purusa

ପୁରୁଷ ମାନେ ଆଜିଠାରୁ ଖାଆନ୍ତୁ ଏହି ୫ଟି ଜିନିଷ,ନଚେତ ବିବାହ ପରେ ପସ୍ତେଇବେ |

HEALTH

ହେଲୋ ହାଏ, ନମସ୍କାର,ବନ୍ଧୁଗଣ ଆପଣଂକୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିବାହ ମନୁଷ୍ୟ କରି ନିଜ ଶାରୀରିକ ସୁଖର ଭରପୁର ଆନନ୍ଦ ନେବାକୁ ଚାହେଁ। କିନ୍ତୁ ଅନେକ ପୁରୁଷ ଙ୍କର ବୈବାହିକ ଜୀବନ ଅସଫଳ ରୁହେ। ତଥା ନିଜ ଶାରୀରିକ ଅକ୍ଷମତା ହେତୁ ସେମାନେ ନିଜ ପତ୍ନୀ ଙ୍କୁ ସେଭଳି ସୁଖ ଦେଇ ପାରନ୍ତି ନାହିଁ।

boy2

ତେବେ ଆଜି ଆମେ ଆପଣଙ୍କୁ ଏପରି 5 ଟି ଜିନିଷ କହିବାକୁ ଯାଉଛୁ ଯାହାକୁ ପୁରୁଷମାନେ ସର୍ବଦା ଖାଦ୍ୟରେ ବ୍ୟବହାର କରିବା ଉଚିତ୍ ।ଏହି ଜିନିଷଗୁଡ଼ିକର ବ୍ୟବହାର ପୁରୁଷମାନଙ୍କରେ ଶାରୀରିକ ଶକ୍ତି ବଢାଇଥାଏ ଏବଂ ଶରୀରକୁ କଦାପି ଦୁର୍ବଳ କରିନଥାଏ । କଦଳୀ ର ସେବଂ ପ୍ରତ୍ୟେକ ପୁରୁଷଙ୍କୁ ପ୍ରତ୍ୟକ ଦିନ କରିବା ଉଚିତ। ଲୌହ ଏବଂ କ୍ୟାଲସିୟମ ପ୍ରଚୁର ପରିମାଣରେ କଦଳୀରୁ ମିଳେ।ଏହିପରି ଅନେକ ଜିନିଷ ଗୁଡ଼ ରେ ମିଳିଥାଏ ଯାହା ଆମ ଶରୀରକୁ ଶକ୍ତି ଦେଇଥାଏ।ତେଣୁ, ଯଦି ଆପଣ ପ୍ରତିଦିନ ଗୁଡ଼ ଖାଉଛନ୍ତି, ତେବେ ଆପଣଙ୍କ ଶରୀରରେ କୌଣସି ପ୍ରକାରର ଦୁର୍ବଳତା ରହିବ ନାହିଁ।

ଖଜୁରୀ ଆମ ଶରୀରର ଦୁର୍ବଳତାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ।ଯଦି ଆପଣ ପ୍ରତିଦିନ ଅତି କମରେ ପାଞ୍ଚଟି ଖଜୁରୀ ଖାଉଛନ୍ତି, ତେବେ ଆପଣଙ୍କ ଶରୀର ଚମତ୍କାରତା ଆସିବ। ଅଶ୍ୱଗନ୍ଧା ଶରୀରକୁ ସୁସ୍ଥ ରଖିବା ପାଇଁ ଲାଭଦାୟକ ଅଟେ।ଯଦି ଆପଣ ଦିନରେ ଦୁଇ ଚାମଚ ଅଶ୍ୱଗନ୍ଧା ଖାଆନ୍ତି, ତେବେ ଶରୀରର ଥକ୍କା ଦୂର ହେବ ।ତେଣୁ, ଆପଣ ପ୍ରତିଦିନ କ୍ଷୀର ସହ ଏହାକୁ ଖାଇବା ଉଚିତ୍। କ୍ଷୀର ପ୍ରତିଦିନ ସେବନ କରନ୍ତୁ, ଭିଟାମିନ୍, କ୍ୟାଲସିୟମ୍ ଏବଂ ଆଇରନ୍ କ୍ଷୀରରେ ବହୁତ ପରିମାଣରେ ମିଳିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ସେଥିପାଇଁ ସବୁବେଳେ କୁହାଯାଏ ଯେ କ୍ଷୀର ସେବନ କରିବା ଜରୁରୀ ।ଅନେକ ଗୁଣ କ୍ଷୀରରେ ମିଳିଥାଏ।ଦୈନିକ କ୍ଷୀର ଖାଇବା ଦ୍ୱାରା ଶରୀରର ସମସ୍ତ ଦୁର୍ବଳତା କିଛି ସମୟ ମଧ୍ୟରେ ଦୂର ହୁଏ। ଚଣା ରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଣ ମିଳିଥାଏ, ଦୈନିକ ୨୫ ଗ୍ରାମ ଚଣା ଖାଇବା ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ସେହି ସମୟରେ ଶରୀରରୁ ଅନେକ ରୋଗ ଭଲ ହୋଇଯାଏ। ତେଣୁ, ଆପଣ ପ୍ରତିଦିନ ସକାଳେ ଜଳଖିଆରେ ଚଣା ଏବଂ ଗୂଡ଼ ଖାଇବା ଉଚିତ୍ ଏହା ଦ୍ୱାରା ଯୌନ ଶକ୍ତି ବୃଦ୍ଧି ହୋଇଥାଏ।

guda

ବନ୍ଧୁଗଣ ଆମେ ଆପଣ ମାନଂକ ପାଇଁ ସବୁବେଳେ ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *