ଭାଇ ଯଦି ଆପଣ କୌଣସି ଝିଅ ହେଉ ଅଥବା ଯାହାକୁ ଆପଣ ପଟାଇବାକୁ ଚାହୁଁଛନ୍ତି ତାକୁ ଆପଣ ଜନ୍ମଦିନ ହେଉ ଅଥବା କୌଣସି ଦିନ ହେଉ।ଆପଣ ସେମାନଙ୍କୁ ଏହି ଦିନରେ କେଉଁ ଭଳି ଗିଫ୍ଟ ଦେବେ।ତେବେ ଆପଣ ଏଥିପାଇଁ ଜମା ଚିନ୍ତା କରନ୍ତୁ ନାହିଁ।ଆଜି ଆମେ ଜାଣିବା ଜଣେ ଝିଅକୁ କେଉଁ ଭଳି ଗିଫ୍ଟ ଦେଲେ ଝିଅଟି ଆପଣଙ୍କ ପାଇଁ ପଟିଯାଇ ଥାଏ।ଯଦି ଆମେ ପ୍ରାକ୍ଟିକାଲ ଭାବରେ ଚିନ୍ତା କରିବା ସମସ୍ତଙ୍କର ପସନ୍ଦ ଏକା ଭଳି ହୋଇ ନଥାଏ।ସମସ୍ତଙ୍କର ମନ ଭିନ୍ନ ଭିନ୍ନ ହେବା ସହିତ ସେମାନଙ୍କର ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।ଏହି ଭାବରେ ଗୋଟିଏ ପ୍ରକାରର ଗିଫ୍ଟ ସମସ୍ତ ଝିଅ ମାନଙ୍କୁ ପସନ୍ଦ ଆସି ନଥାଏ।ଏଠାରେ ଆମେ ଏମିତି କିଛି ଗିଫ୍ଟ ବିଷୟରେ ଜାଣିବା ଯାହା ଆମର ସମସ୍ତଙ୍କୁ ପସନ୍ଦ ଆସିଥାଏ।ସେହି ଗିଫ୍ଟ ହେଉଛି ଚକଲେଟ।ଏହା ସମସ୍ତଙ୍କୁ ପସନ୍ଦ ଆସିଥାଏ।ଏମିତି କିଛି ବହୁତ କମ ଝିଅ ମାନେ ଅଛନ୍ତି ଯାହାଙ୍କୁ ଏହି ଗିଫ୍ଟ ପସନ୍ଦ ଆସି ନଥାଏ।
ଏବେ ଆମର ମୋବାଇଲ ଯୁଗ ହୋଇଗଲାଣି।ପୂର୍ବରୁ ଝିଅ ମାନଙ୍କୁ ଚିଠି ଦେଉଥିଲେ।ଏହା ହେଉଛି ସବୁଠାରୁ ଭଲ ମାଧ୍ୟମ।ଆପଣ କୌଣସି ପ୍ରକାରର କାର୍ଡ ମଧ୍ୟ ଝିଅ ମାନଙ୍କୁ ଦେଇ ପାରିବେ।ଏମିତି କିଛି ଝିଅ ମାନେ ଅଛନ୍ତି ଯାହାଙ୍କୁ ବହୁତ ବଡ଼ ବଡ଼ ଗିଫ୍ଟ ଦରକାର।ସେମାନଙ୍କୁ ମଧ୍ୟ ବଡ ବଡ କଣ୍ଢେଇ ଇତ୍ୟାଦି ପସନ୍ଦ।ଏମିତି କିଛି ଝିଅ ମାନେ ଅଛନ୍ତି ଯାହାଙ୍କୁ କେବଳ ଛୋଟ ଛୋଟ ଗିଫ୍ଟ ଦରକାର।ଗିଫ୍ଟ ଗୁଡିକ ଏଭଳି ଭାବରେ ହେବା ଦରକାର ଯାହାକୁ ସେମାନେ ନିଜ ପାଖରେ ଲୁଚେଇ ରଖି ପାରିବେ।ଆପଣଙ୍କର କଥା ସେମାନଙ୍କୁ ମନେ ପଡିଲେ ସେମାନେ ଏହି ଗିଫ୍ଟକୁ ଦେଖି ଥାଆନ୍ତି ଏବଂ ଆପଣଙ୍କୁ ମନେ ପକାଇ ଥାଆନ୍ତି।ଏହି ଝିଅ ମାନେ ଚାହିଁ ନଥାନ୍ତି କି ଅନ୍ୟ କେହି ଜାଣନ୍ତୁ କି ଆପଣ ତାଙ୍କୁ କେଉଁ ଭଳି ଗିଫ୍ଟ ଦେଇଛନ୍ତି।ଏମିତିରେ କିଛି ଝିଅ ମାନେ ଅଛନ୍ତି ଯାହାଙ୍କୁ ପସନ୍ଦ ଯେ ସେମାନେ ତାଙ୍କର ଗିଫ୍ଟକୁ ଅନ୍ୟ ମାନଙ୍କ ଆଗରେ ଦେଖାଇ ଥାଆନ୍ତି।
ଏହାପୂର୍ବରୁ ଆପଣଙ୍କୁ ସେହି ଝିଅର ମନର କଥାକୁ ବୁଝିବା ଦରକାର।ମନେକର ଝିଅଟି ସହିତ ଆପଣ ଜୋରେ କଥା ହେବା ସମୟରେ ଝିଅଟି କହୁଛି ରୁହ ଟିକେ ଆସ୍ତେ ଆସ୍ତେ କୁହ।କାଳେ କେହି ଜାଣିବେ ଇତ୍ୟାଦି ।ଏଠାରେ ଆପଣ ବୁଝି ଯିବେ ଝିଅଟିକୁ ପ୍ରାଇଭେସି ପସନ୍ଦ ।ତେଣୁ ଆପଣ ଏଠାରେ ସେମାନଙ୍କୁ ଛୋଟ ଗିଫ୍ଟ ଦେବେ।ଯାହା ପାଇଁ ସେମାନେ ବହୁତ ଖୁସି ହୋଇଯିବେ।ଏହିଭଳି ଝିଅ ମାନଙ୍କୁ ଚକଲେଟ ନଚେତ ଗୋଲାପ ନଚେତ ଛୋଟ ଟେଡି ଇତ୍ୟାଦି ଆପଣ ସେମାନଙ୍କୁ ଗିଫ୍ଟ ଦେଇପାରିବେ।ଯଦି ଝିଅଟି ଦେଖେଇ ହୁଏ ଇଏ ମୋର ବଏ ଫ୍ରେଣ୍ଡ।ମୋତେ ଏତେ ଭଲପାଉଛି ସେତେ ପାଉଛି ଇତ୍ୟାଦି ଇତ୍ୟାଦି।ଏହିଭଳି ଝିଅ ମାନଙ୍କୁ ବଡ ବଡ ଗିଫ୍ଟ ଦରକାର।ଏଠାରେ ଝିଅଟିକୁ ଆପଣ ବଡ ବଡ ଚକଲେଟ ,ବଡ଼ ଟେଡି ଦେବା ଦରକାର।ଯାହା ଫଳରେ ଝିଅଟି ବହୁତ ଖୁସି ହୋଇଥାଏ।ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।