ଦିଅନ୍ତୁ ନାହିଁ , ବିପରୀତ୍ ପରିସ୍ଥିତିରେ ନିଜ ପକ୍ଷ ରଖିବାପାଇଁ ଅଦଭୁତ କ୍ଷମତାର ପ୍ରୟୋଗ କରନ୍ତୁ , କେଉଁ ମାମଲାରେ ଆପଣ ଚିନ୍ତାରେ ଆସିପାରନ୍ତି , ଯେଉଁ ସ୍ଥିତି ସଫା ନାହିଁ , ତାହାକୁ ନେଇ ଚିନ୍ତା କରିବା ଦରକାର ନାହିଁ , ସବୁ କାର୍ଯ୍ୟରେ ଭରପୁର୍ ପ୍ରୟାସ କରନ୍ତୁ , ସଫଳତା ମିଳିବ , ଆପଣଙ୍କୁ ଯାତ୍ର୍ କରିବାକୁ ପଡିପାରେ ।

୮)ବିଛା ରାଶି : ଆଜି ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେବ , ପାଠପଢା ଲେଖାରେ କମ୍ ରୁଚି ରହିବା ଦ୍ୱାରା ଛୁଆ ଆପଣଙ୍କୁ ଟିକିଏ ନିରାଶ କରିବେ , ଭାଇ ଭଉଣୀ ସାମାଜିକ ସ୍ଥିତିରେ ଅପ୍ରୟାସିତ ଓ ଅଚାନକ ବୃଦ୍ଧି ହେବ , ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ ,

୯)ଧନୁ ରାଶି : ଧନୁ ରାଶି ବାଲା ଆଜି ନିଜ ଲକ୍ଷ୍ୟକୁ ପ୍ରାଥମିକତା ଦେବେ , ଯେଉଁ ବ୍ୟକ୍ତି ଚାକିରି ପେଶାରେ ଅଛନ୍ତି ତାଙ୍କର ଆୟରେ ବୃଦ୍ଧି ହେବା ସହ ପଦୋନ୍ନତି ମିଳିବାର ସଂମ୍ଭାବନା ଅଛି , ଅନ୍ୟଙ୍କ ଉପହାର ପ୍ରାପ୍ତ କରିବାରେ ଭଲ ସମୟ ଅଛି , କେଉଁ ବନ୍ଧୁଙ୍କ ପୁରୁଣା ସମସ୍ୟା ବୁଝାଇବାରେ ଅଡୁଆରେ ପଡିପାରନ୍ତି , ମିତ୍ର ତଥା ସଂମ୍ପର୍କିୟଙ୍କ ସହାୟତା କରିବାରେ ମନ ହେବ , ମାନ ସମ୍ମାନ ମିଳିବ , ଆପଣ ଯେଉଁ କାମ କରିବାକୁ ପ୍ରୟାସ କରିବେ , ତାହା ଆପଣଙ୍କୁ ସଫଳତା ଦେବ ।

dhanu

୧୦)ମକର ରାଶି : ଆଜି ଆପଣଙ୍କ ପୁରୁଣା ଅଧୁରା କାମ ରହିଯିବ , ସାର୍ବଜନୀନ ଜୀବନରେ ଯଶ ଓ କୀର୍ତ୍ତି ମିଳିବ , ଅବିବାହିତ ଯୁବକ ଓ ଯୁବତୀଙ୍କୁ ନିଜ ଜୀବନସାଥୀ ମିଳିପାରେ , ଆପଣଙ୍କୁ ନିଜ ସଂମ୍ପର୍କୀୟଙ୍କ ଠାରୁ ଭଲ ଖବର ମିଳିବ , ନୁଆ ଦମ୍ପତିଙ୍କ ଜୀବନରେ ଖୁସି ନେଇଆସିବ , ବ୍ୟବସାୟିକ କାର୍ଯ୍ୟରେ ଦିନ ଭଲ ଅଛି , ଖର୍ଚ୍ଚ ଓ ଟେନସନ୍ ବୃଦ୍ଧି ହୋଇପାରେ , ଗତ କଥାକୁ ଯେତେ ବଢାଇବେ ତାହା ଦ୍ୱାରା ଅଧିକା ଚିନ୍ତାରେ ରହିବେ ।

୧୧)କୁମ୍ଭ ରାଶି : ଲଭମେଟ୍ ଙ୍କ ପାଇଁ ଆଜି ଭଲ ଦିନ ଅଛି , ନିବେଶ ପାଇଁ ଭଲ ଦିନଅଛି , କିନ୍ତୁ ଉଚିତ୍ ଉପଦେଶ ରୁ ନିବେଶ ଆରମ୍ଭ କରନୁତ୍ , କୋର୍ଟ କଚେରି ମାମଲାରେ ସଫଳତାର ଯୋଗ୍ ଅଛି , ସ୍ତ୍ରି ପକ୍ଷରୁ ସହଯୋଗ ରହିବ , ଆପଣଙ୍କୁ କେଉଁ ଭଲ ଚାକିରି ମିଳିପାରେ , ଆପଣଙ୍କ କାମରେ ଅସ୍ତବ୍ୟସ୍ତ ହୋଇପାରନ୍ତି , ପଇସାର ମାମଲାରେ କେଉଁ ପ୍ରକାର ଚିନ୍ତା ହୋଇପାରେ , କେଉଁ ଆନନ୍ଦୋତ୍ସବରେ ଭାଗ ନେବାର ଅବସର ମିଳିବ , ସ୍ୱାଦିଷ୍ଟ୍ ଭୋଜନର ଆନନ୍ଦ ପ୍ରାପ୍ତ ହେବ ।

୧୨) ମୀନ ରାଶି : ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ରହିବେ , ସ୍ତ୍ରୀ ମିତ୍ରଙ୍କ ତଥା ଜୀବନସାଥୀ ଓ ସନ୍ତାନରୁ ଲାଭ ହେବ , ପରିବାରର ଦରକାରିତା ଉପରେ ଧ୍ୟାନ ଦେବାକୁ ହେବ , ଛୁଆଙ୍କ ସହ ଯୋଡି ହୋଇଥିବା ସମସ୍ୟା ଚିନ୍ତାର କାରଣ ହୋଇପାରେ , ଅନ୍ୟଙ୍କ ସହ ବିବାଦ ହୋଇପାରେ , ସାବଧାନ ରୁହନ୍ତୁ , କାର୍ଯ୍ୟରେ ସଫଲତ୍ ଓ ୟଶ ମିଳିବାରେ ଉତ୍ସାହ ବଢିବ , କେଉଁ ମିତ୍ରଙ୍କ ସହଯୋଗରେ ଚାକିରି କରିବାର ଅବସର ମିଳିପାରେ , ସାମାଜିକ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ଅଛି ।

Leave a Reply

Your email address will not be published. Required fields are marked *