ପ୍ରତିଦିନ ଲେମ୍ବୁ ପାଣି ପିଉଥିବେ ଆପଣ ଆଜି ଆପଣ ଆଉ କିଛି ଅଧିକ ତଥ୍ୟ ଜାଣିବେ ଆପଣ ଏହା ବିଷୟରେ।
୧)ଓଜନ କମାଇବା ରେ:-
ଏହା ଆପଣ ଙ୍କର ଓଜନ କମାଇବାରେ ବହୁତ ସାହାଯ୍ୟ କରିଥାଏ।କାରଣ ଲେମ୍ବୁ ରେ ଏମିତି କିଛି ମିଳେ ଯାହାକି ଆମର ପାଚ଼ନ କ୍ରିୟା କୁ ଠିକ କରିଦିଏ।ଆପଣ ଙ୍କୁ ଲେମ୍ବୁ ପାଣି ସଖାଳୁ ଉଠିକରି ଖାଲି ପେଟ ରେ ବିନା ବ୍ରସ କରି ପିଇବାକୁ ହେବ।ଏବଂ ନଖ ଉଷୁମ ପାଣି ରେ ଆପଣ ଲେମ୍ବୁ କୁ ପକାଇ ଏବଂ ଏଥିରେ ମହୁ ମିଶାଇ ପିଅନ୍ତୁ।
୨)ତ୍ଵଚା ପାଇଁ:-
ଆପଣ ଫେସ ପ୍ୟାକ ବ୍ୟବହାର କରିବା ବେଳେ ସେଥିରେ ଲେମ୍ବୁ ରସ ମିଶାନ୍ତି କିନ୍ତୁ ଯଦି ଆପଣ ପ୍ରତିଦିନ ଲେମ୍ବୁ ପାଣି କୁ ସେବନ କରିବେ ତେବେ ଆପଣ ଶରୀର ରେ ଥିବା କଳା ଦାଗ କମିଯିବ।
୩)କେଶ ପାଇଁ:-
ଆମେ ଏହାକୁ ଗୋଟିଏ ହେଆର ସେରମ ଭାବରେ ବ୍ୟବହାର କରିପାରିବା।ଏବଂ ଏବଂ କେଶ ର ମୂଳ ରେ ମଧ୍ୟ ଆପଣ ଲେମ୍ବୁ କୁ ବ୍ୟବହାର କରିପାରିବେ। ଏଥିରେ ଆଇରନ, କାଲସିଅମ ଆଦି ମିଳେ ଯାହା କି ଆମ ଶରୀର ପାଇଁ ବହୁତ ଭଲ ଅଟେ।
୪) କିଡ଼ନୀ ଷ୍ଟୋନ ପାଇଁ:-
କିଡ଼ନୀ ଷ୍ଟୋନ ପାଇଁ ଏହା ବହୁତ ଭଲ ଅଟେ କିନ୍ତୁ ପ୍ରତିଦିନ ଏହା କୁ ବ୍ୟବହାର କରିବା ଦ୍ୱାରା କିଡ଼ନୀ ଷ୍ଟୋନ ର ସାଇଜ ଛୋଟ ହୋଇଯାଏ।
୫) ମଧୁମେହ ରୋଗୀ ଙ୍କ ପାଇଁ:-
ବନ୍ଧୁ ମଧୁ ମେହ ରୋଗୀ ଙ୍କ ପାଇଁ ଏହା ବହୁତ ଭଲ ଅଟେ।ଏହା ସଙ୍ଗେ ସାଙ୍ଗେ ଶକ୍ତି ଦେଇଥାଏ ଶରୀର କୁ। ଏବଂ ଏହାର ଇନ୍ସୁଲିନ ଶରୀର କୁ ମଧୁ ମେହ ରୋଗ ରୁ ରକ୍ଷା କରିଥାଏ।
୬)କୋଷ୍ଟ କାଠିନ୍ଯ:-
ଯେଉଁ ଲୋକ ପ୍ରତିଦିନ ଲେମ୍ବୁ ପାଣି ର ସେବନ କରନ୍ତି ସେମାନଙ୍କୁ କୋଷ୍ଟ କାଠିନ୍ଯ ରୋଗ ହୁଏ ନାହିଁ।
୭)ଗଳା ଖରାପ ହୋଇଯାଇଥିଲେ:-
ଏହି ପରିସ୍ଥିତି ରେ ଆପଣ ଙ୍କୁ ମହୁ ଏବଂ ଲେମ୍ବୁ ପାଣି ପିଇବା ଦ୍ୱାରା ମଧ୍ୟ କିଛି ମାତ୍ରା ରେ ଉପସମ ମିଳିଥାଏ।
୮)ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ:-
ଆମେ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଔଷଧ ସେବନ କରୁ ଯଦି ଆମେ ଆମ ଖାଦ୍ୟ ରେ ଲେମ୍ବୁ ମିଶାଇ ଦେବା ତେବେ ଆମ କୁ ଆଉ ଔଷଧ ସେବନ କରିବା କୁ ପଡିବ ନାହିଁ।ଏବଂ ଛୋଟ ମୋଟ ରୋଗ ପାଇଁ ଆପଣ ଙ୍କୁ ଔଷଧ ଖାଇବା ଦରକାର ନାହିଁ।
୯)ଦାନ୍ତ କୁ ଶକ୍ତ କରିଥାଏ:-
ଆପଣ ଏମିତି ଦେଖିଥିବେ ଯେ ପେଷ୍ଟ ର ଆଡ଼ ରେ ଲେମ୍ବୁ ରହିଥାଏ, ଆପଣ ଲେମ୍ବୁ ସହ କିଛି ବେକିଙ୍ଗ ପାଉଡର ମିଶାଇ ସିଲଭର ଫଏଲ ଦ୍ୱାରା ଲଗାଇବା ଦ୍ୱାରା ଆପଣ ଙ୍କ ଦାନ୍ତ ଶକ୍ତ ହୋଇଥାଏ।ଏବଂ ଦାନ୍ତ ର ହଲଦିଆ ରଙ୍ଗ କୁ ସଫା କରେ।
୧୦)କ୍ୟାନ୍ସର ରୋଗ ପାଇଁ:-
ଲେମ୍ବୁ କ୍ୟାନ୍ସର ରୋଗ କୁ ଅଟକାଇ ଦିଏ।ଏବଂ ଶକ୍ତି ଦେଇଥାଏ, କିନ୍ତୁ ଏମିତି ପରିସ୍ଥିତି ରେ ଆପଣ ଡାକ୍ତର ଙ୍କ ନିଷ୍ପତି ନେଇ ଏହା କୁ ସେବନ କରନ୍ତୁ।
୧୧)ଚିନ୍ତା ଏବଂ ରକ୍ତ ଚାପ କୁ ନିୟନ୍ତ୍ରଣ କରେ:-
ଯଦି ଆପଣ ଉଚ୍ଚରକ୍ତ ଚାପ ରୋଗ ରେ ପୀଡିତ ଅଛନ୍ତି ତେବେ ଲେମ୍ବୁ କୁ ସେବନ କରିବା ଦ୍ୱାରା ଏଥିରୁ ଆପଣ ଙ୍କୁ ଉପସମ ମିଳିବ।ଏବଂ ଆପଣ ଏହାକୁ ରସ କରି ଗରମ ପାଣି ରେ ମିଶାଇ ପିଇପାରିବେ।