ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଭଗବାନ ହନୁମାନ ଙ୍କୁ ମଙ୍ଗଳବାର ସମର୍ପିତ ହୋଇଛି । ଆର୍ଥିକ ସଂଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନ ଙ୍କ ଏହି ମନ୍ତ୍ର । ହୁମାନ ଙ୍କ ଅନେକ ପୂଜା ବିଧି ରହିଛି । କିନ୍ତୁ ମଙ୍ଗଳବାର ଦିନ ବଜରଙ୍ଗବଲୀ ଙ୍କ ପୂଜା ଉପାସନା କରିବା ଦ୍ୱାରା ଭକ୍ତ ଙ୍କ ସମସ୍ତ ସଙ୍କଟ ଦୂର ହୁଏ । ବଜରଙ୍ଗବଲୀ ପ୍ରଶନ୍ନ ହୋଇ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।
ହନୁମାନ ଙ୍କୁ ମାରୁତି ନନ୍ଦନ ,ବଜରଙ୍ଗବଲୀ , ସଂଙ୍କୋଟମଚୋନ ପବନ ସୂତ ହନୁମାନ ଆଦି ନାମରେ ଜଣା ଜାଇଥାଏ । ଧାର୍ମିକ ଗ୍ରନ୍ଥ ରେ ଲେଖା ରହିଛି ଭଗବାନ ହନୁମାନ ଙ୍କ ନାମ ଯପିବା ମାତ୍ରେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ମଙ୍ଗଳବାର ଦିନ ହନୁମାନ ଙ୍କ ଆରଧନା କରିବା ଦ୍ୱାରା ବ୍ୟକ୍ତି ଙ୍କ ଜାତକ ରେ ସୂର୍ଯ୍ୟ ମଜବୁତ ହୁଏ । ଜିବନ ରେ ଉନ୍ନତି ହୁଏ ।
ସେହି ପରି ଯଦି କୈଣସି ଜାତକ ରେ ମଙ୍ଗଳ କୋମଜୋର ରହିଥାଏ ତେବେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳେ ଜିବନ ରେ ସମସ୍ତ ଦୁଖଃ ସଂଙ୍କଟ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହନୁମାନ ଙ୍କ କିଛି ମନ୍ତ୍ର ଯପନ୍ତୁ ।
ଏହି ମନ୍ତ୍ର ହେଲା ଓଁ ପୂର୍ବ କପି ମୂଖାୟ ପଞ୍ଚମୂଖ ହନୁମନ୍ତି ଟମ୍, ଟମ୍ , ଟମ୍ ସକଳ ଶତୃ ସଙ୍ଘରାୟ ସ୍ୱାହା ଶତୃ ନାଶ ପାଇଁ ଆପଣ ମାନେ ଏହି ମନ୍ତ୍ର ର ଉଚାରଣ କରନ୍ତୁ । ଏହା ଦ୍ୱାରା ଶତୃ ଦମନ ହୁଏ ନିୟମିତ ରୂପେ ଧ୍ୟନ ମଗ୍ନ ହୋଇ ହନୁମାନ ଚାଳିଶା ପାଠ କରିବା ପରେ ଏହି ମନ୍ତ୍ର କୁ ଆପଣ ମାନେ 11 ଥର ଯପ କରିଲେ ଏହି ସବୁ ଫଳ ପ୍ରାପ୍ତି ହୁଏ ।
ସେହି ପରି ଦ୍ୱତୀୟ ମନ୍ତ୍ର ହେଲା ଓଁ ନମଃ ଭଗବତେ ପଞ୍ଚବଦନାୟ ପଶ୍ଚିମମୂଖାୟ ଗରୁଡା ନନା ମଂ , ମଂ, ମଂ , ସକଳ ବିଶ୍ୱ ହରାୟ ସ୍ୱାହା ଏହି ମନ୍ତ୍ର ଯପ କରିବା ଦ୍ୱାରା ଜିବନ ରେ ସୁଖ ଶାନ୍ତି ପ୍ରାପ୍ତ ହୁଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।