bangiya

ରାଜଧାନୀରେ ବେଧଡକ ଚାଲିଛି ଦେହବେପାର, ମାତ୍ର 200 ଟଙ୍କାରେ ବଙ୍ଗୀୟ ଯୁବତୀ….

NEWS

ଶୀତ ରାତି ଆଉ ତା ସାଙ୍ଗକୁ ମାଘ ମାସ ଜାଡ଼ ଭଳି ଛାତି ଥରୁଥିବ ଏମିତିରେ ଉଷୁମ କାହାକୁ ବା ଦରକାର ନାହିଁ ? ସମସ୍ତଙ୍କୁ ଶୀତରେ ତାତି ବଢ଼ାଇବା ପାଇଁ କିଏ ନିଆଁ ପୁଁଉଥାଏ ତ କିଏ ପୁଣି ଘରେ ହିଟର ବ୍ୟବହାର କରନ୍ତି । ଅନେକ କିନ୍ତୁ ଅନ୍ୟ ଏକ ମାଧ୍ୟମକୁ ଗ୍ରହଣ କରିନିଅନ୍ତି । ତାହା ହେଉଛି ସେକ୍ସ । ଶୀତରେ ସେକ୍ସର ଆନନ୍ଦ ନେବା ସ୍ୱର୍ଗ ସୁଖ ଠାରୁ କମ୍ ନୁହେଁ । ଏମିତିରେ ଏବେ କରୋନା କଟକଣା ପାଇଁ ଲକ୍ ଡାଉନ ସ୍ଥିତି ବଜାୟ ରହିଛି । ଏଣୁ ସମସ୍ତେ ତ ଚାହିଁବେ ନିଜ ନିଜ ପାର୍ଟନରଙ୍କ ସହ ଟିକେ କ୍ୱାଲିଟି ଟାଇମ ବିତାଇବା ପାଇଁ । ଆଉ ହଁ ଯେଉଁମାନେ ପାର୍ଟନର ଛଡ଼ା ସେମାନେ ବା କଣ କରିବେ । ଅଛି ସେମାନଙ୍କ ପାଇଁ ମଧ୍ୟ ଉପାୟ ଅଛି ।

isis

ଭୁବନେଶ୍ୱର ଜମୁଛି ଅନୈତିକ କାର୍ଯ୍ୟ । ଚାହିଦା  ଦେଖି ସପ୍ଲାଏ କରୁଛନ୍ତି ଦଲାଲ୍‌ମାନେ। ସହରକୁ ଆଜି ଯିଏ ରୂପଜୀବୀ ହୋଇ ଆସୁଛି କିଛିଦିନ ପରେ ସେ ରାଣୀ ମହୁମାଛି ହୋଇଯାଉଛି । ନିଜେ ଯୁବତୀଙ୍କୁ ରଖି ଆରମ୍ଭ କରିଦେଉଛନ୍ତି ବେପାର। ଗ୍ରାହକଙ୍କୁ ଅଳ୍ପ ଟଙ୍କା ଓ ପୂର୍ଣ୍ଣ ସୁରକ୍ଷାର ସହ ସନ୍ତୁଷ୍ଟ କରିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି। ସହରର ଏମିତି କେଉଁ ଅଞ୍ଚଳ ନାହିଁ ଯେଉଁଠି ରୂପଜୀବୀମାନେ ବେପାର କରୁନାହାନ୍ତି । ପୋଲିସ୍‌ର ଢିଲା ଓ ଖାମଖିଆଲି ଗୁଣ ପାଇଁ ସହରର କୋଣ ଅନୁକୋଣରେ ଏବେ ଅନୈତିକ କାର୍ଯ୍ୟ ବଢି ଚାଲିଛି ।

ରାଜ୍ୟ ବାହାରୁ ଭୁବନେଶ୍ୱରକୁ ମାଳମାଳ ରୂପଜୀବୀ ଆସି ଏଠାରେ ଦେହ ବ୍ୟବସାୟ କରୁଛନ୍ତି। ଦଲାଲମାନେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ, ତାସ୍‌କେଣ୍ଟ, ନେପାଳ ଓ ବାଂଲାଦେଶରୁ ଯୁବତୀଙ୍କୁ ଆଣି ବିଭିନ୍ନ ମସାଜ୍‌ ପାର୍ଲରରେ ରଖି ଅନୈତିକ କାର୍ଯ୍ୟରେ ଲିପ୍ତ କରାନ୍ତି। କିନ୍ତୁ ପୋଲିସ୍‌ ଭୟରେ ଏ ସବୁ କାମ ଲୁଚା ଛପାରେ ଚାଲେ। ସେଥିପାଇଁ ଦାମ୍‌ ମଧ୍ୟ ଅଧିକ ରହୁଥିଲା । ଗ୍ରାହକ ପିଛା ୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଥିଲା ଦାମ୍। କିନ୍ତୁ ୨୦୧୯ ଅଗଷ୍ଟ ମାସ ଠାରୁ ପୋଲିସ୍‌ ଏ ସବୁ ଅନୈତିକ କାର୍ଯ୍ୟ ଉପରୁ ନଜର ହଟାଇ ଦେଇଛି। ପାର୍ଲରରେ ଆଉ ଚଢଉ ହେଉନି କି ଆଗଭଳି ଆଉ ଗିରଫଦାରୀ କରାଯାଉ ନାହିଁ । ଯାହାର ଫାଇଦା ଉଠାଇଛନ୍ତି ଦେହ ବ୍ୟବସାୟୀ ଓ ଯୌନକର୍ମୀ । ପୂର୍ବ ଅପେକ୍ଷା ଦେହ ବେପାରରେ ଅନେକ ପରିବର୍ତ୍ତନ ଆସିଛି । ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ରୂପଜୀବୀ ୧୦ରୁ ୧୫ ଦିନ କାମ କରିବା ପରେ ଏଟାରେ ପାଲଟି ଯାଉଛନ୍ତି ରାଣୀ ମହୁମାଛି ।

sdsd

ତେବେ ଶୀତ ବଢିବାରୁ ଏବେ ବଢି ଜାଇଛି ବେପାର , ଆଗରୁ ଯେଉଁ ଦାମ 2000 ଥିଲା ଏବେ ହୋଇ ଜାଇଛି 200 । ରାଜଧାନୀର ବିଭିନ୍ନ ସ୍ପା ରୁ ଆରମ୍ଭ କରି ହୋଟେଲରେ ଚାଲିଛି ଏହି ଦେହ କାରବାର । ତେବେ ଏହା ଉପରେ ନା ଅଛି ପୋଲିସ ର ଦୃଷ୍ଟି ନା ଅଛି ପ୍ରଶାସନର । ରାଜଧାନୀର କେଉଁ ସବୁ ସ୍ପା ଓ ହୋଟେଲରେ ଚାଲିଛି ଦେହ ବ୍ୟବସାୟ ତାର ରିପୋଟ ଆମେ ଖୁବ ଶିଘ୍ର ଆଣିବୁ ଆପଣଙ୍କ ପାଖକୁ । ସେହି ଜାଗା ବିଷୟରେ ଜାଣିବାକୁ ଚାହୁଁଥିଲେ ଗୋଟିଏ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *