ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟରେ ପ୍ରାୟତଃ ପୁରୁଷ ଓ ମହିଳା ସମ୍ଭୋଗ କରିଵା ପାଇଁ କୈାଣସି ସମୟ ବା କୈାଣସି ଟାଇମ୍ ରହିନାହିଁ , ଏପରି କିଛି ପୁରୁଷ ବା ମହିଳା ଅଛନ୍ତି ଯେଉଁମାନେ କି ସମ୍ଭୋଗ ସମୟରେ ସାଟିସଫିକେସନ କରିପାରୁ ନାହାନ୍ତି , ଯାହା ଫଳରେ ସେମାନଙ୍କର ମାନସିକ ଅବସ୍ଥା ଖରାପ ହେବା ସହ ସଂପର୍କରେ ମଧ୍ୟ ତିକ୍ତତା ଆରମ୍ଭ ହୋଇଥାଏ ,
ବର୍ତମାନ ସମୟରେ ଆପଣମାନେ ଜାଣିପାରୁଥିବେ ଯେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇସାରିଛି ଏବଂ ଏହି ସମୟରେ ଶାରୀରିକ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଥାଏ ଯାହାଫଳରେ ଶାରୀରିକ ସମ୍ଭୋଗ ପ୍ରତି ଇଚ୍ଛା ଅଧିକ ହୋଇଥାଏ , ଆଜି ଆମେ ଆପଣଙ୍କୁ ଜଣାଇଦେଵାକୁ ଚାହୁଁଛୁ ଯେ ଯଦି ଆପଣ ଗ୍ରୀଷ୍ମର ଖରାବେଳେ ସମୟରେ ଶାରୀରିକ ସଂପର୍କ ରଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ଏହି ପାଞ୍ଚଟି କଥା ପ୍ରତି ରୁହନ୍ତୁ ସତର୍କ ,
ଶାରୀରିକ ସଂପର୍କ ପରେ କରନ୍ତୁ ଏହି କାମ
ହାତକୁ ଧୋଇବା :-
ଯେତେବେଳେ ଆପଣ ଖରାଦିନ ସମୟରେ ଶାରୀରିକ ସଂପର୍କ ରଖୁଛନ୍ତି ସେତେବେଳେ ଆପଣଙ୍କ ଶରୀରରେ ଝାଳ ବାହାରିଥାଏ ଓ ସମ୍ଭୋଗ ସମୟରେ ଶରୀରରୁ ବ୍ୟାକ୍ଟେରିଆ ମଧ୍ୟ ବାହାରିଥାଏ ଯାହାକୁ ଆମେ ହାତ ନ ଧୋଇ ମୁହଁ , ବା ଶରୀରର ଅନେକ ଅଂଶରେ ଲଗାଇଥାଉ ଯାହା ଅନେକ କ୍ଷତି ସୃଷ୍ଟି କରିଥାଏ , ତେବେ ଶାରୀରିକ ସଂପର୍କ ପରେ ନିଶ୍ଚିତ ହାତକୁ ଭଲ ଭାବରେ ସାବୁନରେ ହୁଅନ୍ତୁ ,
ପରିସ୍ରାର :-
ଯେତେବେଳେ ଆପଣ ଶାରୀରିକ ସଂପର୍କ ରଖୁଛନ୍ତି ନିଶ୍ଚିତ ଭାବେ ସମ୍ଭୋଗ ପୂର୍ବରୁ ପରିସ୍ରା କରିନିୟନ୍ତୁ ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ କି ସମ୍ଭୋଗ ପରେ ପରିସ୍ରା କରନ୍ତି , କିନ୍ତୁ ଏହା ଧ୍ୟାନ ରଖିବା ଉଚିତ୍ ଯେ ସମ୍ଭୋଗ ପୂର୍ବରୁ ପରିସ୍ରା କରିବା ଉଚିତ ନଚେତ ସମ୍ଭୋଗ ସମୟରେ ଏହା ଗର୍ଭାଶୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ,
ଗାଧୋଇବା :-
ପ୍ରାୟତଃ ଗ୍ରୀଷ୍ମ ସମୟରେ ଆମେ ସମ୍ଭୋଗ କରିଵା ମାତ୍ରେ ଦେହରୁ ପ୍ରାୟତଃ ଝାଳ ବାହାରିଥାଏ ଓ ଅନେକ ବ୍ୟାକ୍ଟେରିଆ ମଧ୍ୟ ସୃଷ୍ଟି କରିଥାଏ ଯାହା ଶରୀରରେ ରହି ରୋଗର କାରଣ ହୋଇପାରେ , ତେବେ ଏହି ସମୟରେ ସମ୍ଭୋଗ ପରେ ଗାଧୋଇବା ଉଚିତ,
ନର୍ମାଲ ଧୋଇବା :-
ସମ୍ଭୋଗ ପରେ ପ୍ରାୟତଃ ଆମ ଗୁପ୍ତ ଅଙ୍ଗ ସେନସିଟିଭ ରହିଥାଏ ଯାହା ଫଳରେ ଯଦି ଆମେ କୈାଣସି କ୍ୟାମିକାଲ ସାବୁନ ବା କୈାଣସି ଜିନିଷ ବ୍ୟବହାର କରି ଧୋଇଵଥାଉ ତେବେ ଅନେକ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ , ସେଥିପାଇଁ ଆପଣ ସମ୍ଭୋଗ ପରେ ନର୍ମାଲ ପାଣିରେ ନିଜ ଗୁପ୍ତାଙ୍ଗ ଧୋଇବା ଉଚିତ ,
ଯୌନାଅଙ୍ଗରେ ଇନଫେକ୍ସନ :-
ସମ୍ଭୋଗ ପରେ ନିଶ୍ଚିତ ଭାବେ ଯୌନା ଅଙ୍ଗକୁ ନର୍ମାଲ ପାଣିରେ ଧୋଇ ନିଅନ୍ତୁ ନଚେତ ଇନଫେକ୍ସନ ହେବାର ଅନେକ ସମ୍ଭାବନା ରହିଛି , ଯାହାଫଳରେ କୁଣ୍ଡିଆଣ , ଯାଦୁ , କାଛୁ ହେବାର ସମ୍ଭାବନା ଅଧିକ ରହିଥାଏ , ସମ୍ଭୋଗ କରିବା ସମୟରେ ନିଶ୍ଚିତ ଭାବେ କଣ୍ଡୋମ୍ ର ବ୍ୟବହାର କରନ୍ତୁ ,
ତେବେ ଆଜି ପାଇଁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।