ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଆଶ୍ଚର୍ଯ୍ୟକର କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ମନକୁ ଆଶ୍ଚର୍ଯ୍ୟରେ ଭରି ଦେଇଥିବ। ତେବେ ଆଜି ଆମେ କହିବୁ କି ହସ୍ପିଟାଲର କିଛି କଥାବସ୍ତୁ ବାବଦରେ। ତେବେ ହସ୍ପିଟାଲ ଯଦି ଆପଣମାନେ କେବେ ଯାଇଥିବେ ତାହେଲେ ଦେଖିଥିବେ କି ହସ୍ପିଟାଲରେ ଏକ ପ୍ଲସ ସାଇନ ଥାଏ ଯାହା କି ଲାଲ ରଙ୍ଗର ହେଇଥାଏ। ତେବେ ଲାଲ ରଙ୍ଗର ପ୍ଲସ ସାଇନ କଣ ପାଇଁ ଆଉ କାହିଁକି ଲାଗିଥାଏ ତାହା ବାବଦରେ ଆଜି ଆମେ କହିବାକୁ ଯାଉଛୁ। ଆସନ୍ତୁ ଆଉ ଡେରି ନକରି ଏହା ବାବଦରେ ଆରମ୍ଭ କରିବା।
ତେବେ ଆପଣ ଜାଣନ୍ତି କି ହସ୍ପିଟାଲ ନର୍ସିଂହୋମ, ଆମ୍ବୁଲାନ୍ସ ତଥା ଅନ୍ୟନ୍ୟ ମେଡ଼ିକାଲ ଷ୍ଟୋର ମାନଙ୍କରେ ଏକ ଲାଲ ରଙ୍ଗର ପ୍ଲସ ଚିହ୍ନ ଥାଏ। ଏହି ପ୍ଲସ ଚିହ୍ନର ମହତ୍ତ୍ୱ ଏହା ଥାଏ କି ତାହା ଦେଖିବା ପରେ ହି ଆମକୁ ଜଣା ପଡେ କି ଏହା ଲାଲ ରଙ୍ଗର ଚିହ୍ନ ଅଟେ ବୋଲି। ତେବେ ଆପଣଙ୍କୁ କହି ରଖୁଛୁ କି ଏହା ଲାଲ ରଙ୍ଗର କିଛି ଚିହ୍ନ ହି ନୁହଁ।
ଏହା ରେଡ଼ କ୍ରସ ଅଟେ। ଏହି ରେଡ଼ କ୍ରସର ମହତ୍ତ୍ୱ ଏହା କି ତାହାଦ୍ୱାରା ଆମେ କେଉଁ ବି ଗାଡି ମାନଙ୍କୁ ଚିହ୍ନି ପାରିଥାଉ କି ତାହା ମେଡ଼ିକାଲ ସହ ଯୋଡ଼ା ଅଟେ। ଏହି ରେଡ଼ କ୍ରସର ସ୍ଥାପନା ହେନ୍ରି ଡୁନାଣ୍ଟ ୧୮୯୭ ମସିହାରେ କରିଥିଲେ ଯେଉଁ ସମୟରେ କି ଯୁଦ୍ଧରେ ଘାୟଲ ହେଉଥିବା ଲୋକମାନଙ୍କର ଚିକିତ୍ସା
କରିବା ପାଇଁ ଏହି ସଂସ୍ଥା ଚାଲୁଥିଲା। ସେତେବେଳେ ଯୁଦ୍ଧରେ ଘାୟଲ ଲୋକମାନଙ୍କୁ ମେଡ଼ିକାଲ ସହ ଯୋଡିବା ପାଇଁ ଏହି ଚିହ୍ନର ଉଦ୍ଭାବନ କରା ଯାଇଥିଲା।
ତେବେ ଏହା ଆଜି ଯାଏ ମେଡ଼ିକାଲ ଷ୍ଟୋର ମାନଙ୍କରେ ଯୋଡ଼ା ହେଇ ସାରିଛି। ତେଣୁ ଏହି ମେଡ଼ିକାଲ ଷ୍ଟୋର ତଥା ହସ୍ପିଟାଲ ମାନଙ୍କରେ ଏହି ସାଇନ ଦେଖିବା ପରେ ହି ଆମକୁ ଲାଗେ କି ଏହା ମେଡ଼ିକାଲ ଷ୍ଟୋର ସହ ଯୋଡ଼ା ଅଟେ। ଏହି ଚିହ୍ନ ଦେଖିବା ପରେ ହି ଆମକୁ ଲାଗେ କି ତାହା ମେଡ଼ିକାଲ ସମ୍ବନ୍ଧୀୟ ଅଟେ।