1

ଚୂନା ଖାଇବାର ଫାଇଦା ଜାଣନ୍ତୁ।

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଅନ୍ୟତ୍ତମ କଥାବସ୍ତୁ କହିବାକୁ ଯାଉଛୁ। ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।

ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ ଆଜି ଆମେ ଆପଣଙ୍କ ପାଖରେ ଚୂନାର ଫାଇଦା ବାବଦରେ କହିବୁ ଯାହା କି ଆପଣଙ୍କ ଶରୀରର ଅନେକ ଫାଇଦା ପହଞ୍ଚାଇ ଥାଏ।

ତେବେ ଆଜି ଆମେ କହିବା କି ଆପଣ ଚୂନା କିପରି ଖାଇବା ଦରକାର। ଆପଣଙ୍କୁ ଚୂନା ସକାଳ ସମୟରେ ଖାଇବା ଦରକାର କାରଣ ସକାଳ ସମୟରେ ହି ଆପଣଙ୍କୁ ସବୁଠୁ ଅଧିକ ଫାଇଦା ମିଳିଥାଏ। ଆପଣଙ୍କୁ ଏକ ଚୁଟିକି ଚୂନ ଖାଇବା ଦରକାର ଯାହାକୁ ଆପଣ ଖୀରରେ ଅଥବା ଦହିରେ ମିଶାଇ ଖାଇ ପାରିବେ। ଏହାକୁ ଆପଣ ଆପଣଙ୍କ ଖାଦ୍ୟ ସହ

ଅଥବା ଡାଲି ସହ ମିଶାଇ ଖାଇପାରିବେ ଯାହା କି ଆପଣଙ୍କୁ ସର୍ବାଧିକ ଫାଇଦା ପହଂଚାଇବ। ତେବେ ଏହା ଏକ କ୍ୟାଲସିଅମର ବହୁତ ବଡ଼ ଉତ୍ସ ହେଇଥାଏ ଯାହା କି ଆପଣଙ୍କୁ ବହୁତ କିଛି ଫାଇଦା ଦେଇଥାଏ। ଏହା କ୍ୟାଲସିଆମର ଏକ ବହୁତ ବଡ଼ ଉତ୍ସ ହେଇଥାଏ ଯାହାର ଫାଇଦା ବାବଦରେ ଏବେ ଆମେ ଜାଣିବା।

୧:- ଏହା ଖାଇବା ଦ୍ୱାରା ଆପଣଙ୍କ ଉଚ୍ଚତା ବୃଦ୍ଧି ହେଇଥାଏ। କାରଣ ହାଡ଼ ମାନଙ୍କର ଗ୍ରୋଥ ହି ଆପଣଙ୍କ ଉଚ୍ଚତା ବୃଦ୍ଧିରେ ସହାୟକ ହେଇଥାଏ ଆଉ ଚୂନା ଖାଇବା ଦ୍ୱାରା ଆପଣଙ୍କ ହାଡରେ କ୍ୟାଲସିଅମର ମାତ୍ରା ଅଧିକ ହୁଏ ଆଉ ତାହାଦ୍ୱାରା ଆପଣଙ୍କ ଉଚ୍ଚତା ବୃଦ୍ଧି ହୁଏ। ଏହାର ଫାଇଦା ବାବଦରେ ଆହୁରି ଅନେକ କଥା ଅଛି।

୨:- ଏହା ଆପଣଙ୍କ ମୁହଁର ଅନେକ ରୋଗ ଦୂର କରିଥାଏ ଆଉ ତାହା ମୁହଁ ଉପରେ ବହୁତ ପ୍ରଭାବ ପକାଇଥାଏ। ଆପଣଙ୍କ ମୁହଁ ଉପରେ ଯଦି କିଛି ରୋଗ ଅଥବା ଘା ହେଉଛି ତାହେଲେ ଆପଣ ଚୂନ ଖାନ୍ତୁ।

୩:- ଆପଣଙ୍କ ଜଣ୍ଡିସ ରୋଗ ଦୂର କରିଥାଏ ଯାହା କି ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। କ୍ୟାଲସିଅମ ଆପଣଙ୍କର ଜଣ୍ଡିସ ରୋଗ ଦୂର କରି ଦେଇଥାଏ।

Leave a Reply

Your email address will not be published. Required fields are marked *