ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ସାମ୍ପ୍ରତିକ ବିଶ୍ୱର ଦେଖାଜାଇ ଥିବା ଖାଦ୍ୟ ଭଣ୍ଡାରର ଅଭାବ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି ବିଶ୍ୱ ବାଣିଜ୍ୟ ସଂଙ୍ଗଠନ ଅନୁମତି ପ୍ରଦାନ କରେ ତେବେ ଭାରତ ବିଶ୍ୱକୁ ଖାଦ୍ୟ ସାମଗ୍ରୀ ଯୋଗେଇ ଦେବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ପ୍ରଧାନ ମନ୍ତ୍ରୀ ମୋଦି ଆହୁରୀ ମଧ୍ୟ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ କଥାବାର୍ତ୍ତା ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏହିଥିରେ ବାଇଡେନ ମଧ୍ୟ ଚିନ୍ତା ପ୍ରକଟ କରିଥିବା ମୋଦି କହିଛନ୍ତି ।
ଭିଡ଼ିଓ କୋନଫ୍ରେନ୍ସିଂ ଜରିଆରେ ଗୁଜୁରାଟ ଅଦାଲତ ରେ ଶ୍ରୀ ଅର୍ଣ୍ଣପୂର୍ଣ୍ଣା ଧାମ ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ବଡ଼ ବିବୃତ୍ତି ଦେଇଛନ୍ତି । ତେବେ ଋଷ ୟୁକ୍ରେନ ମଧ୍ୟ ରେ ଚାଲିଥିବା ଯୁଦ୍ଧ ବିଷୟ ରେ ପ୍ରଧାନ ମନ୍ତ୍ରୀ କହିଛନ୍ତି । ତେବେ ଏହି ଯୁଦ୍ଧ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ହ୍ରାସ ପାଉଛି । ଆଜି ବିଶ୍ୱ ଏକ ବିପତଜ୍ଜନକ ପରିସ୍ଥିରି ର ସାମ୍ନା କରିବା ଆରମ୍ଭ କଲାଣୀ ।
ଇନ୍ଧନ ର ଉପଲବ୍ଧତା ହ୍ରାସ ପାଇଛି । ଯାହା ବର୍ତମାନ ବିଶ୍ୱ ପାଇଁ ନୂତନ ତଥା ବଡ ସମସ୍ୟା ଭାବେ ଲାଗିଲାଣି । ଯଦି ବିଶ୍ୱର ବାଣିଜ୍ୟ ସଂଙ୍ଗଠନ ସହମତି ପ୍ରଦାନ କରେ ତେବେ ଭାରତ ବିଶ୍ୱକୁ ଖାଦ୍ୟ ସାମଗ୍ରୀ ଯୋଗେଇବା ପାଇଁ ପ୍ରସ୍ତୁତ । ଭାରତ ରେ ଖାଦ୍ୟ ସାମଗ୍ରୀ ଉପଲବ୍ଧତା ଯଥେଷ୍ଟ ରହିଛି । ତେଣୁ ରପ୍ତାନୀ ପାଇଁ ଭାରତ ସକ୍ଷମ ବୋଲି ମୋଦି କହିଛନ୍ତି ।
ତେବେ ସେ କହିଛନ୍ତି ପେଟ୍ରୋଲ , ତେଲ ଏବଂ ସାର ର ଉପଲ୍ବଧତା ହ୍ରାସ ପାଉଛି ବର୍ତମାନ ପୃଥିବୀ ନୂତନ ଏକ ବଡ ସମସ୍ୟା ର ସମ୍ମୁଖୀନ ହେବାରେ ଲାଗିଛି । ପୃଥିବୀରେ ଖାଦ୍ୟ ଭଣ୍ଡାର ଶୂନ୍ୟ ଦେବାରେ ଲାଗିଛି । ପ୍ରଧାନ ମନ୍ତ୍ରୀ କହିଛନ୍ତି ଆମେରିକା ରାଷ୍ଟ୍ର ପତି ସହିତ କଥା ହେବା ସମୟ ରେ ସେ ଏହି ପ୍ରସଂଙ୍ଗ ଉଠେଇ ଥିଲେ । ପ୍ରଧାନ ମନ୍ତ୍ରୀ ପରାମର୍ଶ ଦେଇଥିଲେ ବିଶ୍ୱର ବାଣିଜ୍ୟ ସଂଙ୍ଗଠନ ସହମତି ପ୍ରଦାନ କରେ ତେବେ ଭାରତ ଖାଦ୍ୟ ସାମଗ୍ରୀ ଯୋଗେଇବା ପାଇଁ ପ୍ରସ୍ତୁତ ।
ଏହିଥି ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁଁ ପ୍ରତ୍ୟେକ ଦେଶ ନିଜ ନିଜର ଖାଦ୍ୟ ଭଣ୍ଡାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତ ତେବେ ଭାରତୀୟ କୃଷକ ମାନଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଯେ, ରୁଷ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁଁ ପ୍ରତ୍ୟେକ ଦେଶ ଏହାର ଖାଦ୍ୟ ଭଣ୍ଡାର ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଭାରତରେ ପୂର୍ବରୁ ଲୋକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ରହିଛି ।
ଭାରତୀୟ କୃଷକ ମାନେ କେବଳ ଦେଶର ଖାଦ୍ୟ ଆବଶ୍ୟକତା କୁ ପୂରଣ କରିବାରେ ନୁହେଁ ବରଂ ବିଶ୍ୱ ଚାହିଦା ପୂରଣ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ହେଲେ ଆମେ ସକ୍ଷମ ହେବା ପରେବି ଅନ୍ତର୍ଜାତୀୟ ନିୟମ ଅନୁସାରେ । ଆମକୁ ଚାଲିବାକୁ ପଡୁଛି । ତେଣୁ ବିଶ୍ୱ ବାଣିଜ୍ୟ ସଂଙ୍ଗଠନ ଅନୁମତି ମଧ୍ୟ ଆବଶ୍ୟକ ଅଟେ । ଏମିତି ହେଲେ ଭାରତ ବିଶ୍ୱକୁ ଖାଦ୍ୟ ସାମଗ୍ରୀ ଯୋଗେଇବା ପାଇଁ ପ୍ରସ୍ତୁତ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।